ରାତିରେ ନିଦ ହେଉନି କି? ଖାଆନ୍ତୁ ଏହି ୫ଟି ଜିନିଷ

ନୂଆଦିଲ୍ଲୀ: ଅନେକ ଲୋକଙ୍କୁ ରାତିରେ ନିଦ ହୁଏନି। ବେଳେ ବେଳେ ଔଷଧ ଖାଇଲେ ବି ବିଶେଷ ଫରକ ପଡ଼େନି। ଫଳରେ ସେମାନଙ୍କଠାରେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦେଖାଯାଏ। ତେବେ ଏମିତି  କିଛି ଖାଦ୍ୟ ରହିଛି ଯେଉଁଗୁଡ଼ିକୁ ଖାଇଲେ ରାତିରେ ଭଲ ନିଦ ହୋଇଥାଏ। ଏଠାରେ ଆମେ ଏମିତି ୫ଟି ଖାଦ୍ୟ ବିଷୟରେ ଉଲ୍ଲେଖ କରିଛୁ। କନ୍ଦମୂଳ- କନ୍ଦମୂଳରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଓ କ୍ୟାଲସିୟମ୍‌ ରହିଥାଏ, ଯାହା ଶରୀରକୁ ହାଲ୍‌କା କରାଏ। ତେଣୁ ରାତିରେ ଖାଇ ସାରିବା […]

1

1

Biswobandita Swain
  • Published: Friday, 27 September 2019
  • Updated: 01 October 2019, 10:38 AM IST

Sports

Latest News

ନୂଆଦିଲ୍ଲୀ: ଅନେକ ଲୋକଙ୍କୁ ରାତିରେ ନିଦ ହୁଏନି। ବେଳେ ବେଳେ ଔଷଧ ଖାଇଲେ ବି ବିଶେଷ ଫରକ ପଡ଼େନି। ଫଳରେ ସେମାନଙ୍କଠାରେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦେଖାଯାଏ। ତେବେ ଏମିତି  କିଛି ଖାଦ୍ୟ ରହିଛି ଯେଉଁଗୁଡ଼ିକୁ ଖାଇଲେ ରାତିରେ ଭଲ ନିଦ ହୋଇଥାଏ। ଏଠାରେ ଆମେ ଏମିତି ୫ଟି ଖାଦ୍ୟ ବିଷୟରେ ଉଲ୍ଲେଖ କରିଛୁ।

କନ୍ଦମୂଳ- କନ୍ଦମୂଳରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଓ କ୍ୟାଲସିୟମ୍‌ ରହିଥାଏ, ଯାହା ଶରୀରକୁ ହାଲ୍‌କା କରାଏ। ତେଣୁ ରାତିରେ ଖାଇ ସାରିବା ପରେ ଏହାକୁ ଖାଇଲେ ଭଲ ନିଦ ହୋଇଥାଏ।

ପିସ୍ତା- ଦିନକୁ ଥରେ ମୁଠାଏ ଡ୍ରାଏ ଫ୍ରୁଟସ୍‌ (କାଜୁ, ବାଦାମ, ପିସ୍ତା) ଖାଇବା ଦରକାର। ଏହାଦ୍ୱାରା ଶରୀର ସୁସ୍ଥ ରହେ। କିନ୍ତୁ ଆପଣ ପିସ୍ତାକୁ ଦିନରେ ଖାଇବା ପରିବର୍ତ୍ତେ ରାତିରେ ଖାଆନ୍ତୁ। କାରଣ ପିସ୍ତାରେ ଥିବା ମ୍ୟାଗ୍ନେସିୟମ, ପ୍ରୋଟିନ୍‌ ଏବଂ ଭିଟାମିନ୍‌ ବି-୬ ଶରୀରକୁ ହାଲ୍‌କା ଅନୁଭବ କରାଏ ଓ ଏହାଦ୍ୱାରା ଭଲ ନିଦ ହୋଇଥାଏ।

ହର୍ବାଲ୍‌ ଚା- କିଛି ଲୋକ ଦିନରେ ଖାଇସାରିବା ପରେ ଗ୍ରୀନ୍‌ ଟି ବା ହର୍ବାଲ୍‌ ଟି ପିଅନ୍ତି। ତେବେ ରାତିରେ ଖାଇ ସାରିବା ପରେ ହର୍ବାଲ୍‌ ଟି ପିଇଲେ ଶିରାପ୍ରଶିରାକୁ ଆରାମ ମିଳେ ଓ ନିଦ ଭଲ ହୋଇଥାଏ।

ଓଟ୍‌ସ- ସାଧାରଣତଃ ସମସ୍ତେ ଓଟ୍‌ସକୁ ସକାଳେ ବ୍ରେକ୍‌ ଫାଷ୍ଟରେ ଖା’ନ୍ତି। ତେବେ ଆପଣ ଏହାକୁ ରାତିରେ ଖାଇବା ଅଭ୍ୟାସ କରନ୍ତୁ। କାରଣ ଏଥିରେ ଥିବା  ମେଲାଟୋନିନ ଶରୀରକୁ ରିଲାକ୍ସ କରିଥାଏ, ଯାହାଦ୍ୱାରା ଭଲ ନିଦ ହୋଇଥାଏ।

ବାଦାମ- ପିସ୍ତା ପରି ବାଦାମକୁ ରାତିରେ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। ଏଥିରୁ ମିଳୁଥିବା ଟ୍ରାଇପ୍ଟୋଫେନ୍‌ ଏବଂ ମ୍ୟାଗ୍ନେସିୟମ ଶରୀରକୁ ଆରମ୍‌ ଦେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story