ଯୁବପିଢ଼ିଙ୍କ ପାଇଁ ଟ୍ରେଣ୍ଡି ଫ୍ୟାଶନ୍‌ ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସମୟ ସହ ତାଳ ଦେଇ ବଦଳୁଛି ଫ୍ୟାଶନ୍‌ ଟ୍ରେଣ୍ଡ୍‌। ନୂଆ ଟ୍ରେଣ୍ଡ୍‌ ଆପଣାଇ ପ୍ରାୟ ଅଧିକାଂଶ ନିଜକୁ ସୁନ୍ଦର ଓ ଷ୍ଟାଇଲିସ୍‌ ଲୁକ୍‌ରେ ସଜାଇବାକୁ ଚାହାନ୍ତି। ବିଶେଷ କରି ଯୁବପିଢ଼ି, ଏପରିକି ଝିଅମାନଙ୍କ ମଧ୍ୟରେ ଏହି ଧାରା ସାଧାରଣତଃ ଅଧିକ ଦେଖିବାକୁ ମିଳେ। ସମସ୍ତଙ୍କ ନଜରରେ ରହିବା ପାଇଁ ପ୍ରାୟତଃ ଆଜିକାଲିର ୟଙ୍ଗ୍‌ ଗର୍ଲମାନଙ୍କ ଇଚ୍ଛା, ସେମାନେ ଅନ୍ୟମାନଙ୍କ ଠାରୁ ଭିନ୍ନ ଓ ଷ୍ଟାଇଲିସ୍‌ ଲୁକ୍‌ରେ ରହିବେ, ଯେପରି ଅନ୍ୟମାନେ ଦେଖିବା ମାତ୍ରେ ଫିଦା […]

fashion-2

fashion-2

Chinmayee Roy
  • Published: Wednesday, 01 January 2020
  • Updated: 01 January 2020, 05:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସମୟ ସହ ତାଳ ଦେଇ ବଦଳୁଛି ଫ୍ୟାଶନ୍‌ ଟ୍ରେଣ୍ଡ୍‌। ନୂଆ ଟ୍ରେଣ୍ଡ୍‌ ଆପଣାଇ ପ୍ରାୟ ଅଧିକାଂଶ ନିଜକୁ ସୁନ୍ଦର ଓ ଷ୍ଟାଇଲିସ୍‌ ଲୁକ୍‌ରେ ସଜାଇବାକୁ ଚାହାନ୍ତି। ବିଶେଷ କରି ଯୁବପିଢ଼ି, ଏପରିକି ଝିଅମାନଙ୍କ ମଧ୍ୟରେ ଏହି ଧାରା ସାଧାରଣତଃ ଅଧିକ ଦେଖିବାକୁ ମିଳେ।

ସମସ୍ତଙ୍କ ନଜରରେ ରହିବା ପାଇଁ ପ୍ରାୟତଃ ଆଜିକାଲିର ୟଙ୍ଗ୍‌ ଗର୍ଲମାନଙ୍କ ଇଚ୍ଛା, ସେମାନେ ଅନ୍ୟମାନଙ୍କ ଠାରୁ ଭିନ୍ନ ଓ ଷ୍ଟାଇଲିସ୍‌ ଲୁକ୍‌ରେ ରହିବେ, ଯେପରି ଅନ୍ୟମାନେ ଦେଖିବା ମାତ୍ରେ ଫିଦା ହୋଇଯିବେ। ଆପଣ ଏମିତି ଚାହୁଁଥିଲେ, ଆଜି ଆମେ ଆପଣଙ୍କୁ କିଛି ଟ୍ରେଣ୍ଡି ଫ୍ୟାଶନ୍‌ ଟିପ୍ସ ଦେବୁ।

୧) ସବୁବେଳେ ନୂଆ ଟ୍ରେଣ୍ଡ୍‌ ସହ ତାଳ ଦେଇ ଚାଲିବାକୁ ଚେଷ୍ଟା କରନ୍ତୁ। ବଜାରରେ ଯେଉଁ ଡ୍ରେସ୍‌ର ଏବେ ଚାହିଦା ଅଛି, ତାକୁ ହିଁ ପିନ୍ଧିବାକୁ ଚେଷ୍ଟା କରନ୍ତୁ। ଜମ୍ପସୁଟ୍‌, ଡଙ୍ଗ୍ରୀ, ୱାନ୍‌ପିସ୍‌ କିମ୍ବା ପ୍ଲାଜୋ, ଧୋତି ପ୍ୟାଣ୍ଟ୍‌ସ, ୱାଇଡ୍‌ ଲେଗ୍‌ ପ୍ୟାଣ୍ଟ୍‌ସ, ସିଗାରେଟ୍‌ ପ୍ୟାଣ୍ଟ୍‌ସ, ହଟ୍‌ ପ୍ୟାଣ୍ଟ୍‌ସ, ଲଙ୍ଗ୍‌/ସଟ୍‌ ସ୍କର୍ଟ ସହ ଆପଣ କ୍ରପ୍ ଟପ୍‌, ଅଫ୍‌ ଶୋଲ୍ଡର, କୋଲ୍ଡ ଶୋଲ୍ଡର, ଲଙ୍ଗ୍ କଟିଙ୍ଗ ଟପ୍ କିମ୍ବା ଶର୍ଟ୍ସ ପିନ୍ଧି ନିଜକୁ ଷ୍ଟାଇଲିସ୍‌ ଲୁକ୍‌ ଦେଇପାରିବେ। । ସିମ୍ପଲ୍‌ ଲୁକ୍ ପାଇଁ ଜିନ୍‌ସ କୁର୍ତୀ ବା ଲେଗିନସ୍ ସହ କୁର୍ତୀ କିମ୍ବା ଲମ୍ବା ଦୁପଟା ୱାଲା ପଟିୱାଲା ଡ୍ରେସ୍ ପିନ୍ଧି ପାରିବେ।

