Advertisment

ଅଶୁଭ କଳାଜାଇ: ଜାଣନ୍ତୁ କେଉଁଠି ରହିଲେ ହୁଏ ଧନହାନୀ

ଆପଣ ଭଲ ରୋଜଗାର କରୁଛନ୍ତି, ହେଲେ ସଞ୍ଚୟ କରିପାରୁ ନାହାନ୍ତି। ଯେତେ ଚେଷ୍ଟା କଲେ ବି ଅଯଥା ଖର୍ଚ୍ଚ ରୋକି ପାରୁନାହାନ୍ତି। ଏହାର କାରଣ ଆପଣଙ୍କ ହାତରେ ଥିବା କଳାଜାଇ ହୋଇପାରେ। ଜ୍ୟୋତିଷଶାସ୍ତ୍ରରେ ଏପରି କୁହାଯାଇଛି। ଆସନ୍ତୁ ଜାଣିବା ହାତର କେଉଁ ସ୍ଥାନରେ କଳାଜାଇ ଥିଲେ ଆପଣ କି ସମସ୍ୟାରେ ପଡିବେ। ୧. ଆପଣଙ୍କ ହାତର ଅନାମିକା ଆଙ୍ଗୁଳିର ମଝିରେ କଳାଜାଇ ଅଛି କି ? ଯଦି ଅଛି ତେବେ ସାବଧାନ, ଯେତେ ଯେତେ ଚେଷ୍ଟା କଲେ […]

ଅଶୁଭ କଳାଜାଇ: ଜାଣନ୍ତୁ କେଉଁଠି ରହିଲେ ହୁଏ ଧନହାନୀ

moles

Advertisment

ଆପଣ ଭଲ ରୋଜଗାର କରୁଛନ୍ତି, ହେଲେ ସଞ୍ଚୟ କରିପାରୁ ନାହାନ୍ତି। ଯେତେ ଚେଷ୍ଟା କଲେ ବି ଅଯଥା ଖର୍ଚ୍ଚ ରୋକି ପାରୁନାହାନ୍ତି। ଏହାର କାରଣ ଆପଣଙ୍କ ହାତରେ ଥିବା କଳାଜାଇ ହୋଇପାରେ। ଜ୍ୟୋତିଷଶାସ୍ତ୍ରରେ ଏପରି କୁହାଯାଇଛି। ଆସନ୍ତୁ ଜାଣିବା ହାତର କେଉଁ ସ୍ଥାନରେ କଳାଜାଇ ଥିଲେ ଆପଣ କି ସମସ୍ୟାରେ ପଡିବେ।

Advertisment

୧. ଆପଣଙ୍କ ହାତର ଅନାମିକା ଆଙ୍ଗୁଳିର ମଝିରେ କଳାଜାଇ ଅଛି କି ? ଯଦି ଅଛି ତେବେ ସାବଧାନ, ଯେତେ ଯେତେ ଚେଷ୍ଟା କଲେ ବି ଖର୍ଚ୍ଚ ରୋକିବା ଅସମ୍ଭବ। ଆଉ ଏପରି ସ୍ଥିତିର ସମ୍ମୁଖିନ ଆପଣ ଜଣେ ମହିଳାଙ୍କ ପାଇଁ ହୋଇପାରନ୍ତି।

୨. ଜୀବନରେଖା ମଝିରେ କଳାଜାଇ ଧନକୁ ନେଇ ଆଦୌ ଶୁଭଙ୍କର ନୁହେଁ। ଯେତେ ରୋଜଗାର କଲେ ବି ଅଭାବ ଲାଗି ରହିବ। ଅଯଥା ଖର୍ଚ୍ଚକୁ ନେଇ ସବୁବେଳେ ଚିନ୍ତିତ ରହିବେ। କେବଳ ଧନହାନୀ ନୁହେଁ, ଏହା ଆପଣଙ୍କ ଆୟୁଷ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

Advertisment

୩. ହାତ ପାପୁଲିର ସୂର୍ଯ୍ୟରେଖାରେ କଳାଜାଇ ଅଛି କି ? ଯଦି ଅଛି ସାବଧାନ ହୋଇଯାଆନ୍ତୁ। କାରଣ ଆପଣ ଆର୍ଥୀକ କ୍ଷତିର ସମ୍ମୁଖୀନ ହେବାକୁ ଏହା ସୂଚାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe