Advertisment

ମିଠା ପାନୀୟର କଡ଼ା ପ୍ରଭାବ: ବିଗାଡି ଦେବ ସ୍ମୃତି ଶକ୍ତି

ମିଠା ପାନୀୟ ପିଇବାକୁ  ସମସ୍ତେ ଭଲ ପାଆନ୍ତି। କିନ୍ତୁ ଜାଣିଛନ୍ତି କି, ମିଠା ପାନୀୟ ପିଇବା ଦ୍ୱାରା  ସ୍କୃତି ଶକ୍ତି ଉପରେ ପ୍ରଭାବ ପକାଇଥାଏ। ଏହା ଶରୀର ପାଇଁ  କ୍ଷତିକାରକ ହୋଇଥାଏ। ଏଭଳି ଏକ ସାଂଘାତିକ ତଥ୍ୟ ଗବେଷଣାରୁ ଜଣାପଡ଼ିଛି। ସର୍ଭେରୁ ଜଣାପଡ଼ିଛି, ମିଠାପାନୀୟ ପିଇଲେ ଷ୍ଟ୍ରୋକ୍‌ ଓ ମାନସିକ ବିକୃତି ହେବାର ଆଶଙ୍କା ରହିଛି। ଗବେଷଣା ପରେ ଅଲଜାଇମର୍ସ ଓ ଡେମନଟିଆ ନାମକ ଦୁଇଟି ପୁସ୍ତକ ପ୍ରକାଶିତ କରାଯାଇଛି। ପୁସ୍ତକରେ ଲେଖାଯାଇଛି, ମିଠା ପାନୀୟ ପିଉଥିବା […]

ମିଠା ପାନୀୟର କଡ଼ା ପ୍ରଭାବ: ବିଗାଡି ଦେବ ସ୍ମୃତି ଶକ୍ତି

Sweet-drinks

Advertisment

ମିଠା ପାନୀୟ ପିଇବାକୁ  ସମସ୍ତେ ଭଲ ପାଆନ୍ତି। କିନ୍ତୁ ଜାଣିଛନ୍ତି କି, ମିଠା ପାନୀୟ ପିଇବା ଦ୍ୱାରା  ସ୍କୃତି ଶକ୍ତି ଉପରେ ପ୍ରଭାବ ପକାଇଥାଏ। ଏହା ଶରୀର ପାଇଁ  କ୍ଷତିକାରକ ହୋଇଥାଏ। ଏଭଳି ଏକ ସାଂଘାତିକ ତଥ୍ୟ ଗବେଷଣାରୁ ଜଣାପଡ଼ିଛି।

Advertisment

ସର୍ଭେରୁ ଜଣାପଡ଼ିଛି, ମିଠାପାନୀୟ ପିଇଲେ ଷ୍ଟ୍ରୋକ୍‌ ଓ ମାନସିକ ବିକୃତି ହେବାର ଆଶଙ୍କା ରହିଛି।

ଗବେଷଣା ପରେ ଅଲଜାଇମର୍ସ ଓ ଡେମନଟିଆ ନାମକ ଦୁଇଟି ପୁସ୍ତକ ପ୍ରକାଶିତ କରାଯାଇଛି। ପୁସ୍ତକରେ ଲେଖାଯାଇଛି, ମିଠା ପାନୀୟ ପିଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି କମ୍‌ ହେବା ସହ ମାନସିକ ବିକୃତି ଦେଖାଯାଇଥାଏ। ମସ୍ତିଷ୍କର ଥିବା ହିପୋକୋମ୍ପସ ଛୋଟ ହୋଇଯାଇଥାଏ। ହିପୋକୋମ୍ପସ ମସ୍ତିଷ୍କର ଏକ ଅଂଶ । ଯାହ ଶୁଣିବା ଓ ମନେ ରଖିବାର ସାହାଯ୍ୟ କରିଥାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe