Advertisment

ଗୋଟିଏ ରାତିର ସାଥୀ...ଏବେ ବଦଳିଛି ଶାରୀରିକ ସଂପର୍କର ମାନସିକତା

ପ୍ରେମରେ ପଡ଼ିଲେ କିଏ ସାତଜନ୍ମର ସାଥୀ ପାଇଁ ଶପଥ ନିଏ ତ’ ଆଉ କିଏ ଜନ୍ମଜନ୍ମାନ୍ତର ପାଇଁ ମିଳିମିଶି ରହିବାକୁ ରାଣ ଖାଏ। ଦୁଇ ଜଣଙ୍କ ମଧ୍ୟରେ ତୃତୀୟ ଜଣ ଆସିଲେ ଝଡ଼ ବି ସୃଷ୍ଟି ହୁଏ। ହେଲେ ସମୟ ବଦଳିଛି। ଆଉ ବଦଳିଛି ବିଚାରଧାରା। ନିଜର ଯୌନଲାଳସା ମେଣ୍ଟାଇବା ପାଇଁ ଏବେ ସେହି ସମ୍ପର୍କର ମହତ୍ୱ ଗୌଣ ହୋଇଯାଇଛି। ଆଉ କେହି କାହା ସହିତ ସାରା ଜୀବନ ବାନ୍ଧି ହୋଇଯିବା ପାଇଁ ଚାହୁଁନାହାନ୍ତି।  ଏବେ ଗୋଟିଏ […]

ଅଦ୍ୟତନ ହୋଇଛି
ଗୋଟିଏ ରାତିର ସାଥୀ...ଏବେ ବଦଳିଛି ଶାରୀରିକ ସଂପର୍କର ମାନସିକତା  

office

Advertisment

ପ୍ରେମରେ ପଡ଼ିଲେ କିଏ ସାତଜନ୍ମର ସାଥୀ ପାଇଁ ଶପଥ ନିଏ ତ’ ଆଉ କିଏ ଜନ୍ମଜନ୍ମାନ୍ତର ପାଇଁ ମିଳିମିଶି ରହିବାକୁ ରାଣ ଖାଏ। ଦୁଇ ଜଣଙ୍କ ମଧ୍ୟରେ ତୃତୀୟ ଜଣ ଆସିଲେ ଝଡ଼ ବି ସୃଷ୍ଟି ହୁଏ। ହେଲେ ସମୟ ବଦଳିଛି। ଆଉ ବଦଳିଛି ବିଚାରଧାରା। ନିଜର ଯୌନଲାଳସା ମେଣ୍ଟାଇବା ପାଇଁ ଏବେ ସେହି ସମ୍ପର୍କର ମହତ୍ୱ ଗୌଣ ହୋଇଯାଇଛି। ଆଉ କେହି କାହା ସହିତ ସାରା ଜୀବନ ବାନ୍ଧି ହୋଇଯିବା ପାଇଁ ଚାହୁଁନାହାନ୍ତି।  ଏବେ ଗୋଟିଏ ରାତିର ସାଥୀ ଆଉ ତା’ପରେ ସବୁକିଛି ଅଜଣା ଅଶୁଣା

Advertisment

ଜୀବନକୁ ଏମିତି କାଟି ଦେବାକୁ ଆଜିର ଯୁବପିଢୀ ପସନ୍ଦ କରୁଛନ୍ତି।  ଏମିତି ତଥ୍ୟ  ଇଣ୍ଡିଆଟୁଡେ ପକ୍ଷରୁ କରାଯାଇଥିବା ସର୍ଭେରେ ଜଣାପଡ଼ିଛି। ସେକ୍ସକୁ ନେଇ ଅଧିକାଂଶ ଯୁବପିଢୀଙ୍କ ଇଛା ହେଉଛି  ୱାନ ନାଇଟସ୍‌ ଷ୍ଟାଣ୍ଡ ଅର୍ଥାତ ଗୋଟିଏ ରାତିର ସାଥୀ। ଏ ପ୍ରକାର ଯୌନ ସଂପର୍କକୁ ପ୍ରାୟ ୪୧ ପ୍ରତିଶତ ଯୁବପିଢୀ ଭୁଲ ବୋଲି ବିବେଚନା କରନ୍ତି ନାହିଁ। ଆଉ ଏଥିପାଇଁ ସେମାନେ ସବୁବେଳେ ପ୍ରସ୍ତୁତ ବୋଲି କହିଛନ୍ତି।

ଏହା ପୂର୍ବରୁ ୨୦୧୩ରେ  ଇଣ୍ଡିଆଟୁଡେ ପକ୍ଷରୁ ସର୍ଭେ କରାଯାଇଥିଲା।  ଏହି ସର୍ଭେରେ ମହିଳାମାନଙ୍କ ମତ ମଧ୍ୟ ନିଆଯାଇଥିଲା।  ବିନା ସଂକୋଚରେ ଅଧିକାଂଶ ମହିଳା ନିଜର ଖୋଲାଖୋଲି ମତ ରଖିଥିଲେ। ସେକ୍ସ ପାଇଁ ପ୍ରକୋଷ୍ଟ ସ୍ଥାନ ଅଧିକାଂଶ କାର୍ଯ୍ୟସ୍ଥଳକୁ ହିଁ ବାଛିଥାନ୍ତି। ୧୬ ପ୍ରତିଶତ ମହିଳା ନିଜ ସହକର୍ମୀଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଭଲ ପାଆନ୍ତି। ଏମିତି ଟ୍ରେଣ୍ଡ ବି ଚିରାଚରିତ ହୋଇଗଲାଣି। ୱାନ ନାଇଟସ୍‌ ଷ୍ଟାଣ୍ଡ ଭଳି ଚିନ୍ତାଧାରା କେବଳ ଯୁବପିଢୀଙ୍କ ମଧ୍ୟରେ ସୀମିତ ନାହିଁ। ବୟସ୍କମାନ ମଧ୍ୟ ଏଭଳି ସେକ୍ସ କରିବାରେ ଅତ୍ୟନ୍ତ ଆନନ୍ଦ ପାଉଥିବା ସର୍ଭେରୁ ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe