ମିଠା ପାନୀୟ ପିଇବାକୁ ସମସ୍ତେ ଭଲ ପାଆନ୍ତି। କିନ୍ତୁ ଜାଣିଛନ୍ତି କି, ମିଠା ପାନୀୟ ପିଇବା ଦ୍ୱାରା ସ୍କୃତି ଶକ୍ତି ଉପରେ ପ୍ରଭାବ ପକାଇଥାଏ। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏଭଳି ଏକ ସାଂଘାତିକ ତଥ୍ୟ ଗବେଷଣାରୁ ଜଣାପଡ଼ିଛି।
ସର୍ଭେରୁ ଜଣାପଡ଼ିଛି, ମିଠାପାନୀୟ ପିଇଲେ ଷ୍ଟ୍ରୋକ୍ ଓ ମାନସିକ ବିକୃତି ହେବାର ଆଶଙ୍କା ରହିଛି।
ଗବେଷଣା ପରେ ଅଲଜାଇମର୍ସ ଓ ଡେମନଟିଆ ନାମକ ଦୁଇଟି ପୁସ୍ତକ ପ୍ରକାଶିତ କରାଯାଇଛି। ପୁସ୍ତକରେ ଲେଖାଯାଇଛି, ମିଠା ପାନୀୟ ପିଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି କମ୍ ହେବା ସହ ମାନସିକ ବିକୃତି ଦେଖାଯାଇଥାଏ। ମସ୍ତିଷ୍କର ଥିବା ହିପୋକୋମ୍ପସ ଛୋଟ ହୋଇଯାଇଥାଏ। ହିପୋକୋମ୍ପସ ମସ୍ତିଷ୍କର ଏକ ଅଂଶ । ଯାହ ଶୁଣିବା ଓ ମନେ ରଖିବାର ସାହାଯ୍ୟ କରିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।