Advertisment

ମୁହଁରେ ଗ୍ଲୋ ଆଣେ ଲେମ୍ବୁ ପାଣି

ନୂଆଦିଲ୍ଲୀ: ସୁସ୍ଥ ଶରୀର ଏବଂ ଉଜ୍ଜ୍ୱଳ ତ୍ୱଚା- ଏ ଦୁଇଟି ଜିନିଷ ସମସ୍ତେ ଚାହାନ୍ତି। ତେବେ ବୟସ ବଢିବା ସହ ତ୍ୱଚାର ଚମକ କମିଯାଏ। ଲେମ୍ବୁ ପାଣିର ବ୍ୟବହାର ତ୍ୱଚାକୁ ସୁସ୍ଥ ରଖିବା ସହ ମୁହଁରେ ଗ୍ଲୋ ଆଣିଥାଏ। ଲେମ୍ବୁ ପାଣି ଶରୀରର ଡିଟକ୍ସିଫାଇ କରିଥାଏ ଏବଂ ତ୍ୱଚାକୁ ହାଇଡ୍ରେଡ୍‌ ରଖିଥାଏ। ଲେମ୍ବୁ ପାଣିରେ ଥିଆମିନ୍, ରିବୋଫ୍ଲେବିନ, ଭିଟାମିନ ବି-୬, ଫୋଲେଟ ଏବଂ ଭିଟାମିନ-ଇ ଥାଏ, ଯାହା ତ୍ୱଚାରେ ଉଜ୍ଜ୍ୱଳତା ଆଣିବାରେ ସାହାଯ୍ୟ କରେ। ଲେମ୍ବୁ ପାଣି […]

ମୁହଁରେ ଗ୍ଲୋ ଆଣେ ଲେମ୍ବୁ ପାଣି

lembu-pani

Advertisment

ନୂଆଦିଲ୍ଲୀ: ସୁସ୍ଥ ଶରୀର ଏବଂ ଉଜ୍ଜ୍ୱଳ ତ୍ୱଚା- ଏ ଦୁଇଟି ଜିନିଷ ସମସ୍ତେ ଚାହାନ୍ତି। ତେବେ ବୟସ ବଢିବା ସହ ତ୍ୱଚାର ଚମକ କମିଯାଏ। ଲେମ୍ବୁ ପାଣିର ବ୍ୟବହାର ତ୍ୱଚାକୁ ସୁସ୍ଥ ରଖିବା ସହ ମୁହଁରେ ଗ୍ଲୋ ଆଣିଥାଏ।
ଲେମ୍ବୁ ପାଣି ଶରୀରର ଡିଟକ୍ସିଫାଇ କରିଥାଏ ଏବଂ ତ୍ୱଚାକୁ ହାଇଡ୍ରେଡ୍‌ ରଖିଥାଏ। ଲେମ୍ବୁ ପାଣିରେ ଥିଆମିନ୍, ରିବୋଫ୍ଲେବିନ, ଭିଟାମିନ ବି-୬, ଫୋଲେଟ ଏବଂ ଭିଟାମିନ-ଇ ଥାଏ, ଯାହା ତ୍ୱଚାରେ ଉଜ୍ଜ୍ୱଳତା ଆଣିବାରେ ସାହାଯ୍ୟ କରେ।

Advertisment

ଲେମ୍ବୁ ପାଣି ପିଇବା ଦ୍ୱାରା ଲିଭର ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ଏଥିସହ ଏହା ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ। ଲେମ୍ବୁ ପାଣିରେ ମାଗ୍ନେସିୟମ, ଫସଫରସ୍, ପୋଟାସିୟମ ଭଳି ମିନେରାଲ ରହିଛି ।
publive-imageଲେମ୍ବୁ ପାଣି ମଧୁମେହରେ ରୋଗୀଙ୍କ ପାଇଁ ମଧ୍ୟ ଭଲ। ପ୍ରତ୍ୟେକ ଦିନ ଲେମ୍ବୁପାଣି ପିଇବା ଦ୍ୱାରା ଓଜନ ହ୍ରାସ ମଧ୍ୟ ହୋଇଥାଏ।

ଲେମ୍ବୁ ପାଣିରେ ଥିବା ଭିଟାମିନ ସି ଶରୀରରେ ଦେଖାଯାଉଥିବା ବୟସ ବୃଦ୍ଧିର ପ୍ରଭାବକୁ ନିୟନ୍ତ୍ରଣ କରିଥାଏ। ଏଥିରୁ ମିଳୁଥିବା ସାଇଟ୍ରିକ ଅମ୍ଳ  ଆମ ଦେହରେ ଥିବା ମୃତ କୋଷିକାକୁ ସତେଜ କରିଥାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe