Advertisment

ଜାଣନ୍ତୁ କେଉଁ କେଉଁ ଖାଦ୍ୟ ଖାଇଲେ ପୁରୁଷଙ୍କ କ୍ଷେତ୍ରରେ ନପୁଂସକତା ଦେଖାଦେଇଥାଏ

ଆପଣ ଜାଣିକି  ବିସ୍ମିତ ହେବେ ଆପଣଙ୍କ ଦୈନଦିନ ଜୀବନରେ ଏମିତି କିଛି ଆଦତ ଅଛି ଯାହା ଆପଣଙ୍କୁ ନପୁଂସକତା କରିଦେବ। ଏବେଠୁ ଆପଣ ସତର୍କ ହୋଇଯାଅନ୍ତୁ। ଜାଣନ୍ତୁ ଏମିତ କଣ ଖାଇବା ଜିନିଷ ଅଛି ଯାହା ଖାଇଲେ ନପୁଂସକ ହେବାର ସମ୍ଭାବନ ଅଧିକ ରହିଥାଏ। ଅତ୍ୟଧିକ କଫି ଖାଉଥିଲେ ନପୁଂସକତା ହେବାର ସମ୍ଭାବନା ରହିଥାଏ। ତେଣୁ କଫି କିମ୍ବା କଫିଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଭଲ। ଧୂମ୍ରପାନ କରୁଥିଲେ ଏହା ଆପଣଙ୍କ ଲିଭରକୁ କେବଳ ଖରାପ କରିଥାଏ ତାହା […]

ଅଦ୍ୟତନ ହୋଇଛି
ଜାଣନ୍ତୁ କେଉଁ କେଉଁ ଖାଦ୍ୟ ଖାଇଲେ ପୁରୁଷଙ୍କ କ୍ଷେତ୍ରରେ ନପୁଂସକତା ଦେଖାଦେଇଥାଏ

fighting-couple-600x399

Advertisment

ଆପଣ ଜାଣିକି  ବିସ୍ମିତ ହେବେ ଆପଣଙ୍କ ଦୈନଦିନ ଜୀବନରେ ଏମିତି କିଛି ଆଦତ ଅଛି ଯାହା ଆପଣଙ୍କୁ ନପୁଂସକତା କରିଦେବ। ଏବେଠୁ ଆପଣ ସତର୍କ ହୋଇଯାଅନ୍ତୁ। ଜାଣନ୍ତୁ ଏମିତ କଣ ଖାଇବା ଜିନିଷ ଅଛି ଯାହା ଖାଇଲେ ନପୁଂସକ ହେବାର ସମ୍ଭାବନ ଅଧିକ ରହିଥାଏ।

Advertisment

ଅତ୍ୟଧିକ କଫି ଖାଉଥିଲେ ନପୁଂସକତା ହେବାର ସମ୍ଭାବନା ରହିଥାଏ। ତେଣୁ କଫି କିମ୍ବା କଫିଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଭଲ।

ଧୂମ୍ରପାନ କରୁଥିଲେ ଏହା ଆପଣଙ୍କ ଲିଭରକୁ କେବଳ ଖରାପ କରିଥାଏ ତାହା ନୁହେଁ ଏହା ଆପଣଙ୍କୁ ନପୁଂସକ ମଧ୍ୟ କରିଥାଏ। ଧୂମ୍ରପାନ ଯୋଗୁ ରକ୍ତ ସଂଚାର ଧିମା ହୋଇଯିବା ସହ ଆପଣ ଥକାପଣ ଅନୁଭବ କରିଥାନ୍ତି। ଫଳରେ ନପୁଂସକତା ଦେଖାଦେଇଥାଏ।

Advertisment

ଆଜିକାଲି ଲୋକମାନେ ଜଙ୍କ୍‌ ଫୁଡ୍‌, ଖଟା, ରାଗ ଓ ମସଲା ଯୁକ୍ତ ଖାଦ୍ୟ ପସନ୍ଦ କରିଥାନ୍ତି ଯାହାଦ୍ୱାରା ସ୍ପର୍ମର ପରିମାଣ କମି ଯାଇଥାଏ। ଫଳରେ ନପୁଂସକତା ହେବାର ସମ୍ଭାବନ ଦେଖାଦିଏ। ତେଣୁ ଏହି ସବୁ ଖାଦ୍ୟାଠାରୁ ଦୂରେଇ ରୁହନ୍ତୁ।

ଅତ୍ୟଧିକ ମଦ୍ୟପାନ କରୁଥିଲେ ମଧ୍ୟ ନପୁଂସକ ହେବାର ସମ୍ଭାବନ ଦେଖା ଦେଇଥାଏ।

ଜଣାପଡିଛି ଯେ ହେଲ୍‌ଥ ସପ୍ଲିମେଣ୍ଟାରି ନେଉଥିବା ଲୋକମାନଙ୍କ କ୍ଷେତ୍ରରେ ନପୁଂସକତା ଦେଖାଦେଇଥାଏ। ଏହା ପୁରୁଷମାନଙ୍କ ସେକ୍ସ ହରମୋନ୍‌ ଓ ପ୍ରଜଜନ କ୍ଷମତା ଉପରେ ପ୍ରଭାବ ପକାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe