ସ୍ନାପଚାଟ୍ର ସେହି ଫିଚର ଯାହା ପ୍ରଥମେ ଇନ୍ଷ୍ଟାଗ୍ରାମ୍, ତା’ପରେ ହ୍ୱାଟ୍ସଆପ୍ରେ ଆସିଥିଲା ଏବେ ତାହା ଫେସ୍ବୁକ୍ ଆପ୍ରେ ବି ଉପଲବ୍ଧ ହେଉଛି। ଅର୍ଥାତ୍ ସେହି ସ୍ନାପ୍ଚାଟ୍ ଷ୍ଟୋରୀ ଫିଚରର କ୍ଳୋନ୍କୁ ଏବେ ଫେସ୍ବୁକ୍ ନିଜ ଆପ୍ରେ ଆଡ୍ କରି ଦେଇଛି। ‘ଫେସବୁକ୍ ଷ୍ଟୋରୀ’ ଫିଚର ଆସିଯିବା ପରେ ଆପଣ ଫେସ୍ବୁକ୍ ଆପ୍ର ଟପ୍ରେ ଫଟୋ ଲଗାଇ ପାରିବେ ଯାହା ୨୪ ଘଣ୍ଟା ପରେ ଗାଏବ ହୋଇଯିବ। ‘ଫେସ୍ବୁକ୍ ଷ୍ଟୋରୀ’ ଫିଚରକୁ ଚିଲି, ଗ୍ରୀସ୍ ଓ ଭିଏତନାମାରେ ଲଞ୍ଚ୍ କରି ଦିଆଯାଇଛି। ଆଶା କରାଯାଉଛି ଖୁବ୍ଶୀଘ୍ର ଏହାକୁ ଭାରତରେ ବି ଲଞ୍ଚ୍ କରାଯିବ।
TechCrunchର ଖବର ଅନୁଯାୟୀ ପ୍ରଥମେ ଏହି ଫିଚରକୁ ଗତ ଜାନୁଆରୀରେ ଆୟରଲ୍ୟାଣ୍ଡର ଫେସ୍ବୁକ୍ ୟୁଜର୍ସଙ୍କ ମଧ୍ୟରେ ଟେଷ୍ଟ୍ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।