Advertisment

ସାବଧାନ! ସାମ୍ପୁ ବି ହୋଇପାରେ କ୍ୟାନସରର କାରଣ

କ୍ୟାନସର ଏକ ମାରାତ୍ମକ ରୋଗ। ବର୍ତ୍ତମାନ ସୁଦ୍ଧା ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଉପଚାର ବାହାରି ନାହିଁ। କିନ୍ତୁ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମେ ନିତିଦିନ ବ୍ୟବହାର କରୁଥିବା ସାମ୍ପୁ ଓ କସ୍‌ମେଟିକ୍‌ କ୍ୟାନସରର କାରଣ ହୋଇପାରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏକ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଯଦି କ୍ୟାନସର ଭଳି ମାରାତ୍ମକ ରୋଗରୁ ବଞ୍ଚିବାକୁ ଚାହୁଁଛନ୍ତି ଏହି ସବୁ ଜିନିଷ ବ୍ୟବହାର କରିବା […]

ସାବଧାନ! ସାମ୍ପୁ ବି ହୋଇପାରେ କ୍ୟାନସରର କାରଣ

cosmatic

Advertisment

କ୍ୟାନସର ଏକ ମାରାତ୍ମକ ରୋଗ। ବର୍ତ୍ତମାନ ସୁଦ୍ଧା ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଉପଚାର ବାହାରି ନାହିଁ। କିନ୍ତୁ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମେ ନିତିଦିନ ବ୍ୟବହାର କରୁଥିବା ସାମ୍ପୁ ଓ କସ୍‌ମେଟିକ୍‌ କ୍ୟାନସରର କାରଣ ହୋଇପାରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏକ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଯଦି କ୍ୟାନସର ଭଳି ମାରାତ୍ମକ ରୋଗରୁ ବଞ୍ଚିବାକୁ ଚାହୁଁଛନ୍ତି ଏହି ସବୁ ଜିନିଷ ବ୍ୟବହାର କରିବା ପୂର୍ବରୁ ସତର୍କ ରୁହନ୍ତୁ।

Advertisment

ସର୍ଭେରୁ ଜଣାପଡ଼ିଛି, ସାମ୍ପୁ ଓ କସମେଟିକ୍‌ରେ ଏପରି କିଛି ରାସାୟନିକ ପଦାର୍ଥ ଥାଏ ଯେଉଁଥିରେ କ୍ୟାନସର ହେବାରେ ସମ୍ଭାବନା ରହିଥାଏ।

ଭାରତୀୟ ବୈଜ୍ଞାନିକ ଅଶୋକ ଭେଙ୍କଟରମଣ କହିଛନ୍ତି, କିଛି ପ୍ରସାଧନ ସାମଗ୍ରୀ ଓ ସାମ୍ପୁ ସହ ଆଲକହଲ ଓ ଫର୍ନିଚରରେ ମଧ୍ୟ ଏହି ରାସାୟନିକ ପଦାର୍ଥ ଥାଏ।  ଫଳରେ କ୍ୟାନସର ହେବାର ଆଶଙ୍କା ରହିଥାଏ।

Advertisment

ସେ କହିଛନ୍ତି, ଏସବୁ ଜିନିଷରେ ଏଲଡିହାଇଡ୍‌ ନାମକ ଏକ ରାସାୟନିକ ପଦାର୍ଥ ଥାଏ। ଏହା  କ୍ୟାନସର ସହ ସଂପର୍କ ଅଛି ବୋଲି ପୂର୍ବରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe