Advertisment

ଝିଅଙ୍କୁ ଇମ୍ପ୍ରେସ୍‌ କରିବାକୁ ଚାହୁଁଥିଲେ ଆପଣାନ୍ତୁ ‘ବାହୁବଲୀ’ଙ୍କ ଏହି ୫ ଗୁଣ; ଗର୍ଲଫ୍ରେଣ୍ଡ୍ ବନାଇବାର ବେଷ୍ଟ୍ ଫଣ୍ଡା

ଆପଣଙ୍କର ଏଯାବତ କେହି ଗର୍ଲଫ୍ରେଣ୍ଡ୍‌ ନାହାନ୍ତି? ଝିଅଙ୍କୁ କେମିତି ଇମ୍ପ୍ରେସ୍‌ କରିବେ ସେ ବିଷୟରେ ଭାବୁଛନ୍ତି? ତା’ହେଲେ ଏ ଖବର କେବଳ ଆପଣମାନଙ୍କ ପାଇଁ। ପ୍ରତ୍ୟେକ ଝିଅର ସ୍ୱପ୍ନ ଥାଏ ତାର ରାଜକୁମାର ଆଦର୍ଶଯୁକ୍ତ ଓ ଭରସାଯୋଗ୍ୟ ବ୍ୟକ୍ତି ହୋଇଥାଉ ଯେପରିକି ସେ ତା’ ପାଇଁ ଗର୍ବ କରିପାରିବ। ସେଥିପାଇଁ ଆପଣଙ୍କୁ ‘ବାହୁବଲୀ’ଙ୍କୁ ଅନୁସରଣ କରିବାକୁ ପଡ଼ିବ। ତା’ହେଲେ ଆସନ୍ତୁ ଜାଣିବା ସେହି ୫ଟି ଗୁଣ ବିଷୟରେ ଯେଉଁଥି ପାଇଁ ପ୍ରାୟ ସମସ୍ତ ଝିଅ ଅମରେନ୍ଦ୍ର ବାହୁବଲୀ […]

ଝିଅଙ୍କୁ ଇମ୍ପ୍ରେସ୍‌ କରିବାକୁ ଚାହୁଁଥିଲେ ଆପଣାନ୍ତୁ ‘ବାହୁବଲୀ’ଙ୍କ ଏହି ୫ ଗୁଣ; ଗର୍ଲଫ୍ରେଣ୍ଡ୍ ବନାଇବାର ବେଷ୍ଟ୍ ଫଣ୍ଡା

bahubali

Advertisment

ଆପଣଙ୍କର ଏଯାବତ କେହି ଗର୍ଲଫ୍ରେଣ୍ଡ୍‌ ନାହାନ୍ତି? ଝିଅଙ୍କୁ କେମିତି ଇମ୍ପ୍ରେସ୍‌ କରିବେ ସେ ବିଷୟରେ ଭାବୁଛନ୍ତି? ତା’ହେଲେ ଏ ଖବର କେବଳ ଆପଣମାନଙ୍କ ପାଇଁ। ପ୍ରତ୍ୟେକ ଝିଅର ସ୍ୱପ୍ନ ଥାଏ ତାର ରାଜକୁମାର ଆଦର୍ଶଯୁକ୍ତ ଓ ଭରସାଯୋଗ୍ୟ ବ୍ୟକ୍ତି ହୋଇଥାଉ ଯେପରିକି ସେ ତା’ ପାଇଁ ଗର୍ବ କରିପାରିବ। ସେଥିପାଇଁ ଆପଣଙ୍କୁ ‘ବାହୁବଲୀ’ଙ୍କୁ ଅନୁସରଣ କରିବାକୁ ପଡ଼ିବ। ତା’ହେଲେ ଆସନ୍ତୁ ଜାଣିବା ସେହି ୫ଟି ଗୁଣ ବିଷୟରେ ଯେଉଁଥି ପାଇଁ ପ୍ରାୟ ସମସ୍ତ ଝିଅ ଅମରେନ୍ଦ୍ର ବାହୁବଲୀ ଚରିତ୍ରରେ ଅଭିନୟ କରିଥିବା ପ୍ରଭାସଙ୍କ ଦିୱାନୀ।

Advertisment

- ଯେଉଁମାନେ ପୁଅମାନେ ‘ବାହୁବଲୀ’ ପରି ସମ୍ମାନ ପାଆନ୍ତି ସେମାନଙ୍କ ପ୍ରତି ଝିଅମାନେ ଅତିଶୀଘ୍ର ଆଟ୍ରାକ୍ଟ ହୁଅନ୍ତି। ସେଥିପାଇଁ ନିଜ ବ୍ୟକ୍ତିତ୍ୱକୁ ଏମିତି ବନାନ୍ତୁ ଯେମିତି ସମସ୍ତେ ଆପଣଙ୍କୁ ସମ୍ମାନ କରିବେ। ସାଧାରଣତଃ ଏମିତି ବ୍ୟକ୍ତିତ୍ୱ ଗଢ଼ିବା ପାଇଁ ଆପଣଙ୍କୁ ଭଲ ଅଭ୍ୟାସଗୁଡ଼ିକୁ ଆପଣାଇବାକୁ ପଡ଼ିବ।

- ଝିଅମାନେ ସାଧାରଣତଃ ଖୋଲା ବିଚାର ଓ ସତ୍‌ସାହସୀ ପୁଅମାନଙ୍କୁ ଅଧିକ ପସନ୍ଦ କରନ୍ତି। ସେମାନେ ଏମିତି ପୁଅ ଖୋଜନ୍ତି ଯେଉଁମାନେ ବାହୁବଲୀ ପରି ସେମାନଙ୍କ ଆତ୍ମସମ୍ମାନର ରକ୍ଷା କରିପାରିବେ। ଆତ୍ମସମ୍ମାନ ପାଇଁ ଯେମିତି ସେମାନଙ୍କୁ ବଡିଗାର୍ଡଙ୍କ ଆବଶ୍ୟକତା ନପଡ଼େ। ସେଥିପାଇଁ ଝିଅଙ୍କୁ ଇମ୍ପ୍ରେସ କରିବାକୁ ଆପଣଙ୍କୁ ବାହୁବଲୀ ପରି ଖୋଲା ବିଚାରର ପୁଅ ହେବାକୁ ପଡ଼ିବ ଓ ତା’ସହିତ ସତ୍‌ସାହସୀ ହେବାକୁ ପଡ଼ିବ।

Advertisment

-ବାହୁବଲୀ ପରି ଆପଣଙ୍କୁ ସଚ୍ଚୋଟ ଓ ନିଷ୍ଠାପର ହେବାକୁ ପଡ଼ିବ।

-ବାହୁବଲୀ ପରି ଆପଣଙ୍କ ପାଖରେ ମୋଟିଭେଟ୍ କରି ପାରିବା ଭଳି ଗୁଣ ଥିବା ଦରକାର। ଯେତେବେଳେ ବି କେହି ଖରାପ ସ୍ଥିତି ଦେଇ ଗତି କରୁଥିବେ ଆପଣ ତାଙ୍କୁ ମୋଟିଭେଟ୍ କରି ପାରୁଥିବେ ଓ ତାଙ୍କ ମଧ୍ୟରେ ଆତ୍ମବିଶ୍ୱାସକୁ ବଢ଼ାଇ ପାରୁଥିବେ। ଆପଣଙ୍କର ଏହି ଗୁଣ ଝିଅଙ୍କୁ ଆଟ୍ରାକ୍ଟ କରିପାରେ।

-ଝିଅଙ୍କୁ ଦରକାର ପ୍ରତିଶ୍ରୁତି ରକ୍ଷା କରୁଥିବା ପୁଅ। ‘ବାହୁବଲୀ’ଙ୍କର ମଧ୍ୟ ଏହି ଗୁଣ ଥିଲା। ବାହୁବଲୀ ତାଙ୍କ ପତ୍ନୀ ଦେବସେନାଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିଥିଲେ। ସେଥିପାଇଁ ଆପଣଙ୍କ ପାଖରେ ଏହି ଗୁଣ ଥିବା ନେଇ ଝିଅଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe