huka
ଟିନ୍ ଏଜ ପିଲାଙ୍କ ପାଇଁ ସତର୍କ ବାଣୀ। ୧୫ ବର୍ଷରୁ କମ୍ ବୟସର ପିଲା ନିଶା ସେବନ କଲେ ସେମାନେ ହରାଇପାରନ୍ତି ସ୍ମରଣଶକ୍ତି। କେବଳ ସେତିକ ନୁହଁ ଶାରିରୀକ ଅସୁସ୍ଥତା ଏବଂ ଶ୍ୱାଷ ଭଳି ମାରାତ୍ମକ ରୋଗ ଘାରିପାରେ। କାନାଡ଼ାର କନକର୍ଡ଼ିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଗବେଷଣାରୁ ଏହା ଜଣାପଡ଼ିଛି। ଏନେଇ ଏକ ରିପୋର୍ଟ ପ୍ରସ୍ତୁତ ହୋଇ ଜର୍ଣ୍ଣାଲରେ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ୨୧ ବର୍ଷ ନ ଛୁଇଁଲା ପର୍ଯ୍ୟନ୍ତ ନିଶା ସେବନ ଶରୀର ପାଇଁ ହାନିକାରକ। ମୁଖ୍ୟତଃ ହୁକାରେ ଗଞ୍ଜେଇ କିମ୍ବା ଅନ୍ୟ ନିଶା ଦ୍ରବ୍ୟ ଅତ୍ୟନ୍ତ ବିପଦଜନ୍ନକ। ସେହିପରି ଟିନ୍ ଏଜରେ ହୁକା ବ୍ୟବହାର ଆଇ କ୍ୟୁ ଶକ୍ତି ମଧ୍ୟ ହ୍ରାସର କାରଣ ହୋଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/03/huka-1.jpg)