ଟାଇପ୍‌-୨ ଡାଇବେଟିସ୍‌ ନିୟନ୍ତ୍ରଣ କରେ ପିଜୁଳି !

ନୂଆଦିଲ୍ଲୀ: ଟାଇପ୍‌-୨ ଡାଇବେଟିସ୍‌ ରୋଗୀ ସର୍ବଦା ନିଜର ବ୍ଲଡ୍‌ ସୁଗାର ନିୟନ୍ତ୍ରଣ କରିବା ବହୁତ ଆବଶ୍ୟକ ହୋଇଥାଏ। ଶରୀରରେ ଗ୍ଲୁକୋଜ୍‌ର ମାତ୍ରାକୁ ନିୟନ୍ତ୍ରଣ କରିବା ସହିତ ସ୍ୱାସ୍ଥ୍ୟକର ଡାଏଟ୍‌ ଫଲୋ କରିବା ଏହି ରୋଗୀଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଡାଇବେଟିସ୍ ରୋଗୀ ତାଙ୍କ ଖାଦ୍ୟରେ ଋତୁଭିତ୍ତିକ ଫଳ ପିଜୁଳିକୁ ସାମିଲ କରିବା ଉଚିତ୍‌। ଏହା ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ଡାଇବେଟିସ୍‌ ରୋଗୀ ତାଙ୍କ ସକାଳ ଜଳଖିଆରେ ପିଜୁଳି […]

gauva

Puspanjali Panda
  • Published: Wednesday, 23 October 2019
  • , Updated: 24 October 2019, 06:50 PM IST

ନୂଆଦିଲ୍ଲୀଟାଇପ୍‌-୨ ଡାଇବେଟିସ୍‌ ରୋଗୀ ସର୍ବଦା ନିଜର ବ୍ଲଡ୍‌ ସୁଗାର ନିୟନ୍ତ୍ରଣ କରିବା ବହୁତ ଆବଶ୍ୟକ ହୋଇଥାଏ। ଶରୀରରେ ଗ୍ଲୁକୋଜ୍‌ର ମାତ୍ରାକୁ ନିୟନ୍ତ୍ରଣ କରିବା ସହିତ ସ୍ୱାସ୍ଥ୍ୟକର ଡାଏଟ୍‌ ଫଲୋ କରିବା ଏହି ରୋଗୀଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।

ଏଥିପାଇଁ ଡାଇବେଟିସ୍ ରୋଗୀ ତାଙ୍କ ଖାଦ୍ୟରେ ଋତୁଭିତ୍ତିକ ଫଳ ପିଜୁଳିକୁ ସାମିଲ କରିବା ଉଚିତ୍‌। ଏହା ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ଏକ ଗବେଷଣାରୁ ଜଣାପଡ଼ିଛି ଯେ ଡାଇବେଟିସ୍‌ ରୋଗୀ ତାଙ୍କ ସକାଳ ଜଳଖିଆରେ ପିଜୁଳି ଖାଇଲେ, ତାଙ୍କ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡ଼ିଥାଏ। ପିଜୁଳି କେବଳ ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରି ନଥାଏ, ଏହା ସହିତ ସୁଗାରର ସ୍ତରକୁ ଅଧିକ ସମୟ ପର୍ଯ୍ୟନ୍ତ ମ୍ୟାନେଜ୍‌ କରିବାରେ ମଧ୍ୟ ସକ୍ଷମ ହୁଏ। 

ପିଜୁଳି ପ୍ରଚୁର ପରିମାଣରେ ଫାଇବର୍‌ ରହିଛି, ଯାହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। କାରଣ ମୋଟା ଲୋକମାନେ ଅଧିକ ଟାଇପ୍‌-୨ ଡାଇବେଟିସ୍‌ ରୋଗୀର ଶିକାର ହୋଇଥା’ନ୍ତି। ଏଥିପାଇଁ ଏହି ପ୍ରକାର ଡାଇବେଟିସ୍‌ ରୋଗୀ ନିଜ ଡାଏଟ୍‌ରେ ନିଶ୍ଚୟ ପିଜୁଳିକୁ ସାମିଲ କରନ୍ତୁ। ଏହା ସହିତ ପ୍ରଚୁର ପରିମାଣରେ ପରିବା ମଧ୍ୟ ଖା’ନ୍ତୁ।

Related story