ଏହିସବୁ ଲକ୍ଷଣ ଥିଲେ ଜାଣିବେ, ଆପଣଙ୍କ ସମ୍ପର୍କ ବିଗୁଡ଼ୁଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକ ଛୋଟିଆ ଭୁଲ୍‌ ବୁଝାମଣା ବା ଝଗଡ଼ା, ପତି-ପତ୍ନୀଙ୍କ ନିବିଡ଼ ସଂପର୍କକୁ ବି ଭାଙ୍ଗି ଦେଇପାରେ। ଛୋଟ ଛୋଟ କଥାରେ ଝଗଡ଼ା ଲାଗିବା କିଛି ନୂଆ କଥା ନୁହେଁ। କିନ୍ତୁ ଯେଉଁ ମଣିଷଙ୍କୁ ଆପଣ ସବୁଠାରୁ ଅଧିକ ଭଲ ପାଆନ୍ତି ଏବଂ ତାଙ୍କ ଉପରେ ଭରସା କରନ୍ତି, ଯଦି ତାଙ୍କ ବ୍ୟବହାରରେ ଅଚାନକ ପରିବର୍ତ୍ତନ ହୁଏ, ତେବେ ଆପଣଙ୍କୁ ଅଜବ ଲାଗିବ। ଆଉ ଏହାକୁ ଗୁରୁତ୍ୱ ନଦେଲେ, ଆଗକୁ ସମ୍ପର୍କ ସମ୍ପୂର୍ଣ୍ଣ ବିଗିଡ଼ିଯିବାର […]

vv

vv

Mihir Pattnayak
  • Published: Saturday, 15 September 2018
  • Updated: 15 September 2018, 11:03 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକ ଛୋଟିଆ ଭୁଲ୍‌ ବୁଝାମଣା ବା ଝଗଡ଼ା, ପତି-ପତ୍ନୀଙ୍କ ନିବିଡ଼ ସଂପର୍କକୁ ବି ଭାଙ୍ଗି ଦେଇପାରେ।

ଛୋଟ ଛୋଟ କଥାରେ ଝଗଡ଼ା ଲାଗିବା କିଛି ନୂଆ କଥା ନୁହେଁ। କିନ୍ତୁ ଯେଉଁ ମଣିଷଙ୍କୁ ଆପଣ ସବୁଠାରୁ ଅଧିକ ଭଲ ପାଆନ୍ତି ଏବଂ ତାଙ୍କ ଉପରେ ଭରସା କରନ୍ତି, ଯଦି ତାଙ୍କ ବ୍ୟବହାରରେ ଅଚାନକ ପରିବର୍ତ୍ତନ ହୁଏ, ତେବେ ଆପଣଙ୍କୁ ଅଜବ ଲାଗିବ। ଆଉ ଏହାକୁ ଗୁରୁତ୍ୱ ନଦେଲେ, ଆଗକୁ ସମ୍ପର୍କ ସମ୍ପୂର୍ଣ୍ଣ ବିଗିଡ଼ିଯିବାର ଆଶଙ୍କା ମଧ୍ୟ ରହିଛି।

ଏପରି କିଛି ଲକ୍ଷଣ ରହିଛି, ଯାହା ଜୀବନସାଥୀଙ୍କ ପାଖରେ ଦେଖିବାକୁ ମିଳିଲେ, ଆପଣଙ୍କ ସମ୍ପର୍କ ବିଗୁଡୁଥିବାର ସଙ୍କେତ ମିଳେ।

ଏବେ ଆସନ୍ତୁ ଜାଣିବା, ସେହି ଲକ୍ଷଣଗୁଡ଼ିକ କ’ଣ?

ବ୍ୟବହାରରେ ଅଚାନକ ପରିବର୍ତ୍ତନ:
2 - Copyଆପଣଙ୍କ କଥାକୁ ଜୀବନସାଥୀ ଧ୍ୟାନ ନ ଦେବା, ଏପରିକି କୌଣସି ଗମ୍ଭୀର କଥାକୁ ଶୁଣି ମଧ୍ୟ ଅଣଦେଖା କରିବା, ସମ୍ପର୍କ ବିଗିଡ଼ିବାର ଲକ୍ଷଣ। ଅନେକ ସମୟରେ କୌଣସି ପ୍ରଶ୍ନର ଉତ୍ତର ନ ଦେବା ବା ପ୍ରତି କଥାରେ ଆପଣଙ୍କ ଉପରେ ରାଗିବା ଭଳି ବ୍ୟବହାରିକ ପରିବର୍ତ୍ତନ, ଆପଣଙ୍କ ସମ୍ପର୍କ ବିଗୁଡ଼ୁଥିବାର ଲକ୍ଷଣ। 

ସବୁ ସମୟରେ ଆପଣଙ୍କ ଉପରେ ନଜର ରଖିବା:
ଆପଣଙ୍କ କଥା ଲୁଚିକରି ଶୁଣିବା, ଆପଣଙ୍କ ହ୍ୱାଟସ୍‌ଆପ୍‌, ଫେସ୍‌ବୁକ୍‌ ଏବଂ ଇ-ମେଲ୍‌ ଉପରେ ନଜର ରଖିବା ଆଦି ଏହି ସଙ୍କେତ ଦେଉଛି ଯେ, ଆପଣଙ୍କ ସମ୍ପର୍କ ଭୁଲ୍‌ ଦିଗକୁ ଗତି କରୁଛି। ଏହି ସମୟରେ ଆପଣ ନିଜ ପାର୍ଟନର୍‌ଙ୍କ ସହିତ ଭଲରେ କଥାବାର୍ତ୍ତା କରନ୍ତୁ ଏବଂ ତାଙ୍କୁ ନିଜ କଥା ବୁଝାଇବାକୁ ଚେଷ୍ଟା କରନ୍ତୁ। ନହେଲେ, ଏଥିପାଇଁ ଆଗକୁ ସମ୍ପର୍କ ସମ୍ପୂର୍ଣ୍ଣ ବିଗିଡ଼ି ଯିବାର ଆଶଙ୍କା ରହିଛି।

ସବୁକଥାରେ ଝଗଡ଼ା କରିବା:
3ଯଦି ପାର୍ଟନର୍‌ ସବୁକଥାରେ ଆପଣଙ୍କ ସହ ଝଗଡ଼ା କରୁଛନ୍ତି ଏବଂ ଆପଣଙ୍କୁ ପରିହାସ କରି କିଛି କହୁଛନ୍ତି, ତେବେ ବୁଝି ନିଅନ୍ତୁ ଯେ, ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଅକାରଣରେ ରାଗିବାର ଅର୍ଥ, ପାର୍ଟନର୍‌ ଆପଣଙ୍କୁ ଦେଖିଲେ ଚିଡ଼ୁଛନ୍ତି। ଏଥିପାଇଁ ସର୍ବପ୍ରଥମେ ଜାଣିବାକୁ ଚେଷ୍ଟା କରନ୍ତୁ, ପାର୍ଟନର୍‌ଙ୍କୁ ଆପଣଙ୍କର କେଉଁ କଥା ଖରାପ ଲାଗୁଛି ଏବଂ ତାଙ୍କର ସମସ୍ୟା କ'ଣ ରହିଛି।

କୌଣସି କାରଣ ନ ଥାଇ ଯୁକ୍ତି କରିବା:

