Advertisment

ଆପଣଙ୍କ ପିଲା ଠିକ୍‌ରେ ପାଠ ପଢ଼ୁନି ? ଜାଣନ୍ତୁ ୪ଟି ଟିପ୍‌ସ

ଘରେ ପିଲାମାନଙ୍କ ପାଠପଢ଼ାକୁ ନେଇ ବାପାମାଆ ଅନେକ ସମୟରେ ଚିନ୍ତାରେ ରୁହନ୍ତି। କିଛି ପିଲା ମୋଟେ ପାଠପଢ଼ାରେ ମନ ଦିଅନ୍ତି ନାହିଁ। ଆଉ କିଛି ପିଲା ସବୁବେଳେ ପାଠ ପଢ଼ୁଥାନ୍ତି। କିନ୍ତୁ ପରୀକ୍ଷାରେ ଭଲ ରେଜଲ୍ଟ କରିପାରନ୍ତି ନାହିଁ। ବାସ୍ତୁଶାସ୍ତ୍ର କହୁଛି ପଢ଼ା ଘରେ ଥିବା ନକାରାତ୍ମକ ଶକ୍ତି ପିଲାର ପାଠପଢ଼ାରେ ବାଧା ସୃଷ୍ଟି କରୁଛି। ତେବେ ଆସନ୍ତୁ ଜାଣିବା କିପରି ଏହି ନକାରାତ୍ମକ ଶକ୍ତିକୁ ଦୂରେଇ ପାରିବା। ବାସ୍ତୁଶାସ୍ତ୍ର ଅନୁଯାୟୀ ପିଲାର ପଢ଼ା ଟେବୁଲ ସବୁବେଳେ […]

ଅଦ୍ୟତନ ହୋଇଛି
ଆପଣଙ୍କ ପିଲା ଠିକ୍‌ରେ ପାଠ ପଢ଼ୁନି ? ଜାଣନ୍ତୁ ୪ଟି ଟିପ୍‌ସ

beby

Advertisment

ଘରେ ପିଲାମାନଙ୍କ ପାଠପଢ଼ାକୁ ନେଇ ବାପାମାଆ ଅନେକ ସମୟରେ ଚିନ୍ତାରେ ରୁହନ୍ତି। କିଛି ପିଲା ମୋଟେ ପାଠପଢ଼ାରେ ମନ ଦିଅନ୍ତି ନାହିଁ। ଆଉ କିଛି ପିଲା ସବୁବେଳେ ପାଠ ପଢ଼ୁଥାନ୍ତି। କିନ୍ତୁ ପରୀକ୍ଷାରେ ଭଲ ରେଜଲ୍ଟ କରିପାରନ୍ତି ନାହିଁ। ବାସ୍ତୁଶାସ୍ତ୍ର କହୁଛି ପଢ଼ା ଘରେ ଥିବା ନକାରାତ୍ମକ ଶକ୍ତି ପିଲାର ପାଠପଢ଼ାରେ ବାଧା ସୃଷ୍ଟି କରୁଛି। ତେବେ ଆସନ୍ତୁ ଜାଣିବା କିପରି ଏହି ନକାରାତ୍ମକ ଶକ୍ତିକୁ ଦୂରେଇ ପାରିବା।

Advertisment
  • ବାସ୍ତୁଶାସ୍ତ୍ର ଅନୁଯାୟୀ ପିଲାର ପଢ଼ା ଟେବୁଲ ସବୁବେଳେ ଗୋଲ କିମ୍ବା ଚାରିକୋଣିଆ ହେବା ଦରକାର। ଯଦି ଏହାର ଆକାର ତେର୍ଛା କିମ୍ବା ବଙ୍କା ହୋଇଥାଏ ତାହେଲେ ପିଲାର ପାଠ ପ୍ରତି ମନ ଲାଗେ ନାହିଁ।
  • ପିଲାର ପଢ଼ା ଘରର ରଙ୍ଗ ହଳଦିଆ କିମ୍ବା ବାଇଗଣୀ ହେବା ଆବଶ୍ୟକ। ସେହିପରି ପିଲା ବ୍ୟବହାର କରୁଥିବା ଚେଆର କିମ୍ବା ଟେବୁଲର ରଙ୍ଗ ଟିକେ ଘନ ବା ବ୍ରାଇଟ୍ ହେବା ଦରକାର। ବାସ୍ତୁଶାସ୍ତ୍ର କହୁଛି
  • କମ୍ପ୍ୟୁଟର ଯାତୀୟ ଜିନିଷ ଦକ୍ଷିଣ ପଟେ ରହିବା ଠିକି୍।
  • ପଢ଼ାଘରର ଦୁଆରମୁହଁ ପୂର୍ବ ଦିଗକୁ ମୁହଁ କରିବା ଆବଶ୍ୟକ। ଏହାକୁ ଅଧିକାଂସ ମସୟରେ ଖୋଲା ରଖିବା ଦରକାର। କାରଣ ସକାଳର ସୂର୍ଯ୍ୟ କିରଣ ସେଇ ଘରେ ପଡ଼ିଲେ ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe