ଡାଇବେଟିସ୍‌ ରୋଗୀଙ୍କ ପାଇଁ ସୁପର୍‌ଫୁଡ୍‌ ‘ସୋୟାବିନ୍‌’

ନୂଆଦିଲ୍ଲୀ: ବିଭିନ୍ନ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ଡାଇବେଟିସ୍ ରୋଗୀଙ୍କ ପାଇଁ ସୋୟାବିନ୍‌ ଲାଭଦାୟକ। ଡାକ୍ତର ବି ଡାଇବେଟିସ୍‌ ରୋଗୀଙ୍କୁ  ଡାଏଟ୍‌ରେ ସୋୟାବିନ୍‌ ସାମିଲ କରିବା ପାଇଁ ପରାମର୍ଶ ଦେଇଥା’ନ୍ତି। ଏଥିରେ ଆଇସୋଫ୍ଲୋଭୋନେସ୍‌ ରହିଛି, ଯାହା ବ୍ଲଡ୍‌ ସୁଗାର ଓ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରିବା ପାଇଁ ସାହାଯ୍ୟ କରିଥାଏ। ଏପରିକି ଦୃଦ୍‌ଘାତଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କୁ ସୋୟା ସପ୍ଲିମେଣ୍ଟସ୍‌ ମାଧ୍ୟମରେ ସୋୟାବିନ୍‌ ଦେଇ ସୁଗାରକୁ ନିୟନ୍ତ୍ରଣ କରାଯାଇପାରିବ। ଡାଇବେଟିସ୍‌ […]

soya

soya

Puspanjali Panda
  • Published: Tuesday, 03 December 2019
  • Updated: 03 December 2019, 02:46 PM IST

ନୂଆଦିଲ୍ଲୀ: ବିଭିନ୍ନ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ଡାଇବେଟିସ୍ ରୋଗୀଙ୍କ ପାଇଁ ସୋୟାବିନ୍‌ ଲାଭଦାୟକ। ଡାକ୍ତର ବି ଡାଇବେଟିସ୍‌ ରୋଗୀଙ୍କୁ  ଡାଏଟ୍‌ରେ ସୋୟାବିନ୍‌ ସାମିଲ କରିବା ପାଇଁ ପରାମର୍ଶ ଦେଇଥା’ନ୍ତି।

ଏଥିରେ ଆଇସୋଫ୍ଲୋଭୋନେସ୍‌ ରହିଛି, ଯାହା ବ୍ଲଡ୍‌ ସୁଗାର ଓ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରିବା ପାଇଁ ସାହାଯ୍ୟ କରିଥାଏ। ଏପରିକି ଦୃଦ୍‌ଘାତଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।

ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କୁ ସୋୟା ସପ୍ଲିମେଣ୍ଟସ୍‌ ମାଧ୍ୟମରେ ସୋୟାବିନ୍‌ ଦେଇ ସୁଗାରକୁ ନିୟନ୍ତ୍ରଣ କରାଯାଇପାରିବ।

ଡାଇବେଟିସ୍‌ ଶରୀରରେ କେବଳ ଗୋଟିଏ ଅଙ୍ଗକୁ ପ୍ରଭାବିତ କରେ ନାହିଁ, ଧୀରେ ଧୀରା ଏହା ଶରୀରର ସମସ୍ତ ଅଙ୍ଗକୁ ପ୍ରଭାବିତ କରିଥାଏ। କାର୍ଡିଓଭାସ୍କୁଲାର୍‌ ସିଷ୍ଟମ୍‌, କିଡ୍‌ନୀ ଓ ଲିଭର୍‌ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ। ଏଥିପାଇଁ ସୋୟାବିନ୍‌ର ଖାଇବା ନିହାତି ଜରୁରୀ। କାରଣ ଏଥିରେ ଥିବା ଆଇସୋଫ୍ଲୋଭୋନେସ୍‌ ବା ଫାଇଟୋଏଷ୍ଟ୍ରୋଜେନସ୍‌ କାର୍ଡିଓଭାସ୍କୁଲାର୍‌ ରୋଗର ଆଶଙ୍କାକୁ କମ୍‌ କରିଥାଏ ଓ କିଡ୍‌ନୀ ଏବଂ ଲିଭରକୁ ସୁସ୍ଥ ରଖିଥାଏ।

କେମିତି ଖାଇବେ?

ଆପଣ ସୋୟାବିନ୍‌ର ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପାରିବେ। ସୋୟାବିନ୍‌ ପଲାଉ, ସୋୟା ଚପ୍‌, ସୋୟା ବିରିୟାନୀ, ସୋୟା ଦୋସା ବା ପରଟା, ସୋୟା କିମା, ସୋୟା ପିଙ୍ଗରସ୍‌ ଓ ସୋୟା ଚିଲି ମନ୍‌ଚୁରିଆନ୍‌ ଆଦି କରି ଆପଣ ଖାଇପାରିବେ। ଏହା ବ୍ୟତୀତ ସୋୟାବିନ୍‌କୁ ମଞ୍ଜିକୁ ଗ୍ରାଇଣ୍ଡିଂ କରି ଡାଲିରେ ପକାଇ ଖାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story