Advertisment

ଭଲ ନିଦ ନ ହେବା ଯୌନ କ୍ଷମତା ହ୍ରାସର କାରଣ

ନିଦ ଭଲ ନ ହେଲେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ଦେହ ଭଲ ନ ରହିବା ସହ ମାନ୍ଦା ମାନ୍ଦା ଲାଗିଥାଏ। ତେବେ ଭଲ ନିଦ ନ ହେଲେ ଯୌନ କ୍ଷମତା ହ୍ରାସ ପାଇଥାଏ ବୋଲି ଜଣାପଡିଛି। ଯେଉଁମାନେ ଆବଶ୍ୟକଠାରୁ କମ ଶୋଇଥାନ୍ତି ସେମାନଙ୍କ କ୍ଷେତ୍ରରେ ସନ୍ତାନ ନ ହେବାର ମଧ୍ୟ ଆଶଂକା ରହିଛି। ବିଶେଷ କରି ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ। ଡାକ୍ତରଙ୍କ କହିବା କଥା ନିଦ୍ରା […]

ଭଲ ନିଦ ନ ହେବା ଯୌନ କ୍ଷମତା ହ୍ରାସର କାରଣ

sex-power

Advertisment

ନିଦ ଭଲ ନ ହେଲେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ଦେହ ଭଲ ନ ରହିବା ସହ ମାନ୍ଦା ମାନ୍ଦା ଲାଗିଥାଏ। ତେବେ ଭଲ ନିଦ ନ ହେଲେ ଯୌନ କ୍ଷମତା ହ୍ରାସ ପାଇଥାଏ ବୋଲି ଜଣାପଡିଛି। ଯେଉଁମାନେ ଆବଶ୍ୟକଠାରୁ କମ ଶୋଇଥାନ୍ତି ସେମାନଙ୍କ କ୍ଷେତ୍ରରେ ସନ୍ତାନ ନ ହେବାର ମଧ୍ୟ ଆଶଂକା ରହିଛି। ବିଶେଷ କରି ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ।

Advertisment

ଡାକ୍ତରଙ୍କ କହିବା କଥା ନିଦ୍ରା ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ପୁରୁଷ ହରମନ ‘ଟେଷ୍ଟୋଷ୍ଟେରୋନ୍‌’ କେବଳ ଶୋଇଲା ବେଳେ ହିଁ ଉତ୍ପନ ହୋଇଥାଏ। ଯାହାଦ୍ୱାର ଜଣେ ବ୍ୟକ୍ତି ପ୍ରଜନନ କ୍ଷମତା ଲଭ କରିଥାଏ। ବିଶେଷ କରି ୬ଘଣ୍ଟାରୁ କମ ଶୋଉଥିବା ଲୋକଙ୍କ କ୍ଷେତ୍ରରେ ଶରୀରରୁ ଶୁକ୍ରାଣୁ ଗଠନ କରିବା କ୍ଷମତାରେ କମି ଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe