Advertisment

Odia beauty Tips- ମୁଖମଣ୍ଡଳ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ଡାଳିମ୍ବ

ଫଳ ମଧ୍ୟରେ ଡାଳିମ୍ବର ଏକ ଭିନ୍ନ ଚାହିଦା ରହିଛି। ଏହି ଫଳର ଦର ସବୁବେଳେ ଅଧିକ ଥାଏ।  ଡାଳିମ୍ବରେ ଅନେକ ଔଷଧୀୟ ଗୁଣ ରହିଛି।  ତେବେ ଶରୀର ପାଇଁ ଡାଳିମ୍ବ କେତେ ଉପକାରୀ ଅସନ୍ତୁ ଜାଣିବା। ଡାଳିମ୍ବ ଛାଲିରେ ଥିବା ଆଣ୍ଟିଅକ୍‌ସିଡେଣ୍ଟ୍‌ସ ହୃଦ୍‌ରୋଗରୁ ବଞ୍ଚାଇବାରେ ସହାୟକ ହୋଇଥାଏ। ଏହି ଫଳର ରସ ଶରୀରରେ ବେକ୍‌ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରି ରଖିଥାଏ। ଆଣ୍ଠୁ ଦରଜ ଥିଲେ ଏହି ଫଳ ରସ ପିଇବା କଥା।  ସେହିପରି ଡାଳିମ୍ବ ଖାଇଲେ […]

author-image
Tapas Behera
ଅଦ୍ୟତନ ହୋଇଛି
Odia beauty Tips- ମୁଖମଣ୍ଡଳ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ଡାଳିମ୍ବ

dl-1

ଫଳ ମଧ୍ୟରେ ଡାଳିମ୍ବର ଏକ ଭିନ୍ନ ଚାହିଦା ରହିଛି। ଏହି ଫଳର ଦର ସବୁବେଳେ ଅଧିକ ଥାଏ।  ଡାଳିମ୍ବରେ ଅନେକ ଔଷଧୀୟ ଗୁଣ ରହିଛି।  ତେବେ ଶରୀର ପାଇଁ ଡାଳିମ୍ବ କେତେ ଉପକାରୀ ଅସନ୍ତୁ ଜାଣିବା। ଡାଳିମ୍ବ ଛାଲିରେ ଥିବା ଆଣ୍ଟିଅକ୍‌ସିଡେଣ୍ଟ୍‌ସ ହୃଦ୍‌ରୋଗରୁ ବଞ୍ଚାଇବାରେ ସହାୟକ ହୋଇଥାଏ।

Advertisment

ଏହି ଫଳର ରସ ଶରୀରରେ ବେକ୍‌ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରି ରଖିଥାଏ। ଆଣ୍ଠୁ ଦରଜ ଥିଲେ ଏହି ଫଳ ରସ ପିଇବା କଥା।  ସେହିପରି ଡାଳିମ୍ବ ଖାଇଲେ ଶରୀରରେ ରକ୍ତ ଏବଂ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ।

ଡାଳିମ୍ବକୁ ପାଣିରେ ଭିଜାଇ ଜୁସ୍‌ କରି ନିୟମିତ ପିଇଲେ ମିଳିଥାଏ ଅନେକ ସୁଫଳ। ଡାଳିମ୍ବ ଚୋପାରେ ଫେନାଲିକ୍ସ ନାମକ ରାସାୟନିକ ପଦାର୍ଥ ରହିଛି। ଏହାଛଡା ଏଥିରେ ଖଣିଜ ପଦାର୍ଥ, ଭିଟାମିନ୍‌ ପ୍ରଭୃତି ଉପାଦାନ ମାନ ରହିଛି ।

Advertisment

ଏହାର ବ୍ୟବହାର ଦ୍ୱାରା ହୃଦ୍‌ଘାତ ଓ କର୍କଟ ରୋଗରୁ ମୁକ୍ତି ମିଳିପାରେ। ତ୍ୱଚାକୁ ଏହା ଉଜ୍ଜ୍ୱଳତା ପ୍ରଦାନ କରିଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଆଣ୍ଟି ଏଜିଂ ମହୋଷଧୀ ଭାବେ କାର୍ଯ୍ୟ କରେ। ତେଣୁ ସପ୍ତାହରେ ଦୁଇରୁ କିମ୍ବା ୩ ଥର ଡାଳିମ୍ବ ଚୋପା ଜୁସ୍‌ ପିଇବା ଉଚିତ୍‌।

Odia Health Tips Beauty Tips In Odia