Advertisment

ଶରୀର ପାଇଁ କ୍ଷତିକାରକ ସୁଗାର ଫ୍ରି ଟାବ୍‌ଲେଟ୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଡାଇବେଟିସ୍‌ ବା ମଧୁମେହ ରୋଗରେ ଶିକାର ହୋଇଛନ୍ତି କି? ତାହାଲେ ଆପଣ ଚିନି ବଦଳରେ ସୁଗାର ଫ୍ରି ଟାବ୍‌ଲେଟ୍‌କୁ ଖାଦ୍ୟରେ ସାମିଲ୍‌ କରୁଥିବେ। ସୁଗାର ଫ୍ରି ଟାବ୍‌ଲେଟ୍‌ ଚିନିର ଅଭାବକୁ ଦୂର କରିଦିଏ। କିନ୍ତୁ ଅବଶ୍ୟକତାଠୁ ଅଧିକ ସୁଗାର ଫ୍ରି ଟାବ୍‌ଲେଟ୍‌ର ସେବନ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ।   ୧- ସୁଗାର ଫ୍ରି ଟାବ୍‌ଲେଟ୍‌ ଡାଇବେଟିସ୍‌, ହାର୍ଟ ଜନିତ ରୋଗ, ରକ୍ତ ଚାପ ସମସ୍ୟା ଭଳି ରୋଗର ସମ୍ଭାବନାକୁ ବୃଦ୍ଧି […]

ଅଦ୍ୟତନ ହୋଇଛି
ଶରୀର ପାଇଁ କ୍ଷତିକାରକ ସୁଗାର ଫ୍ରି ଟାବ୍‌ଲେଟ୍‌!

s22

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଡାଇବେଟିସ୍‌ ବା ମଧୁମେହ ରୋଗରେ ଶିକାର ହୋଇଛନ୍ତି କି? ତାହାଲେ ଆପଣ ଚିନି ବଦଳରେ ସୁଗାର ଫ୍ରି ଟାବ୍‌ଲେଟ୍‌କୁ ଖାଦ୍ୟରେ ସାମିଲ୍‌ କରୁଥିବେ। ସୁଗାର ଫ୍ରି ଟାବ୍‌ଲେଟ୍‌ ଚିନିର ଅଭାବକୁ ଦୂର କରିଦିଏ। କିନ୍ତୁ ଅବଶ୍ୟକତାଠୁ ଅଧିକ ସୁଗାର ଫ୍ରି ଟାବ୍‌ଲେଟ୍‌ର ସେବନ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ।

Advertisment

publive-image

୧- ସୁଗାର ଫ୍ରି ଟାବ୍‌ଲେଟ୍‌ ଡାଇବେଟିସ୍‌, ହାର୍ଟ ଜନିତ ରୋଗ, ରକ୍ତ ଚାପ ସମସ୍ୟା ଭଳି ରୋଗର ସମ୍ଭାବନାକୁ ବୃଦ୍ଧି କରିଥାଏ।

୨- ସୁଗାର ଫ୍ରି ଟାବ୍‌ଲେଟ୍‌ ଆପଣଙ୍କ ପାଚନ ଯନ୍ତ୍ର ଉପରେ ମଧ୍ୟ ପ୍ରଭାବ ପକାଇଥାଏ।  ତେଣୁ ଖାଦ୍ୟ ସହଜରେ ହଜମ୍‌ ହୋଇନଥାଏ। ସୁଗାର ଫ୍ରି ଟାବ୍‌ଲେଟ୍‌ ଆପଣଙ୍କୁ ମୋଟା ମଧ୍ୟ କରିପାରେ।

Advertisment

publive-image

୩- ସୁଗାର ଫ୍ରି ଟାବ୍‌ଲେଟ୍‌ ଆପଣଙ୍କ ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ।

୪- ଆପଣ ଯଦି ଏକା ସହ ମଧୁମେହ ଏବଂ ହାଇ ବ୍ଲଡ୍‌ ପ୍ରେସର୍‌ ରୋଗରେ ଶିକାର ହୋଇଛନ୍ତି, ତାହାଲେ ଆପଣ ସୁଗାର ଫ୍ରି ଟାବ୍‌ଲେଟ୍‌ର କମ୍‌ ସେବନ କରନ୍ତୁ। ଅଧିକ ସୁଗାର ଫ୍ରି ଚାବ୍‌ଲେଟ୍‌ ବ୍ୟବହାର କରିବା ଦ୍ୱାରା ରକ୍ତଚାପ ସ୍ତର ଅଧିକ ରହିପାରେ।

publive-image

୫- ସୁଗାର୍‌ ଫ୍ରି ଟାବ୍‌ଲେଟ୍‌ କ୍ୟାନ୍‌ସର ରୋଗର ଆଶଙ୍କା ସୃଷ୍ଟି କରିପାରେ।

୬- ସୁଗାର ଫ୍ରି ଟାବ୍‌ଲେଟ୍‌ ଆପଣଙ୍କ ଶରୀର ଶକ୍ତି କମ୍‌ କରିପାରେ। ଯଦି ଆପଣ ଏହି ଟାବ୍‌ଲେଟ୍‌ର ଅଧିକ ବ୍ୟବହାର କରୁଛନ୍ତି ତାହାଲେ ଏହାକୁ କମ୍‌ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।

୭- କେବଳ ଏତିକି ନୁହେଁ ଏହି ଟାବ୍‌ଲେଟ୍‌କୁ ଅଧିକ ଖାଇବା ଦ୍ୱାରା ଆପଣଙ୍କର ହାର୍ଟ ଜନିତ ସମସ୍ୟା ଦେଖା ଦେଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe