Advertisment

ଜୁଲାଇ୧୦ରୁ ଶ୍ରାବଣ ମାସ; ଏଥରର ବିଶେଷତ୍ୱ ପଡ଼ିବ ୫ଟି ସୋମବାର

ଚଳିତ ମାସ ୧୦ ତାରିଖରୁ ମହାଦେବ ଶିବଙ୍କ ପ୍ରିୟ ମାସ ଶ୍ରାବଣ ମାସ ଆରମ୍ଭ ହେଉଛି। ଏଥର ଶ୍ରାବଣ ମାସ  ଶିବ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ହେବ। କାରଣ ଏଥର ଶ୍ରାବଣ ମାସରେ ପାଞ୍ଚୋଟି ସୋମବାର ପଡୁଛି। ଏହି ପବିତ୍ର ମାସର ଆରମ୍ଭ ସୋମବାର ଦିନ ହେବ ଏବଂ ସୋମବାର ଦିନ ହିଁ (ଅଗଷ୍ଟ ୭)ଶେଷ ହେବ। ଦୀର୍ଘ ଦିନ ପରେ ପଡ଼ିଛି ଏମିତି ସଂଯୋଗ। ଏଥର ଶ୍ରାବଣ ମାସର ତିନିଟି ସୋମବାରରେ ସର୍ବାର୍ଥ ସିଦ୍ଧି ଯୋଗ […]

ଅଦ୍ୟତନ ହୋଇଛି
ଜୁଲାଇ୧୦ରୁ ଶ୍ରାବଣ ମାସ; ଏଥରର ବିଶେଷତ୍ୱ ପଡ଼ିବ ୫ଟି ସୋମବାର

siba

Advertisment

ଚଳିତ ମାସ ୧୦ ତାରିଖରୁ ମହାଦେବ ଶିବଙ୍କ ପ୍ରିୟ ମାସ ଶ୍ରାବଣ ମାସ ଆରମ୍ଭ ହେଉଛି। ଏଥର ଶ୍ରାବଣ ମାସ  ଶିବ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ହେବ। କାରଣ ଏଥର ଶ୍ରାବଣ ମାସରେ ପାଞ୍ଚୋଟି ସୋମବାର ପଡୁଛି। ଏହି ପବିତ୍ର ମାସର ଆରମ୍ଭ ସୋମବାର ଦିନ ହେବ ଏବଂ ସୋମବାର ଦିନ ହିଁ (ଅଗଷ୍ଟ ୭)ଶେଷ ହେବ। ଦୀର୍ଘ ଦିନ ପରେ ପଡ଼ିଛି ଏମିତି ସଂଯୋଗ।

Advertisment

ଏଥର ଶ୍ରାବଣ ମାସର ତିନିଟି ସୋମବାରରେ ସର୍ବାର୍ଥ ସିଦ୍ଧି ଯୋଗ ପଡୁଛି।  ପ୍ରଥମ ସୋମବାର ସିଦ୍ଧି ଯୋଗରେ ଆରମ୍ଭ ହେବ ଓ ଶେଷ ସୋମବାର ସର୍ବାର୍ଥ ସିଦ୍ଧି ଯୋଗରେ ଶେଷ ହେବ। ଏହି ପବିତ୍ର ଦିନରେ କୌଣସି ପୂଜା, ହୋମ-ଯଜ୍ଞର ମହତ୍ତ୍ୱ ଅଧିକ ରହିଥାଏ ବୋଲି ବିଶ୍ୱାସ ରହିଛି।

ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ବିଶେଷ ଫଳପ୍ରାପ୍ତି ହୋଇଥାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe