Advertisment

ବଡ଼ ଉପକାରୀ ଲୁଣ; ଖାଲି ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ଶରୀରକୁ ନିରୋଗ ରଖେ

ଲୁଣ ନ ପକାଇଲେ ସବୁ ତିଅଣ (ତରକାରି) ସ୍ୱାଦହୀନ। ସାଧାରଣତଃ ଲୁଣକୁ ଆମେ ଖାଦ୍ୟ ପ୍ରସ୍ତୁତି  ବେଳେ ବ୍ୟବହାର କରିଥାଉ। କିନ୍ତୁ ଜାଣନ୍ତି କି ଲୁଣ ପାଣିରେ ଗାଧୋଇଲେ ଶରୀରକୁ ବଡ଼ ଉପକାର ମିଳେ। – ମାଗ୍ନେସିୟମ, କ୍ୟାଲସିୟମ, ସୋଡ଼ିୟମ  ଓ ମିନେରାଲ୍ସରେ ଭର୍ତ୍ତି ଲୁଣକୁ ପାଣିରେ ମିଶାଇ ଗାଧୋଇଲେ ଶରୀର ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇଥାଏ। – ଲୁଣପାଣିରେ ଗାଧୋଇଲେ ଫଙ୍ଗଲ ଇନଫେକ୍ସନ ହୋଇ ନ ଥାଏ। ରୁପି ମଧ୍ୟ ହୋଇ ନ ଥାଏ। – […]

ଅଦ୍ୟତନ ହୋଇଛି
ବଡ଼ ଉପକାରୀ ଲୁଣ; ଖାଲି ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ଶରୀରକୁ ନିରୋଗ ରଖେ

saltbath

Advertisment

ଲୁଣ ନ ପକାଇଲେ ସବୁ ତିଅଣ (ତରକାରି) ସ୍ୱାଦହୀନ। ସାଧାରଣତଃ ଲୁଣକୁ ଆମେ ଖାଦ୍ୟ ପ୍ରସ୍ତୁତି  ବେଳେ ବ୍ୟବହାର କରିଥାଉ। କିନ୍ତୁ ଜାଣନ୍ତି କି ଲୁଣ ପାଣିରେ ଗାଧୋଇଲେ ଶରୀରକୁ ବଡ଼ ଉପକାର ମିଳେ।

Advertisment

- ମାଗ୍ନେସିୟମ, କ୍ୟାଲସିୟମ, ସୋଡ଼ିୟମ  ଓ ମିନେରାଲ୍ସରେ ଭର୍ତ୍ତି ଲୁଣକୁ ପାଣିରେ ମିଶାଇ ଗାଧୋଇଲେ ଶରୀର ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇଥାଏ।

- ଲୁଣପାଣିରେ ଗାଧୋଇଲେ ଫଙ୍ଗଲ ଇନଫେକ୍ସନ ହୋଇ ନ ଥାଏ। ରୁପି ମଧ୍ୟ ହୋଇ ନ ଥାଏ।

- ଲୁଣପାଣିରେ ଗାଧୋଇଲେ ହାଲିଆ ପଣକୁ ଦୂର ହୁଏ। ଚିନ୍ତାରୁ ମୁକ୍ତି ମିଳିଥାଏ। ରାତିରେ ଭଲ ନିଦ ହୁଏ।

Advertisment

- ଲୁଣ ପାଣିରେ ଗାଧୋଇଲେ ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇଥାଏ।

-ଲୁଣ ପାଣିରେ କେଶ ଧୋଇଲେ କେଶ ଚମକି ଥାଏ। କେଶରେ ଥିବା ବ୍ୟାକ୍ଟିରିଆ ମରିଯାଇଥାନ୍ତି।

- ଲୁଣ ପାଣିରେ ଗାଧୋଇଲେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe