Advertisment

କାହିଁକି କମେ ସେକ୍ସ ପାୱାର

କାମୋଦ୍ଦୀପକ ଶକ୍ତି କମିଯାଉଛି। ମନ ଏବଂ ଶରୀର ଦୁର୍ବଳ ଲାଗୁଛି। କାମନାର  ଲାଳସା ମରିଯାଉଛି। ପାର୍ଟନ୍‌ର ଆପଣଙ୍କ ଉପରେ ଖୁସ୍ ନୁହନ୍ତି। । ଏମିତି କିଛି ସମସ୍ୟାରେ ଆପଣ ପୀଡ଼ିତ କି? ହେଲେ ଏ ସବୁ  କାହିଁକି ଘଟୁଛି? ଜାଣନ୍ତୁ ଏ ବିଷୟରେ। ୧-ପ୍ରଥମ କଥା ନିଦ ହେଉ ନଥିବା। ମନରେ ଟେନ୍‌ସନ୍‌ ରହୁଥିବ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଆପଣ ଉଜାଗର ରହୁଥିବେ। ଏଭଳି  ହେଲେ ଆପଣଙ୍କ ଶରୀରରେର କୋର୍ଟିସେଲ ପ୍ରସ୍ତୁତ୍ ହେବାରେ ବ୍ୟତିକ୍ରମ ହେବ । […]

ଅଦ୍ୟତନ ହୋଇଛି
କାହିଁକି କମେ ସେକ୍ସ ପାୱାର

Sex power

Advertisment

କାମୋଦ୍ଦୀପକ ଶକ୍ତି କମିଯାଉଛି। ମନ ଏବଂ ଶରୀର ଦୁର୍ବଳ ଲାଗୁଛି। କାମନାର  ଲାଳସା ମରିଯାଉଛି। ପାର୍ଟନ୍‌ର ଆପଣଙ୍କ ଉପରେ ଖୁସ୍ ନୁହନ୍ତି। । ଏମିତି କିଛି ସମସ୍ୟାରେ ଆପଣ ପୀଡ଼ିତ କି? ହେଲେ ଏ ସବୁ  କାହିଁକି ଘଟୁଛି? ଜାଣନ୍ତୁ ଏ ବିଷୟରେ।

Advertisment

୧-ପ୍ରଥମ କଥା ନିଦ ହେଉ ନଥିବା। ମନରେ ଟେନ୍‌ସନ୍‌ ରହୁଥିବ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଆପଣ ଉଜାଗର ରହୁଥିବେ। ଏଭଳି  ହେଲେ ଆପଣଙ୍କ ଶରୀରରେର କୋର୍ଟିସେଲ ପ୍ରସ୍ତୁତ୍ ହେବାରେ ବ୍ୟତିକ୍ରମ ହେବ । କୋର୍ଟିସେଲ ହେଉଛି ଏକପ୍ରକାର ହର୍ମୋନ। ଯାହା ଶରୀରେର ଉତ୍ତେଜନା ସୃଷ୍ଟି କରିବାରେ ସହାୟ ହୋଇ ଥାଏ

୨- ରାତିରେ ଠିକ୍ ଭାବେ ନ ଖାଇଲେ ଏଭଳି ସମସ୍ୟାର ପଡ଼ିପାରନ୍ତି।  ତେଣୁ ବିଛଣାକୁ ଯିବା ପୂର୍ବରୁ ଭଲ ଭାବେ  ଖାଦ୍ୟ ଖାଆନ୍ତୁ।

Advertisment

୩-ଯଦି ଆପଣ ନିୟମିତ ମଦ୍ୟପାନ କରୁଥିବେ ତା’ହେଲେ  ଆପଣଙ୍କ ସେକ୍ସ ପାୱାର କମିବା ଆଶଙ୍କା ରହିଛି। ଦିନକୁ ଗୋଟିଏ ପ୍ୟାକ୍ ହେଲେ ଚଳିବ। ତା’ଠୁ ଅଧିକ ହେଲେ ଖରାପ।

୪-ଦିନା ସାରା ଅଳସୁଆ ହୋଇ ବସନ୍ତୁ ନାହିଁ। ଅଳ୍ପ କିଛି ଶାରିରୀକ କାମ କରନ୍ତୁ। ମାଂସେପଶୀ ଚହଲିବ। ତା’ସହ ରକ୍ତ ଚଳପ୍ରଚଳ ହୋଇ ଶୀରୀରର ପ୍ରାଇଭେଟ ପାର୍ଟରେ ପହଞ୍ଚିବ। ଏମିତି ହେଲେ ଆପଣଙ୍କୁ ସ୍ପୁର୍ତ୍ତି ଯୋଗାଇବ।

୫-ଶୋଇବା ପୂର୍ବରୁ ଖବରକାଗଜ ପଢୁଛନ୍ତି କି? ଏହା ସେକ୍ସ ପାୱାର ହ୍ରାସ ହେବାରେ ଅନ୍ୟ ଏକ କାରଣ।  ବିଶେଷକରି ଖବରକାଗଜରେ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଇଥାଏ। ଯଦି କୌଣସି ନକରାତ୍ମକ ଖବର ଉପରେ ଆପଣ ଲାଖିଗଲେ ତାହା ଆପଶଙ୍କୁ ମାନସିକ ଅଶାନ୍ତି ଦେଇପାରେ। ତେଣୁ ସମ୍ଭୋଗ କରିବାରେ ମନ ଲାଗିବନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe