ତମ୍ବା, ପିତଳ, ସୁନା ଓ ରୁପା ଭଳି ଧାତୁଗୁଡ଼ିକର ମହତ୍ତ୍ୱ ଅଲଗା ଅଲଗା। ଏଗୁଡ଼ିକ ମଧ୍ୟରେ ତମ୍ବା ହେଉଛି ଏକ ପ୍ରାଚୀନ ଧାତୁ। କାହିଁ କେତେ କାଳରୁ ଏହାର ବ୍ୟବହାର ହୋଇଆସୁଛି। ପାଣିରେ ଥିବା କୀଟାଣୁକୁ ମାରିବା ପାଇଁ ତମ୍ବାର ଏକ ବିଶେଷ ଗୁଣ ରହିଛି। ତେଣୁ ତମ୍ବାପାତ୍ରରେ ପାଣି ରଖି ପିଇବାକୁ ପରାମର୍ଶ ଦିଆଯାଏ। ତେବେ ଆପଣମାନେ ଜାଣିଛନ୍ତି କି ତମ୍ବାରେ ନିର୍ମିତ ପ୍ରତ୍ୟେକ ବସ୍ତୁ ମାନବ ଜୀବନ ପାଇଁ ବେଶ୍ ଉପଯୋଗୀ?
ଆଜି ଆମେ ଆପଣମାନଙ୍କୁ ଏଠାରେ କହିବୁ ହାତ ଆଙ୍ଗୁଳିରେ ତମ୍ବା ମୁଦି ପିନ୍ଧିଲେ କ’ଣ ସବୁ ଫାଇଦା ମିଳେ।
- ଶରୀରରେ ରକ୍ତ ସଞ୍ଚାଳନ ଠିକ୍ରେ ହୋଇଥାଏ।
-ରକ୍ତରେ ଥିବା ଦୂଷିତ ପଦାର୍ଥ ନଷ୍ଟ ହୋଇଯାଏ।
-ଶରୀରର ରୋଗ ପ୍ରତିଷେଧକ କ୍ଷମତା ବଢ଼େ।
-ଅଧିକ ଗରମ ଲଗେନି।
-ଶାରୀରିକ ଓ ମାନସିକ ଆଶନ୍ତି ଦୂର ହୁଏ।
-କ୍ରୋଧକୁ ନିୟନ୍ତ୍ରଣ କରେ।
-ରକ୍ତଚାପକୁ ନିୟନ୍ତ୍ରଣ କରେ।
-ପେଟ ସମସ୍ୟାରୁ ମୁକ୍ତି ମିଳେ। ଗ୍ୟାସ୍ ଓ ପାଚନ ଜନିତ ସମସ୍ୟାରୁ ରକ୍ଷା ମିଳେ।
-ନଖ ଓ ତ୍ୱଚା ପାଇଁ ମଧ୍ୟ ଏହା ବେଶ ଲାଭଦାୟକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...