/odisha-reporter/media/post_attachments/uploads/2017/03/sex-power.jpg)
sex-power
ନିଦ ଭଲ ନ ହେଲେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ଦେହ ଭଲ ନ ରହିବା ସହ ମାନ୍ଦା ମାନ୍ଦା ଲାଗିଥାଏ। ତେବେ ଭଲ ନିଦ ନ ହେଲେ ଯୌନ କ୍ଷମତା ହ୍ରାସ ପାଇଥାଏ ବୋଲି ଜଣାପଡିଛି। ଯେଉଁମାନେ ଆବଶ୍ୟକଠାରୁ କମ ଶୋଇଥାନ୍ତି ସେମାନଙ୍କ କ୍ଷେତ୍ରରେ ସନ୍ତାନ ନ ହେବାର ମଧ୍ୟ ଆଶଂକା ରହିଛି। ବିଶେଷ କରି ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ।
Advertisment
ଡାକ୍ତରଙ୍କ କହିବା କଥା ନିଦ୍ରା ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ପୁରୁଷ ହରମନ ‘ଟେଷ୍ଟୋଷ୍ଟେରୋନ୍’ କେବଳ ଶୋଇଲା ବେଳେ ହିଁ ଉତ୍ପନ ହୋଇଥାଏ। ଯାହାଦ୍ୱାର ଜଣେ ବ୍ୟକ୍ତି ପ୍ରଜନନ କ୍ଷମତା ଲଭ କରିଥାଏ। ବିଶେଷ କରି ୬ଘଣ୍ଟାରୁ କମ ଶୋଉଥିବା ଲୋକଙ୍କ କ୍ଷେତ୍ରରେ ଶରୀରରୁ ଶୁକ୍ରାଣୁ ଗଠନ କରିବା କ୍ଷମତାରେ କମି ଯାଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
