Advertisment

ଆଖିରେ ଲଗାନ୍ତୁ ଅଧୁଆ ମୁହଁର ଛେପ; ଦେଖନ୍ତୁ ଚମତ୍କାରିତା

ଆଖି ଖରାପ ହେବା ଏକ ସାଧାରଣ କଥା ହୋଇଗଲାଣି। ଛୋଟ ଛୁଆ ବି ଏଥିରୁ ବାଦ ପଡ଼ୁ ନାହାନ୍ତି। କୁହାଯାଉଛି ଶରୀରରେ ଜଳୀୟ ଅଂଶର ମାତ୍ରା ହ୍ରାସ ପାଇବା, ଖାଦ୍ୟପାନୀୟରେ ଅନିୟମିତତା, ପରିବେଶ ପ୍ରଦୂଷଣ ଓ ଚାପଗ୍ରସ୍ତ ଜୀବନଶୈଳୀ ଦୃଷ୍ଟିଶକ୍ତି ଦୁର୍ବଳ ହେବାର ପ୍ରମୁଖ କାରଣ। ଏହା ବ୍ୟତୀତ ଅଧିକ ସମୟ ଧରି ଟିଭି ଓ କଂପ୍ୟୁଟର ସମ୍ମୁଖରେ ବସିବା ଯୋଗୁଁ ମଧ୍ୟ ଆଖିର ଦୃଷ୍ଟିଶକ୍ତି କମିବା ସହିତ ଆହୁରି ଅନେକ ସମସ୍ୟା ଦେଖାଯାଉଛି। ତେଣୁ ଯେମିତି […]

ଅଦ୍ୟତନ ହୋଇଛି
ଆଖିରେ ଲଗାନ୍ତୁ ଅଧୁଆ ମୁହଁର ଛେପ; ଦେଖନ୍ତୁ ଚମତ୍କାରିତା

eye

Advertisment

ଆଖି ଖରାପ ହେବା ଏକ ସାଧାରଣ କଥା ହୋଇଗଲାଣି। ଛୋଟ ଛୁଆ ବି ଏଥିରୁ ବାଦ ପଡ଼ୁ ନାହାନ୍ତି। କୁହାଯାଉଛି ଶରୀରରେ ଜଳୀୟ ଅଂଶର ମାତ୍ରା ହ୍ରାସ ପାଇବା, ଖାଦ୍ୟପାନୀୟରେ ଅନିୟମିତତା, ପରିବେଶ ପ୍ରଦୂଷଣ ଓ ଚାପଗ୍ରସ୍ତ ଜୀବନଶୈଳୀ ଦୃଷ୍ଟିଶକ୍ତି ଦୁର୍ବଳ ହେବାର ପ୍ରମୁଖ କାରଣ। ଏହା ବ୍ୟତୀତ ଅଧିକ ସମୟ ଧରି ଟିଭି ଓ କଂପ୍ୟୁଟର ସମ୍ମୁଖରେ ବସିବା ଯୋଗୁଁ ମଧ୍ୟ ଆଖିର ଦୃଷ୍ଟିଶକ୍ତି କମିବା ସହିତ ଆହୁରି ଅନେକ ସମସ୍ୟା ଦେଖାଯାଉଛି। ତେଣୁ ଯେମିତି ଆଖି ଖରାପ ହେବା ସାଧାରଣ କଥା ହୋଇଗଲାଣି ସେମିତି ଚଷମା ପିନ୍ଧିବା ବି ସାଧାରଣ କଥା ହୋଇଗଲାଣି। ତେବେ ଜାଣିଛନ୍ତି ଆଖିର ଦୃଷ୍ଟି ଶକ୍ତି ବଢ଼ାଇବା ଓ  ଚଷମାକୁ ସବୁ ଦିନ ପାଇଁ ବାଏ ବାଏ କରିବାର ଏକ ବଢ଼ିଆ ଘରୋଇ ପଚାର ରହିଛି।  ଆୟୁର୍ବେଦରେ ମଧ୍ୟ ଏହାର ଉଲ୍ଲେଖ ରହିଛି। ଏହା ହେଉଛି ବାସି ଛେପ। ବାସି ଛେପ ଅବା ସକାଳୁ ସକାଳୁ ଉଠିଲା ବେଳକୁ ଆମ ପାଟିରୁ ବାହାରୁ ଥିବା ଲାଳ ଆଖି ପାଇଁ ବଡ଼ ଉପକାରୀ। ସକାଳୁ ଉଠି ବସି ଛେପ (ମୁହଁ ଧୋଇ କୁଳି କରିବା ପୂର୍ବରୁ)କୁ ଆଖିରେ ଲଗାନ୍ତୁ। ଏମିତି କଲେ ଧୀରେ ଧୀରେ ଆପଣଙ୍କୁ ଆଉ ଚଷମା ପିନ୍ଧିବାକୁ ପଡ଼ିବନି। ବାସି ଛେପ ଲଗାଇଲେ ଆଖିରେ ଦେଖାଯାଉଥିବା ଅନ୍ୟ ସମସ୍ୟା- ଆଖି ଲାଲ ପଡ଼ିବା, ଆଖି ଜଳିବା ଆଦି ଦୂର ହୋଇଥାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe