Advertisment

ରୋଗୀଣା କରି ଦେଉଛି ସୋସିଆଲ୍ ମିଡିଆ: ସର୍ଭେ ଦେଲା ସାଂଘାତିକ ତଥ୍ୟ

ପିଲା ଠାରୁ ବୁଢା ଏବେ ସମଷ୍ତେ ସୋସିଆଲ ମିଡିଆ ଫ।ଶରେ ବନ୍ଧା। ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଓ ସ୍ନାପଚାଟ ଭଳି ବିଭିନ୍ନ ସୋସିଆଲ ମିଡିଆ ସାଇଟ ପଛରେ ଦୌଡୁଛି ସମାଜ। ଗୋଟିଏ ମୁହୁର୍ତ୍ତ ମଧ୍ୟ ସୋସିଆଲ ମିଡିଆ ଠାରୁ ଦୂରେଇ ପାରୁ ନାହାନ୍ତି ଆଜିର ଯୁବଗୋଷ୍ଠି। ବ୍ରିଟେନରେ ହୋଇଥିବା ଏକ ସର୍ଭେ ଅନୁଯାୟୀ କେଉଁ ସୋସିଆଲ ମିଡିଆ ସମାଜ ପାଇଁ ଭଲ ତାହା ଦର୍ଶାଯାଇଛି। ୧୪ ରୁ ୨୪ ବର୍ଷର ୧୪୭୯ ଲୋକଙ୍କୁ ନେଇ କରାଯାଇଥିବା ଏହି […]

ଅଦ୍ୟତନ ହୋଇଛି
ରୋଗୀଣା କରି ଦେଉଛି ସୋସିଆଲ୍ ମିଡିଆ: ସର୍ଭେ ଦେଲା ସାଂଘାତିକ ତଥ୍ୟ

social media

Advertisment

ପିଲା ଠାରୁ ବୁଢା ଏବେ ସମଷ୍ତେ ସୋସିଆଲ ମିଡିଆ ଫ।ଶରେ ବନ୍ଧା। ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଓ ସ୍ନାପଚାଟ ଭଳି ବିଭିନ୍ନ ସୋସିଆଲ ମିଡିଆ ସାଇଟ ପଛରେ ଦୌଡୁଛି ସମାଜ। ଗୋଟିଏ ମୁହୁର୍ତ୍ତ ମଧ୍ୟ ସୋସିଆଲ ମିଡିଆ ଠାରୁ ଦୂରେଇ ପାରୁ ନାହାନ୍ତି ଆଜିର ଯୁବଗୋଷ୍ଠି। ବ୍ରିଟେନରେ ହୋଇଥିବା ଏକ ସର୍ଭେ ଅନୁଯାୟୀ କେଉଁ ସୋସିଆଲ ମିଡିଆ ସମାଜ ପାଇଁ ଭଲ ତାହା ଦର୍ଶାଯାଇଛି।

Advertisment

୧୪ ରୁ ୨୪ ବର୍ଷର ୧୪୭୯ ଲୋକଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ସୋସିଆଲ ମିଡିଆ ପାଇଁ ବଢୁଥିବା ନିଃସଙ୍ଗତା, ଡିପ୍ରେସନ, ସ୍ୱାସ୍ଥ୍ୟ ଖରାପ ଉପରେ ରାୟ ଦେବାକୁ କୁହାଯାଇଥିଲା।

ଏଥିସହ ଏହି ଅନଲାଇନ୍ ସର୍ଭେରେ ସୋସିଆଲ ମିଡିଆ ଯୋଗୁଁ ଲୋକମାନଙ୍କ ଉପରେ ପଡୁଥିବା ମାନସିକ ଚାପ ବିଷୟରେ ପଚରା ଯାଇଥିଲା। ଲୋକମାନଙ୍କ ରାୟ ଅଧାରରେ ୟୁଟ୍ୟୁବକୁ ଅଧିକାଂଶ ଲୋକ ପ୍ରଶଂସା କରିବା ସହ ଏହା ବହୁତ ଉପଯୋଗୀ ବୋଲି ଦର୍ଶାଇଥିଲେ। ସେହିଭଳି ସ୍ନାପଚାର୍ଟ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଯୁବ ସମାଜକୁ ବେକାରୀ କରିଦେବ ବୋଲି ରାୟ ଦେଇଛନ୍ତି ସର୍ଭେରେ ଭାଗ ନେଇଥିବା ଲୋକେ।

Advertisment

ଏ ସବୁଥିରୁ ଯୁବସମାଜକୁ ଦୂରେଇ ରଖିବା ପାଇଁ ସୋସିଆଲ ମିଡିଆକୁ ଉପାୟ ମଧ୍ୟ କହିଛନ୍ତି କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ।

୧- ଯଦି କୌଣସି ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି, ତେବେ ତାଙ୍କୁ ସୋସିଆଲ ମିଡିଆ ତରଫରୁ ସଜାଗ କରାଯାଉ।

୨-ସୋସିଆଲ ମିଡିଆ ଯୋଗୁଁ ମାନସିକ ଚାପରେ ରହୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଏପରି ଏକ ସ୍ଥାନ ବିଷୟରେ କୁହାଯିବା ଦରକାର ଯେଉଁଠି କିଛି ସାହାଯ୍ୟ ମିଳିପାରିବ।

courtesy-bbc news

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe