Advertisment

ଫେସବୁକରେ ‘ସ୍ନାପ୍‌ଚାଟ୍‌ ଷ୍ଟୋରୀ’ ଫିଚର, ଖୁବଶୀଘ୍ର ଭାରତରେ ହେବ ଲଞ୍ଚ୍‌

ସ୍ନାପଚାଟ୍‌ର ସେହି ଫିଚର ଯାହା ପ୍ରଥମେ ଇନ୍‌ଷ୍ଟାଗ୍ରାମ୍‌, ତା’ପରେ ହ୍ୱାଟ୍‌ସଆପ୍‌ରେ ଆସିଥିଲା ଏବେ ତାହା ଫେସ୍‌ବୁକ୍‌ ଆପ୍‌ରେ ବି ଉପଲବ୍ଧ ହେଉଛି। ଅର୍ଥାତ୍ ସେହି ସ୍ନାପ୍‌ଚାଟ୍‌ ଷ୍ଟୋରୀ ଫିଚରର କ୍ଳୋନ୍‌କୁ ଏବେ ଫେସ୍‌ବୁକ୍‌ ନିଜ ଆପ୍‌ରେ ଆଡ୍ କରି ଦେଇଛି। ‘ଫେସବୁକ୍ ଷ୍ଟୋରୀ’ ଫିଚର ଆସିଯିବା ପରେ ଆପଣ ଫେସ୍‌ବୁକ୍ ଆପ୍‌ର ଟପ୍‌ରେ ଫଟୋ ଲଗାଇ ପାରିବେ ଯାହା ୨୪ ଘଣ୍ଟା ପରେ ଗାଏବ ହୋଇଯିବ। ‘ଫେସ୍‌ବୁକ୍ ଷ୍ଟୋରୀ’ ଫିଚରକୁ ଚିଲି, ଗ୍ରୀସ୍‌ ଓ ଭିଏତନାମାରେ ଲଞ୍ଚ୍ […]

ଅଦ୍ୟତନ ହୋଇଛି
ଫେସବୁକରେ ‘ସ୍ନାପ୍‌ଚାଟ୍‌ ଷ୍ଟୋରୀ’ ଫିଚର, ଖୁବଶୀଘ୍ର ଭାରତରେ ହେବ ଲଞ୍ଚ୍‌

ppp

Advertisment

ସ୍ନାପଚାଟ୍‌ର ସେହି ଫିଚର ଯାହା ପ୍ରଥମେ ଇନ୍‌ଷ୍ଟାଗ୍ରାମ୍‌, ତା’ପରେ ହ୍ୱାଟ୍‌ସଆପ୍‌ରେ ଆସିଥିଲା ଏବେ ତାହା ଫେସ୍‌ବୁକ୍‌ ଆପ୍‌ରେ ବି ଉପଲବ୍ଧ ହେଉଛି। ଅର୍ଥାତ୍ ସେହି ସ୍ନାପ୍‌ଚାଟ୍‌ ଷ୍ଟୋରୀ ଫିଚରର କ୍ଳୋନ୍‌କୁ ଏବେ ଫେସ୍‌ବୁକ୍‌ ନିଜ ଆପ୍‌ରେ ଆଡ୍ କରି ଦେଇଛି। ‘ଫେସବୁକ୍ ଷ୍ଟୋରୀ’ ଫିଚର ଆସିଯିବା ପରେ ଆପଣ ଫେସ୍‌ବୁକ୍ ଆପ୍‌ର ଟପ୍‌ରେ ଫଟୋ ଲଗାଇ ପାରିବେ ଯାହା ୨୪ ଘଣ୍ଟା ପରେ ଗାଏବ ହୋଇଯିବ। ‘ଫେସ୍‌ବୁକ୍ ଷ୍ଟୋରୀ’ ଫିଚରକୁ ଚିଲି, ଗ୍ରୀସ୍‌ ଓ ଭିଏତନାମାରେ ଲଞ୍ଚ୍ କରି ଦିଆଯାଇଛି। ଆଶା କରାଯାଉଛି ଖୁବ୍‌ଶୀଘ୍ର ଏହାକୁ ଭାରତରେ ବି ଲଞ୍ଚ୍ କରାଯିବ।

Advertisment

TechCrunchର ଖବର ଅନୁଯାୟୀ  ପ୍ରଥମେ ଏହି ଫିଚରକୁ ଗତ ଜାନୁଆରୀରେ  ଆୟରଲ୍ୟାଣ୍ଡର ଫେସ୍‌ବୁକ୍ ୟୁଜର୍ସଙ୍କ ମଧ୍ୟରେ ଟେଷ୍ଟ୍‌ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe