Advertisment

ବିବାହରେ ବିଳମ୍ବ ହେଉଛି କି? ବ୍ୟସ୍ତ ହୁଅନ୍ତୁନି ଜାଣନ୍ତୁ ନିରାକରଣ

ବିବାହ ହେଉଛି ଦୁଇଟି ମନର ମଧୁର ମିଳନ। କୁହାଯାଏ ମଣିଷ ବିବାହ କଲେ ଜୀବନ ସଂପୂର୍ଣ୍ଣ ହୁଏ। ଯେପର୍ଯ୍ୟ ସେ ବିବାହ ନ କରିଥାଏ ତା’ ଜୀବନ ଅଧୁରା ଥାଏ। ସେଥିପାଇଁ ବିବାହ କରିବା ଜରୁରୀ।  କୁହାଯାଏ ଏହି ସଂପର୍କକୁ ଭଗବାନ ସୃଷ୍ଟି କରିଥାନ୍ତି। କେତେକ କ୍ଷେତ୍ରରେ  ଝିଅ ଓ ପୁଅଙ୍କ ବାହାଘର ଠିକ୍ ସମୟରେ ହୋଇପାରେ ନାହିଁ। ଜଣେ ଜଣେ ଇଚ୍ଛା କରି ବି ଚାହୁଁଥିବା ସମୟରେ ବିବାହ କରିପାରନ୍ତି ନାହିଁ।   କୁହାଯାଏ ଏସବୁ ବାସ୍ତୁ […]

ଅଦ୍ୟତନ ହୋଇଛି
ବିବାହରେ ବିଳମ୍ବ ହେଉଛି କି? ବ୍ୟସ୍ତ ହୁଅନ୍ତୁନି ଜାଣନ୍ତୁ ନିରାକରଣ

marrage

Advertisment

ବିବାହ ହେଉଛି ଦୁଇଟି ମନର ମଧୁର ମିଳନ। କୁହାଯାଏ ମଣିଷ ବିବାହ କଲେ ଜୀବନ ସଂପୂର୍ଣ୍ଣ ହୁଏ। ଯେପର୍ଯ୍ୟ ସେ ବିବାହ ନ କରିଥାଏ ତା’ ଜୀବନ ଅଧୁରା ଥାଏ। ସେଥିପାଇଁ ବିବାହ କରିବା ଜରୁରୀ।  କୁହାଯାଏ ଏହି ସଂପର୍କକୁ ଭଗବାନ ସୃଷ୍ଟି କରିଥାନ୍ତି। କେତେକ କ୍ଷେତ୍ରରେ  ଝିଅ ଓ ପୁଅଙ୍କ ବାହାଘର ଠିକ୍ ସମୟରେ ହୋଇପାରେ ନାହିଁ। ଜଣେ ଜଣେ ଇଚ୍ଛା କରି ବି ଚାହୁଁଥିବା ସମୟରେ ବିବାହ କରିପାରନ୍ତି ନାହିଁ।   କୁହାଯାଏ ଏସବୁ ବାସ୍ତୁ ଦୋଷର ପ୍ରଭାବ।  ଯେଉଁମାନେ ଏଭଳି ସମସ୍ୟାର ସାମ୍ନା କରୁଛନ୍ତି,  ଏହାର ନିରାକରଣ ପାଇଁ ପଦକ୍ଷେପ ନିଅନ୍ତୁ। ଫଳରେ ବିବାହରେ ଆଉ ବିଳମ୍ବ ହେବ ନାହିଁ।

Advertisment

୧- ଝିଅ ଓ ପୁଅ ରହୁଥିବା ବେଡ୍‌ରୁମ୍‌ର ବାସ୍ତ୍ରୁ ଦୋଷ ଯୋଗୁଁ ବିବାହ ଡେରିରେ ହୋଇଥାଏ। ସେଥିପାଇଁ ପୁଅ  ଓ ଝିଅ ବେଡରୁମ୍‌ ଘରର ଉତ୍ତର-ପଶ୍ଚିମ ଦିଗରେ ହେବା ଉଚିତ୍।  ତା’ହେଲେ ଶୀଘ୍ର ବିବାହ ମଣ୍ଡପରେ ବସିପାରିବେ।

୨-ଯଦି ପୁଅ ଝିଅଙ୍କର ମାଙ୍ଗଳିକ ଦୋଷ ଥାଏ ତାହାହେଲେ ବିବାହ ଡେରିରେ ହୋଇଥାଏ। ବାସ୍ତୁ ଅନୁସାରେ ସେଥିପାଇଁ ଘରର ରଙ୍ଗ ଲାଲ ଓ ଗୋଲାପୀ କରିବା ଆବଶ୍ୟକ। ତା’ହେଲେ ବାହାଘର ସମସ୍ୟାରୁ ମୁକ୍ତି ମିଳିଥାଏ।

Advertisment

୩- ଘରର କାନ୍ଥକୁ ହଳିଦିଆ ରଙ୍ଗ କରନ୍ତୁ। ଅବିବାହିତ ପୁଅ-ଝିଅଙ୍କ ବିବାହ ହୋଇଯିବ।

୪- ଶୋଇବା ଘରେ ଅଧିକ କବାଟ ଥିଲେ ବି ବିବାହରେ ବିଳମ୍ବ ହୁଏ।

୫- ଅବିବାହିତମାନେ ପାଦ ଉତ୍ତର ଦିଗକୁ ଓ ମୁଣ୍ଡ ଦକ୍ଷିଣ ଦିଗକୁ କରି ଶୋଇବା ଉଚିତ୍।

୬-ବିବାହ ଉପରେ ରଙ୍ଗର ବି ପ୍ରଭାବ ପଡ଼ିଥାଏ। ତେଣୁ ବିବାହ ଅପେକ୍ଷାରେ ଥିବା ଯୁବକଯୁବତୀମାନେ କଳା ପୋଷାକ ପିନ୍ଧନ୍ତୁ ନାହିଁ।

୭-ଶ୍ରୀଗଣେଶ ମନ୍ଦିର ଯାଇ ହଳଦିଆ ରଙ୍ଗର ଲଡ଼ୁ ଚଢ଼ାନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe