ଜ୍ୟୋତିଷ ଶାସ୍ତ୍ର ଓ ବେଦପୁରାଣ ଅନୁଯାୟୀ ବ୍ୟକ୍ତିର ଜନ୍ମ ସମୟ ତା’ର ବ୍ୟକ୍ତିତ୍ୱ ଉପରେ ଗଭୀର ପ୍ରଭାବ ପକାଇଥାଏ। କୁହାଯାଏ, ଯେଉଁ ବ୍ୟକ୍ତି ଦିନବେଳା ଜନ୍ମ ହୋଇଥାଏ, ସେ ଅନ୍ୟମାନଙ୍କ ଠାରୁ ଅଲଗା ହୋଇଥାଏ। ଆସନ୍ତୁ ଜାଣିବା ଦିନବେଳା ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କିପରି ହୋଇଥାଏ।
୧- ଏମାନେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥାନ୍ତି।
୨- ଦିନବେଳା ଜନ୍ମ ହୋଇଥିବା ବ୍ୟକ୍ତି ବଡ଼ ବିଚାରକ ଓ ଦାର୍ଶନିକ ହୁଅନ୍ତି।
୩ – ଏମାନେ କଳା ଓ ସଙ୍ଗୀତ କ୍ଷେତ୍ରରେ ଯିବାପାଇଁ ଇଚ୍ଛା କରନ୍ତି।
୪- କୌଣସି କଥାକୁ ଶୀଘ୍ର ଗ୍ରହଣ କରନ୍ତି।
୫- ଏମାନେ ଅଧିକ ଆତ୍ମବିଶ୍ୱାସୀ ।
୬- ଦିନ ଅପେକ୍ଷା ରାତିରେ ଏମାନେ ଅଧିକ ସତେଜ ରହନ୍ତି।
୭- କୌଣସି ସମସ୍ୟାର ସମାଧାନ ଶୀଘ୍ର କରିପାରନ୍ତି।
୮- ଦେଶରେ ଘଟୁଥିବା ଘଟଣାଗୁଡ଼ିକୁ ନେଇ ସବୁବେଳେ ସତର୍କ ଥାଆନ୍ତି।
୯- ଭଲବନ୍ଧୁ ସାବ୍ୟସ୍ତ ହୁଅନ୍ତି।
ସୌଜନ୍ୟ: ୟଙ୍ଗିସ୍ତାନ, ଫଟୋ: ୟଙ୍ଗିସ୍ତାନ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...