ଆଜିକାଲି ବଦଳୁଥିବା ଲାଇଫ୍ଷ୍ଟାଇଲ୍ ଯୋଗୁଁ ଲିଭର (ଯକୃତ) କ୍ୟାନସର ଭଳି ମାମଲା ବଢୁଛି। ୱାର୍ଲ୍ଡ କ୍ୟାନସର ରିସର୍ଚ୍ଚ ଫଣ୍ଡ ଇଣ୍ଟରନ୍ୟାସ୍ନାଲ୍ ଅନୁଯାୟୀ ଲିଭର କ୍ୟାନସର ହେଉଛି ଷଷ୍ଠ ସାଧାରଣ କ୍ୟାନସର। ଏହା ରୋଗୀର ଲିଭରରେ ହୋଇଥାଏ। ତେବେ କାହାକୁ ହୋଇଥାଏ ଏହି ରୋଗ ଆସନ୍ତୁ ଜାଣିବା:
-ଅଧିକ ମଦ ପିଇଲେ ଲିଭର ସିରୋସିସ୍ ନାମକ ଏକ ରୋଗ ହୁଏ ଯାହା ପରବର୍ତ୍ତୀ ସମୟରେ କ୍ୟାନସରର ରୂପ ନେଇପାରେ।
-ହେପାଟାଇଟିସ୍ ବି ଓ ସି କାରଣରୁ ଲିଭର ନଷ୍ଟ ହୋଇପାରେ ଓ କ୍ୟାନସର ବି ହୋଇପାରେ।
-ଡାୟଲିସିସ କରୁଥିବା ଲୋକଙ୍କୁ ସଂକ୍ରମଣ କାରଣରୁ ଲିଭର କ୍ୟାନସର ହେବାର ଆଶଙ୍କା ବଢ଼ିଯାଏ।
-ଡାଏବେଟିସ୍ରୁ ନନ୍ ଆଲ୍କୋହଲିକ୍ ଫ୍ୟାଟି ଲିଭର ନାମକ ଏକ ରୋଗ ହୁଏ ଯାହା କ୍ୟାନସରର କାରଣ ବନିଥାଏ।
-ଅଧିକ ମୋଟା ହେଲେ ଲିଭରରେ ଚର୍ବି ଅଂଶ ବଢ଼ିଯାଏ। ଏହା ଦ୍ୱାରା କ୍ୟାନସର ହେବାର ସମ୍ଭାବନା ବଢ଼ିଯାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...