ଲୁଣ ନ ପକାଇଲେ ସବୁ ତିଅଣ (ତରକାରି) ସ୍ୱାଦହୀନ। ସାଧାରଣତଃ ଲୁଣକୁ ଆମେ ଖାଦ୍ୟ ପ୍ରସ୍ତୁତି ବେଳେ ବ୍ୟବହାର କରିଥାଉ। କିନ୍ତୁ ଜାଣନ୍ତି କି ଲୁଣ ପାଣିରେ ଗାଧୋଇଲେ ଶରୀରକୁ ବଡ଼ ଉପକାର ମିଳେ।
- ମାଗ୍ନେସିୟମ, କ୍ୟାଲସିୟମ, ସୋଡ଼ିୟମ ଓ ମିନେରାଲ୍ସରେ ଭର୍ତ୍ତି ଲୁଣକୁ ପାଣିରେ ମିଶାଇ ଗାଧୋଇଲେ ଶରୀର ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇଥାଏ।
- ଲୁଣପାଣିରେ ଗାଧୋଇଲେ ଫଙ୍ଗଲ ଇନଫେକ୍ସନ ହୋଇ ନ ଥାଏ। ରୁପି ମଧ୍ୟ ହୋଇ ନ ଥାଏ।
- ଲୁଣପାଣିରେ ଗାଧୋଇଲେ ହାଲିଆ ପଣକୁ ଦୂର ହୁଏ। ଚିନ୍ତାରୁ ମୁକ୍ତି ମିଳିଥାଏ। ରାତିରେ ଭଲ ନିଦ ହୁଏ।
- ଲୁଣ ପାଣିରେ ଗାଧୋଇଲେ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ।
-ଲୁଣ ପାଣିରେ କେଶ ଧୋଇଲେ କେଶ ଚମକି ଥାଏ। କେଶରେ ଥିବା ବ୍ୟାକ୍ଟିରିଆ ମରିଯାଇଥାନ୍ତି।
- ଲୁଣ ପାଣିରେ ଗାଧୋଇଲେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...