Advertisment

କାହିଁକି ଶିଳ୍ପା ସବୁବେଳେ ସୁନ୍ଦର ଓ ଫିଟ୍‌, ଜାଣନ୍ତୁ ତାଙ୍କର ସିକ୍ରେଟ୍‌

ବଲିଉଡ୍‌ ଅଭିନେତ୍ରୀ  ଶିଳ୍ପା ସେଟ୍ଟୀଙ୍କୁ ୪୦ ଟପିଲାଣି। କିନ୍ତୁ ସେ ସେମିତି ଦେଖାଯାଆନ୍ତି ନାହିଁ। ତା’ହେଲେ କ’ଣ ତାଙ୍କ ସୌନ୍ଦର୍ଯ୍ୟର ରାଜ୍?  ଆସନ୍ତୁ ଜାଣିବା ଶିଳ୍ପା ସୁନ୍ଦର ଓ ଫିଟ୍‌ ଦେଖାଯିବାର ସିକ୍ରେଟ୍‌। ୧- ଶିଳ୍ପା ଦେହରେ ସାବୁନ୍‌ ଲଗାନ୍ତି ନାହିଁ। ମେକଅପ୍‌ ବାହାର କରିବା ପରେ ବେବି ଅଏଲ୍‌ ଓ ନଡ଼ିଆ ତେଲ ଲଗାନ୍ତି। ୨- କେଶର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ସ୍ପେଶାଲ ଯତ୍ନ ନିଅନ୍ତି। ୩-  ପ୍ରତିଦିନ ସକାଳେ ସେ ଆଲୋବେରା ଜୁସ୍‌ […]

ଅଦ୍ୟତନ ହୋଇଛି
କାହିଁକି ଶିଳ୍ପା ସବୁବେଳେ ସୁନ୍ଦର ଓ ଫିଟ୍‌, ଜାଣନ୍ତୁ ତାଙ୍କର ସିକ୍ରେଟ୍‌

silpa sathy

Advertisment

ବଲିଉଡ୍‌ ଅଭିନେତ୍ରୀ  ଶିଳ୍ପା ସେଟ୍ଟୀଙ୍କୁ ୪୦ ଟପିଲାଣି। କିନ୍ତୁ ସେ ସେମିତି ଦେଖାଯାଆନ୍ତି ନାହିଁ। ତା’ହେଲେ କ’ଣ ତାଙ୍କ ସୌନ୍ଦର୍ଯ୍ୟର ରାଜ୍?  ଆସନ୍ତୁ ଜାଣିବା ଶିଳ୍ପା ସୁନ୍ଦର ଓ ଫିଟ୍‌ ଦେଖାଯିବାର ସିକ୍ରେଟ୍‌।

Advertisment

୧- ଶିଳ୍ପା ଦେହରେ ସାବୁନ୍‌ ଲଗାନ୍ତି ନାହିଁ। ମେକଅପ୍‌ ବାହାର କରିବା ପରେ ବେବି ଅଏଲ୍‌ ଓ ନଡ଼ିଆ ତେଲ ଲଗାନ୍ତି।

୨- କେଶର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ସ୍ପେଶାଲ ଯତ୍ନ ନିଅନ୍ତି।

୩-  ପ୍ରତିଦିନ ସକାଳେ ସେ ଆଲୋବେରା ଜୁସ୍‌ ପିଅନ୍ତି।  ଦିନସାରା ଉଷୁମ ପାଣି ପିଅନ୍ତି। ଫଳରେ ତାଙ୍କର ଓଜନ ବଢ଼ି ନ ଥାଏ।

Advertisment

୪- ସେ ନିରାମିଷ ଓ ପୃଷ୍ଟିକର ଖାଦ୍ୟ ଖାଆନ୍ତି।

ସୌଜନ୍ୟ- ଖାସ୍ ଖବର

ଫଟୋ-ଖାସ୍ ଖବର

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe