Advertisment

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଭଲ ତେଜପତ୍ର

ନୂଆଦିଲ୍ଲୀ: ଏବେ କରୋନା ପାଇଁ ଲୋକମାନେ ଚିନ୍ତାରେ ରହିଛନ୍ତି। ଖାସ୍‌ କରି ମଧୁମେହ ରୋଗୀ କରୋନା ରୋଗରେ ଅଧିକ ମାତ୍ରାରେ ଆକ୍ରାନ୍ତ ହେବା ଦେଖିବାକୁ ମିଳିଛି। ତେଣୁ ଡାଇବେଟିସ୍‌ ରୋଗୀଙ୍କୁ ଏ ମହାମାରୀ ସମୟରେ ସ୍ୱତନ୍ତ୍ର ଧ୍ୟାନ ରଖିବାର ଅଛି। ତେବେ କିଛିଟା ସାଧାରଣ ଖାଦ୍ୟ ସାମଗ୍ରୀକୁ ବ୍ୟବହାର କରି ଜଣେ ମଧୁମେହ ରୋଗୀ ସୁସ୍ଥ ଜୀବନଶୈଳୀ ଅତିବାହିକ କରିପାରିବେ। ଆପଣ ବ୍ୟବହାର କରୁଥିବା ମସଲା ସାମଗ୍ରୀରେ ତେଜପତ୍ରକୁ ସାମିଲ୍‌ କରନ୍ତୁ। ତେଜପତ୍ରରେ ଭିଟାମିନ୍‌-ଏ, ଭିଟାମିନ୍‌-ସି ରହିଥାଏ। […]

ଅଦ୍ୟତନ ହୋଇଛି
ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଭଲ ତେଜପତ୍ର

tej-p

Advertisment

ନୂଆଦିଲ୍ଲୀ: ଏବେ କରୋନା ପାଇଁ ଲୋକମାନେ ଚିନ୍ତାରେ ରହିଛନ୍ତି। ଖାସ୍‌ କରି ମଧୁମେହ ରୋଗୀ କରୋନା ରୋଗରେ ଅଧିକ ମାତ୍ରାରେ ଆକ୍ରାନ୍ତ ହେବା ଦେଖିବାକୁ ମିଳିଛି। ତେଣୁ ଡାଇବେଟିସ୍‌ ରୋଗୀଙ୍କୁ ଏ ମହାମାରୀ ସମୟରେ ସ୍ୱତନ୍ତ୍ର ଧ୍ୟାନ ରଖିବାର ଅଛି। ତେବେ କିଛିଟା ସାଧାରଣ ଖାଦ୍ୟ ସାମଗ୍ରୀକୁ ବ୍ୟବହାର କରି ଜଣେ ମଧୁମେହ ରୋଗୀ ସୁସ୍ଥ ଜୀବନଶୈଳୀ ଅତିବାହିକ କରିପାରିବେ।

Advertisment

ଆପଣ ବ୍ୟବହାର କରୁଥିବା ମସଲା ସାମଗ୍ରୀରେ ତେଜପତ୍ରକୁ ସାମିଲ୍‌ କରନ୍ତୁ। ତେଜପତ୍ରରେ ଭିଟାମିନ୍‌-ଏ, ଭିଟାମିନ୍‌-ସି ରହିଥାଏ। ଭିଟାମିନ୍‌-ଏ  ଆମ ଆଖି ଜନିତ ସମସ୍ୟାକୁ ଦୂରକରିଥାଏ। ଏବଂ ଭିଟାମିନ୍‌-ସି ଆମ ଶରୀରରେ ହ୍ୱାଇଟ୍‌ ବ୍ଲଡ୍‌ ସେଲ୍ସକୁ  ବଢାଇବାରେ ସାହାଯ୍ୟ କରିଥାଏ।

ହ୍ୱାଇଟ୍‌ ବ୍ଲଡ୍‌ ସେଲ୍ସ ଆମ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ। ତେଣୁ ଏହି କରୋନା ମହାମାରୀ ସମୟରେ ଯେତେବେଳେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ଆବଶ୍ୟକ ରହିଛି ସେ ସମୟରେ ଆପଣ ତେଜପତ୍ରକୁ ଖାଦ୍ୟରେ ସାମିଲ୍‌ କରିପାରିବେ। ଏବଂ ଏକ ସୁସ୍ଥ ଜୀବନଶୈଳୀ ରଖିପାରିବେ।

Advertisment

teja patraଏଥିସହ ତେଜପତ୍ର ମଧୁମେହ ରୋଗୀଙ୍କର ବଢୁଥିବା କମୁଥିବା ଇନ୍‌ସୁଲିନ୍‌ ସ୍ଥରକୁ ନିୟନ୍ତ୍ରଣରେ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ତେଜପତ୍ରକୁ ମଧୁମେହ ରୋଗୀ ଯେତେପାରୁଛନ୍ତି ଖାଦ୍ୟରେ ବ୍ୟବହାର କରନ୍ତୁ।

ମସଲା ଆକାରରରେ ନହେଲେ ତେଜପତ୍ରକୁ ମଧୁମେହ ରୋଗୀ ଚା’ରେ ପକାଇ ପିଇପାରିବେ।

Lifestyle News In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe