ଜାଆଁଳା ଭଉଣୀଙ୍କ ଜଲୱା: ୱେଟରରୁ ବନିଲେ ହାଇପେଡ୍‌ ସେଲିବ୍ରିଟି

ହୋଟେଲ୍‌ରେ ୱେଟର୍‌ ଭାବେ କାମ କରୁଥିବା ଦୁଇଜଣ ଜାଆଁଳା ଭଉଣୀ ବନିଗଲେ ଡବ୍ଲ୍ୟୁଡବ୍ଲ୍ୟୁଇ ଦୁନିଆର ସବୁଠୁ ଦାମୀ ଯୋଡି । ଡବ୍ଲ୍ୟୁଡବ୍ଲ୍ୟୁଇ ପୁରୁଷ ବର୍ଗରେ ଅଣ୍ଡର୍‌ ଟେକର୍‌,ଜନ୍‌ ସିନାଙ୍କ ଭଳି ଖେଳାଳି କେବଳ ଅଛନ୍ତି କହିଲେ ହେବନି,ଏଥିରେ ଲେଡି ଫାଇଟର୍‌ ମଧ୍ୟ ଜଲ୍‌ୱା ଦେଖାଉଛନ୍ତି । ଯେଉଁଥିରେ ଦୁଇ ଜାଆଁଳା ଭଉଣୀ ‘ନିକି ବେଳା’ ଓ ‘ବ୍ରି ବେଲା’ ସବୁଠୁ ଆଗରେ ଅଛନ୍ତି । ଏହି ଦୁଇ ଭଉଣୀ କେବଳ ରେସଲିଂ ଦୁନିଆରେ ପରିଚିତ ନୁହନ୍ତି ,ମଡ୍‌ଲିଂରେ […]

bella-sister

bella-sister

Rakesh Mallick
  • Published: Thursday, 16 March 2017
  • Updated: 16 March 2017, 06:33 PM IST

Sports

Latest News

ହୋଟେଲ୍‌ରେ ୱେଟର୍‌ ଭାବେ କାମ କରୁଥିବା ଦୁଇଜଣ ଜାଆଁଳା ଭଉଣୀ ବନିଗଲେ ଡବ୍ଲ୍ୟୁଡବ୍ଲ୍ୟୁଇ ଦୁନିଆର ସବୁଠୁ ଦାମୀ ଯୋଡି । ଡବ୍ଲ୍ୟୁଡବ୍ଲ୍ୟୁଇ ପୁରୁଷ ବର୍ଗରେ ଅଣ୍ଡର୍‌ ଟେକର୍‌,ଜନ୍‌ ସିନାଙ୍କ ଭଳି ଖେଳାଳି କେବଳ ଅଛନ୍ତି କହିଲେ ହେବନି,ଏଥିରେ ଲେଡି ଫାଇଟର୍‌ ମଧ୍ୟ ଜଲ୍‌ୱା ଦେଖାଉଛନ୍ତି । ଯେଉଁଥିରେ ଦୁଇ ଜାଆଁଳା ଭଉଣୀ ‘ନିକି ବେଳା’ ଓ ‘ବ୍ରି ବେଲା’ ସବୁଠୁ ଆଗରେ ଅଛନ୍ତି । ଏହି ଦୁଇ ଭଉଣୀ କେବଳ ରେସଲିଂ ଦୁନିଆରେ ପରିଚିତ ନୁହନ୍ତି ,ମଡ୍‌ଲିଂରେ ମଧ୍ୟ୍ୟ ଏହି ଦୁଇଜଣଙ୍କ ଡିମାଣ୍ଡ ଖୁବ୍‌ ଅଧିକ । ମଡ୍‌ଲିଂ ଓ ବିଜ୍ଞାପନରୁ ମଧ୍ୟ ବହୁ ଆୟ କରୁଛନ୍ତି ଏହି ଜାଆଁଳା ଭଉଣୀ । ଗତବର୍ଷ ଏହି ଜାଆଁଳା ଭଉଣୀ ୬୫ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି । ମଡ୍‌ଲିଂ ଓ ଫିଲ୍ମ୍‌ ଦୁନାଆରେ ପାଦ ଥାପିବା ପାଇଁ ଏହି ଦୁଇ ଭଉଣୀଙ୍କ  ସ୍ୱପ୍ୱ ଥିଲା । ଯେଉଁଥିପାଇଁ ‘ସନ୍‌ ଡିଏଗୋ’ରୁ କାଲିଫର୍ଣ୍ଣିଆ ଚାଲି ଆସିଥିଲେ । ପରେ ଗ୍ଲାମର ଦୁନିଆରେ ପାଦ ଥାପିଥିଲେ ମଧ୍ୟ ଅର୍ଥର ଅଭାବ ଧିରେ ଧିରେ ଦେଖା ଦେଇଥିଲା, ଯେଉଁଥିପାଇଁ ବାଧ୍ୟ ହୋଇ ଏକ ହୋଟେଲ୍‌ରେ ୱେଟର୍‌ ଭାବେ କାମ କରିବାକୁ ପଡିଥିଲା । ଏହି ଦୁଇଜଣ ସୁନ୍ଦରୀ ଥିଲେ, ସେଥିପାଇଁ ଆଶାବାଦୀ ଥିଲେ ଯେ ଦିନେ ନା ଦିନେ ତାଙ୍କୁ ଫିଲ୍ମ୍‌ କିମ୍ବା ଟିଭିରେ କାମ କରିବାକୁ ମଉକା ମିଳିବ । ତାହାହିଁ ହେଲା, ହୋଟେଲରେ କାମ କରୁଥିବା ବେଳେ ତାଙ୍କୁ ଏକ ରିୟଲିଟି ସୋରେ କାମ କରିବାକୁ ସୁଯୋଗ ମିଳିଲା ଏବଂ ପରେ ମଡ୍‌ଲିଂ ପାଇଁ ମଧ୍ୟ ଅଫର୍‌ ମିଳିଲା । ୨୦୦୬ ମସିହାରେ ଡବ୍ଲ୍ୟୁଡବ୍ଲ୍ୟୁଇରେ ମଡ୍‌ଲିଂ ପାଇଁ ଅଫର ଆସିଲା। ଏହାରି ଭିତ୍ତରେ ସେ ରେସଲିଂ ଦୁନିଆ ଭିତରକୁ ଯିବାକୁ ସୁଯୋଗ ପାଇଗଲେ । ସେ ଏତେ ପ୍ରସିଦ୍ଧ ହୋଇଗଲେ ଯେ ଅନେକ ଫିଲ୍ମ ଓ ଟିଭି ସୋରୁ ତାଙ୍କୁ ଅଫର ମିଳିବାକୁ ଲାଗିଲା । ନିକି ବେଲା ଆହତ ଯୋଗୁଁ ଏବେ ରିଙ୍ଗରୁ ଦୂରରେ ଅଛନ୍ତି, କିନ୍ତୁ ତାଙ୍କର ବାର୍ଷିକ ଆୟ ୨କୋଟି ଥିବା ବେଳେ ବ୍ରି ବେଲାଙ୍କ ବାର୍ଷିକ ଆୟ ୨୭ କୋଟି ଟଙ୍କା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story