1କୌଣସି କାରଣ ନଥାଇ ଜୀବନସାଥୀ କଥା କଥାକେ ଆପଣଙ୍କ ସହ ଯୁକ୍ତି କରୁଥିଲେ, ଜାଣିବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ଠାକ୍‌ ନାହିଁ।  ତେବେ ଏହି ଯୁକ୍ତି କାହିଁକି ହେଉଛି, ପ୍ରଥମେ ଏହାର କାରଣ ଜାଣନ୍ତୁ ଏବଂ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ପ୍ରଥମେ ଧ୍ୟାନ ରଖନ୍ତୁ, ଯୁକ୍ତି ହେବା ସମୟରେ ଆପଣଙ୍କ ମଧ୍ୟରୁ ଜଣେ ଚୁପ୍‌ ହେଇଯିବା ଜରୁରୀ। ସବୁ କଥାରେ ଯୁକ୍ତି ତର୍କ ମଧ୍ୟ କରନ୍ତୁ ନାହିଁ। କେବେ କେବେ ଜୀବନସାଥୀଙ୍କ କଥାକୁ ନିରବରେ ଶୁଣିବା ବି ଭଲ। ଦୁହେଁ ଦୁହିଁଙ୍କର ଦୁର୍ବଳତାକୁ ନେଇ କେବେ ମଜା କରନ୍ତୁ ନାହିଁ କି ପରସ୍ପରଙ୍କ ଉପରେ ଅଯଥାରେ ଦୋଷ ଲଗାନ୍ତୁ ନାହିଁ।

ସମ୍ପର୍କ ବିଗିଡ଼ି ଯାଉଥିବା ଅନୁଭବ କଲେ, କିପରି ଏହାକୁ ସୁଧାରିବେ:
ଯଦି ଆପଣଙ୍କ ସମ୍ପର୍କ ସୁରକ୍ଷିତ ନାହିଁ ଏବଂ ଆପଣ କୌଣସି ପ୍ରକାର ଏହି ସମ୍ପର୍କକୁ ସୁଧାରିବାକୁ ଚାହୁଁଛନ୍ତି, ତେବେ ତିକ୍ତତାର ମୂଳ କାରଣ ଖୋଜିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ପାର୍ଟନର୍‌ଙ୍କ ସମସ୍ୟାର କାରଣ ଆପଣ ନିଜେ ମଧ୍ୟ ହୋଇପାରନ୍ତି! ନିଜର ଅଭ୍ୟାସ, ସ୍ୱଭାବ ଏବଂ ଜୀବନଶୈଳୀ ଉପରେ ଧ୍ୟାନ ଦିଅନ୍ତୁ। ମନ ଆଇନାରେ ନିଜକୁ ଦେଖିବାକୁ ଚେଷ୍ଟା କରନ୍ତୁ। ଏପରି ମଧ୍ୟ ହୋଇପାରେ, ଆପଣଙ୍କ ଅଭ୍ୟାସ ପାଇଁ ହିଁ ପାର୍ଟନର୍‌ ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି। ଆପଣ ଦେଇଥିବା କଥା ନରଖିବା, ଠିକ୍‌ ସମୟରେ ଫୋନ୍‌ ନକରିବା, ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାକୁ ଯିବା ଓ ପାର୍ଟନର୍‌ଙ୍କୁ ଏସମ୍ପର୍କରେ ସୂଚନା ନଦେବା ଏବଂ ଆପଣଙ୍କ ଫ୍ଲଟିଙ୍ଗ୍‌ କରିବାର ଗୁଣ ମଧ୍ୟ ଉଭୟଙ୍କ ସମ୍ପର୍କ ବିଗିଡ଼ିବାର କାରଣ ହୋଇପାରେ। ଏହିସବୁ କାରଣ ମଧ୍ୟରୁ ଆପଣଙ୍କ ପାଇଁ ପାର୍ଟନର୍‌ଙ୍କ ପାଖରେ କେଉଁ କାରଣ ରହିଛି, ତାହାକୁ ଖୋଜିବାକୁ ଚେଷ୍ଟା କରନ୍ତୁ ଏବଂ ବିଗିଡ଼ିବାକୁ ବସିଥିବା ସମ୍ପର୍କକୁ ସଜାଡ଼ିବାକୁ ଚେଷ୍ଟା କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story