/odisha-reporter/media/post_attachments/uploads/2017/05/born-in-day-time.jpg)
born-in-day-time,,,
ଜ୍ୟୋତିଷ ଶାସ୍ତ୍ର ଓ ବେଦପୁରାଣ ଅନୁଯାୟୀ ବ୍ୟକ୍ତିର ଜନ୍ମ ସମୟ ତା’ର ବ୍ୟକ୍ତିତ୍ୱ ଉପରେ ଗଭୀର ପ୍ରଭାବ ପକାଇଥାଏ। କୁହାଯାଏ, ଯେଉଁ ବ୍ୟକ୍ତି ଦିନବେଳା ଜନ୍ମ ହୋଇଥାଏ, ସେ ଅନ୍ୟମାନଙ୍କ ଠାରୁ ଅଲଗା ହୋଇଥାଏ। ଆସନ୍ତୁ ଜାଣିବା ଦିନବେଳା ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କିପରି ହୋଇଥାଏ।
Advertisment
୧- ଏମାନେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥାନ୍ତି।
୨- ଦିନବେଳା ଜନ୍ମ ହୋଇଥିବା ବ୍ୟକ୍ତି ବଡ଼ ବିଚାରକ ଓ ଦାର୍ଶନିକ ହୁଅନ୍ତି।
୩ – ଏମାନେ କଳା ଓ ସଙ୍ଗୀତ କ୍ଷେତ୍ରରେ ଯିବାପାଇଁ ଇଚ୍ଛା କରନ୍ତି।
୪- କୌଣସି କଥାକୁ ଶୀଘ୍ର ଗ୍ରହଣ କରନ୍ତି।
୫- ଏମାନେ ଅଧିକ ଆତ୍ମବିଶ୍ୱାସୀ ।
୬- ଦିନ ଅପେକ୍ଷା ରାତିରେ ଏମାନେ ଅଧିକ ସତେଜ ରହନ୍ତି।
୭- କୌଣସି ସମସ୍ୟାର ସମାଧାନ ଶୀଘ୍ର କରିପାରନ୍ତି।
୮- ଦେଶରେ ଘଟୁଥିବା ଘଟଣାଗୁଡ଼ିକୁ ନେଇ ସବୁବେଳେ ସତର୍କ ଥାଆନ୍ତି।
୯- ଭଲବନ୍ଧୁ ସାବ୍ୟସ୍ତ ହୁଅନ୍ତି।
ସୌଜନ୍ୟ: ୟଙ୍ଗିସ୍ତାନ, ଫଟୋ: ୟଙ୍ଗିସ୍ତାନ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