୨) ଯଦି କୌଣସି ଡ୍ରେସ୍‌ ଭଲ ଲାଗୁନି ଡିଜାଇନ୍‌ ସିମ୍ପଲ୍‌ ଲାଗୁଛି ତେବେ ସେହି ଡ୍ରେସ୍‌ ସହ ଏକ ଷ୍ଟୋଲକୁ ଟାଇଅପ୍‌ କରି ପିନ୍ଧିଲେ ଏହା ଆପଣଙ୍କ ବୋରିଂ ଡ୍ରେସ୍‌କୁ ଏକ ନୂଆ ଲୁକ୍‌ ଦେଇଥାଏ। ନିଜ ଡ୍ରେସ ସହ ମ୍ୟାଚ୍‌ କଲା ଭଳି ଷ୍ଟୋଲ୍‌କୁ ବାଛି ତାକୁ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ଯେମିତିକି ବ୍ରେଡ୍‌ ରାପ୍‌ ଆରାଉଣ୍ଡ, ଫୋର୍‌ ଅନ୍‌ ନେକ୍‌, ବୋ ଷ୍ଟାଇଲ୍‌, ଲଙ୍ଗ୍‌ ସ୍କାର୍ପ ଟାଇ ଓ ସିମ୍ପଲ୍‌ ନେକ୍‌ ରାପ୍‌ କରି ପକାଇପାରିବେ।

୩)  ଡ୍ରେସ୍ ସାଙ୍ଗକୁ କିଛି ଫଙ୍କି ଟାଇପ୍ସ କିମ୍ବା ଟ୍ରେଣ୍ଡି ଅଳଙ୍କାର ପିନ୍ଧନ୍ତୁ, ଏହା ଆପଣଙ୍କୁ ଆହୁରି ଆକର୍ଷଣୀୟ ଲୁକ୍ ଦେବ। ମେଟାଲିକ୍, ପ୍ଲାଷ୍ଟିକ୍, ପର ଓ ମାଳିରେ ତିଆରି ଟ୍ରେଣ୍ଡି ଜୁଏଲାରୀ ମଧ୍ୟ ପିନ୍ଧି ପାରିବେ। ହେଲେ ଧ୍ୟାନ ଦିଅନ୍ତୁ, ଏହା ଯେପରି ଆପଣଙ୍କ ପୋଷାକ ସହ ମ୍ୟାଚ କରିବା ସହ ଆପଣଙ୍କୁ ସୁଟ୍ କରୁଥିବ। ଷ୍ଟାଇଲିସ୍‌ ଡ୍ରେସ୍‌ ସାଙ୍ଗକୁ ମ୍ୟାଚିଂ ଟ୍ରେଣ୍ଡି ଜୁଏଲାରୀ ଆପଣଙ୍କୁ କମ୍ପ୍ଲିଟ୍ ଲୁକ୍‌ ଦେବ।

୪)  ଏବେ ଯିବା ମେକ୍‌ଅପ୍‌ ପ୍ରସଙ୍ଗକୁ। ଆଜିକାଲି ନୋ ମେକ୍‌ଅପ୍‌ ଲୁକ୍‌ ବା ନ୍ୟୁଡ୍‌ ମେକ୍‌ଅପ୍‌ ଲୁକ୍‌ର ଟ୍ରେଣ୍ଡ୍‌ ଚାଲିଛି। ତେଣୁ ପାର୍ଟି ପାଇଁ ଯେତେ ସମ୍ଭବ ଲାଇଟ୍‌ ମେକ୍‌ଅପ୍‌ ନିଅନ୍ତୁ। କେବଳ ବିବି କ୍ରିମ୍‌, ଫେସ୍‌ ପାଉଡର୍‌, କାଜଲ୍‌, ଆଇ ଲାଇନର୍‌ ଓ ଲାଇଟ୍‌ ଲିପ୍‌ଷ୍ଟିକ୍‌ ଲଗାନ୍ତୁ।

୫) ଉପର ଟିପ୍‌ସ ବ୍ୟତୀତ ପର୍‌ଫେକ୍ଟ୍‌ ଲୁକ୍‌ ପାଇବାକୁ ହେଲେ, ଆପଣଙ୍କୁ ନିଜ ସ୍ୟାଣ୍ଡଲ୍‌ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। କୁହାଯାଏ, ବ୍ୟକ୍ତିଙ୍କ ପର୍ସନାଲିଟି ତାଙ୍କ ଜୋତାରୁ ବାରି ହୋଇପଡ଼େ। ସବୁବେଳେ ନିଜକୁ କମ୍ଫର୍ଟ ଲାଗୁଥିବା ସ୍ୟାଣ୍ଡଲ୍ ହିଁ ଚୟନ କରନ୍ତୁ । ବେଶି ହିଲ୍ ଥିବା ସ୍ୟାଣ୍ଡଲ୍ ନ ପିନ୍ଧି, ଆପଣ ଅଳ୍ପ ହିଲ୍ ଅଥବା ଫ୍ଲାଟ୍ ସ୍ୟାଣ୍ଡଲ୍ ବ୍ୟବହାର କରିପାରନ୍ତି । ଡ୍ରେସ୍ ସହିତ ମ୍ୟାଚିଂ କରି ସ୍ୟାଣ୍ଡଲ ପିନ୍ଧିଲେ ବେଶ୍ ଭଲ ଲାଗିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story