Advertisment

ହାତ ଆଙ୍ଗୁଳିରେ ପିନ୍ଧନ୍ତୁ ଗୋଟିଏ ତମ୍ବା ମୁଦି; ନିରୋଗ ରହିବ ଶରୀର

ତମ୍ବା, ପିତଳ, ସୁନା ଓ ରୁପା ଭଳି ଧାତୁଗୁଡ଼ିକର ମହତ୍ତ୍ୱ ଅଲଗା ଅଲଗା।  ଏଗୁଡ଼ିକ ମଧ୍ୟରେ ତମ୍ବା ହେଉଛି ଏକ ପ୍ରାଚୀନ ଧାତୁ। କାହିଁ କେତେ କାଳରୁ ଏହାର ବ୍ୟବହାର ହୋଇଆସୁଛି। ପାଣିରେ ଥିବା କୀଟାଣୁକୁ ମାରିବା ପାଇଁ ତମ୍ବାର ଏକ ବିଶେଷ ଗୁଣ ରହିଛି।  ତେଣୁ ତମ୍ବାପାତ୍ରରେ ପାଣି ରଖି ପିଇବାକୁ ପରାମର୍ଶ ଦିଆଯାଏ। ତେବେ ଆପଣମାନେ ଜାଣିଛନ୍ତି କି ତମ୍ବାରେ ନିର୍ମିତ ପ୍ରତ୍ୟେକ ବସ୍ତୁ ମାନବ ଜୀବନ ପାଇଁ ବେଶ୍ ଉପଯୋଗୀ? ଆଜି ଆମେ […]

ଅଦ୍ୟତନ ହୋଇଛି
ହାତ ଆଙ୍ଗୁଳିରେ ପିନ୍ଧନ୍ତୁ ଗୋଟିଏ ତମ୍ବା ମୁଦି; ନିରୋଗ ରହିବ ଶରୀର

tt

Advertisment

ମ୍ବା, ପିତଳ, ସୁନା ଓ ରୁପା ଭଳି ଧାତୁଗୁଡ଼ିକର ମହତ୍ତ୍ୱ ଅଲଗା ଅଲଗା।  ଏଗୁଡ଼ିକ ମଧ୍ୟରେ ତମ୍ବା ହେଉଛି ଏକ ପ୍ରାଚୀନ ଧାତୁ। କାହିଁ କେତେ କାଳରୁ ଏହାର ବ୍ୟବହାର ହୋଇଆସୁଛି। ପାଣିରେ ଥିବା କୀଟାଣୁକୁ ମାରିବା ପାଇଁ ତମ୍ବାର ଏକ ବିଶେଷ ଗୁଣ ରହିଛି।  ତେଣୁ ତମ୍ବାପାତ୍ରରେ ପାଣି ରଖି ପିଇବାକୁ ପରାମର୍ଶ ଦିଆଯାଏ। ତେବେ ଆପଣମାନେ ଜାଣିଛନ୍ତି କି ତମ୍ବାରେ ନିର୍ମିତ ପ୍ରତ୍ୟେକ ବସ୍ତୁ ମାନବ ଜୀବନ ପାଇଁ ବେଶ୍ ଉପଯୋଗୀ?

Advertisment

ଆଜି ଆମେ ଆପଣମାନଙ୍କୁ ଏଠାରେ କହିବୁ ହାତ ଆଙ୍ଗୁଳିରେ ତମ୍ବା ମୁଦି ପିନ୍ଧିଲେ କ’ଣ ସବୁ ଫାଇଦା ମିଳେ।

- ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ରେ ହୋଇଥାଏ।

-ରକ୍ତରେ ଥିବା ଦୂଷିତ ପଦାର୍ଥ ନଷ୍ଟ ହୋଇଯାଏ।

-ଶରୀରର ରୋଗ ପ୍ରତିଷେଧକ କ୍ଷମତା ବଢ଼େ।

-ଅଧିକ ଗରମ ଲଗେନି।

-ଶାରୀରିକ ଓ ମାନସିକ ଆଶନ୍ତି ଦୂର ହୁଏ।

-କ୍ରୋଧକୁ ନିୟନ୍ତ୍ରଣ କରେ।

-ରକ୍ତଚାପକୁ ନିୟନ୍ତ୍ରଣ କରେ।

-ପେଟ ସମସ୍ୟାରୁ ମୁକ୍ତି ମିଳେ। ଗ୍ୟାସ୍‌ ଓ ପାଚନ ଜନିତ ସମସ୍ୟାରୁ ରକ୍ଷା ମିଳେ।

-ନଖ ଓ ତ୍ୱଚା ପାଇଁ ମଧ୍ୟ ଏହା ବେଶ ଲାଭଦାୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe