Advertisment

ସାବଧାନ! ଏହି ୫ ପ୍ରକାର ଲୋକଙ୍କୁ ହୋଇପାରେ ଲିଭର କ୍ୟାନସର

ଆଜିକାଲି ବଦଳୁଥିବା ଲାଇଫ୍‌ଷ୍ଟାଇଲ୍‌ ଯୋଗୁଁ ଲିଭର (ଯକୃତ) କ୍ୟାନସର ଭଳି ମାମଲା ବଢୁଛି। ୱାର୍ଲ୍ଡ କ୍ୟାନସର ରିସର୍ଚ୍ଚ ଫଣ୍ଡ ଇଣ୍ଟରନ୍ୟାସ୍‌ନାଲ୍ ଅନୁଯାୟୀ ଲିଭର କ୍ୟାନସର ହେଉଛି ଷଷ୍ଠ ସାଧାରଣ କ୍ୟାନସର। ଏହା ରୋଗୀର ଲିଭରରେ ହୋଇଥାଏ।  ତେବେ କାହାକୁ ହୋଇଥାଏ ଏହି ରୋଗ ଆସନ୍ତୁ ଜାଣିବା: -ଅଧିକ ମଦ ପିଇଲେ ଲିଭର ସିରୋସିସ୍ ନାମକ ଏକ ରୋଗ ହୁଏ ଯାହା ପରବର୍ତ୍ତୀ ସମୟରେ କ୍ୟାନସରର ରୂପ ନେଇପାରେ। -ହେପାଟାଇଟିସ୍ ବି ଓ ସି କାରଣରୁ ଲିଭର ନଷ୍ଟ […]

ସାବଧାନ! ଏହି ୫ ପ୍ରକାର ଲୋକଙ୍କୁ ହୋଇପାରେ ଲିଭର କ୍ୟାନସର

LiverCancer

Advertisment

ଆଜିକାଲି ବଦଳୁଥିବା ଲାଇଫ୍‌ଷ୍ଟାଇଲ୍‌ ଯୋଗୁଁ ଲିଭର (ଯକୃତ) କ୍ୟାନସର ଭଳି ମାମଲା ବଢୁଛି। ୱାର୍ଲ୍ଡ କ୍ୟାନସର ରିସର୍ଚ୍ଚ ଫଣ୍ଡ ଇଣ୍ଟରନ୍ୟାସ୍‌ନାଲ୍ ଅନୁଯାୟୀ ଲିଭର କ୍ୟାନସର ହେଉଛି ଷଷ୍ଠ ସାଧାରଣ କ୍ୟାନସର। ଏହା ରୋଗୀର ଲିଭରରେ ହୋଇଥାଏ।  ତେବେ କାହାକୁ ହୋଇଥାଏ ଏହି ରୋଗ ଆସନ୍ତୁ ଜାଣିବା:

Advertisment

-ଅଧିକ ମଦ ପିଇଲେ ଲିଭର ସିରୋସିସ୍ ନାମକ ଏକ ରୋଗ ହୁଏ ଯାହା ପରବର୍ତ୍ତୀ ସମୟରେ କ୍ୟାନସରର ରୂପ ନେଇପାରେ।

-ହେପାଟାଇଟିସ୍ ବି ଓ ସି କାରଣରୁ ଲିଭର ନଷ୍ଟ ହୋଇପାରେ ଓ କ୍ୟାନସର ବି ହୋଇପାରେ।

-ଡାୟଲିସିସ କରୁଥିବା ଲୋକଙ୍କୁ ସଂକ୍ରମଣ କାରଣରୁ ଲିଭର କ୍ୟାନସର ହେବାର ଆଶଙ୍କା ବଢ଼ିଯାଏ।

Advertisment

-ଡାଏବେଟିସ୍‌ରୁ ନନ୍‌ ଆଲ୍‌କୋହଲିକ୍ ଫ୍ୟାଟି ଲିଭର ନାମକ ଏକ ରୋଗ ହୁଏ ଯାହା କ୍ୟାନସରର କାରଣ ବନିଥାଏ।

-ଅଧିକ ମୋଟା ହେଲେ ଲିଭରରେ ଚର୍ବି ଅଂଶ ବଢ଼ିଯାଏ। ଏହା ଦ୍ୱାରା କ୍ୟାନସର ହେବାର ସମ୍ଭାବନା ବଢ଼ିଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe