ଭୁବନେଶ୍ୱର: ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ହୃଦ୍ ଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି। ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ନୂଆ ପଦ୍ଧତି ବାହାର କରିଛନ୍ତି ଗବେଷକମାନେ। ଗବେଷଣାରୁ ଜଣାପଡ଼ିଛି ସକାଳର ସୂର୍ଯ୍ୟକିରଣ ସେବନ କରୁଥିବା ମହିଳାମାନଙ୍କ କ୍ଷେତ୍ରରେ ହୃଦ୍ରୋଗ କମ୍ ଦେଖାଦେଇଥାଏ। ଏହି ମହିଳାମାନେ ଅନ୍ୟମାନଙ୍କ ତୁଳନାରେ ସୁସ୍ଥ ରହିଥାନ୍ତି।
ଏହି ଗବେଷଣାରେ ସାମିଲ ମହିଳାଙ୍କ ଉପରେ ୨୦ ବର୍ଷ ଧରି ନଜର ରଖାଯାଇଥିଲା। ତେବେ ଗବେଷକମାନେ ଆହୁରି କହିଛନ୍ତି, ଅଧିକ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସୁଥିବା ମହିଳାଙ୍କୁ ତ୍ୱଚା କ୍ୟାନସର ହେବାରେ ସମ୍ଭାବନା ରହିଥିଏ। ତେଣୁ ଅଧିକ ଖରାରେ ରହିବା ଶରୀର ପ୍ରତି କ୍ଷତିକାରକ ହୋଇଥାଏ।
ଏକ ସର୍ଭେ ଅନୁସାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ରହୁଥିବା ଲୋକଙ୍କଠାରେ ଅଧିକ ହୃଦ୍ ଜିନତ ସମସ୍ୟା ଦେଖା ଦେଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।

Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।

Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।

Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।