Advertisment

ହାର୍ଟ ଆଟାକରୁ ବର୍ତ୍ତିବାକୁ ଚାହୁଁଛନ୍ତି ? ଆପଣଙ୍କୁ ସୁରକ୍ଷା ଦେବ ଏକ ଦେଶୀ ଔଷଧ

ସାଧାରଣତଃ ସୋରିଷ ଏକ ମସଲା, ଯାହା ତରକାରୀକୁ ସ୍ୱାଦିଷ୍ଟ କରିବାରେ ସହାୟକ ହୋଇଥାଏ। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ସୋରିଷର ବ୍ୟବହାର ଆପଣଙ୍କୁ ହାର୍ଟ ଆଟାକରୁ ବଞ୍ଚାଇ ପାରିବ। ଏଥିରେ ଥିବା କପର, ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ସେଲେନିୟମ ପରି ତତ୍ତ୍ୱ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା ସୋରିଷର ସାତଟି ଚମତ୍କାରୀ ଗୁଣ ସମ୍ପର୍କରେ। ୧) ୨ ଚାମଚ ସୋରିଷକୁ ବାଟି ଏହି […]

ଅଦ୍ୟତନ ହୋଇଛି
ହାର୍ଟ ଆଟାକରୁ ବର୍ତ୍ତିବାକୁ ଚାହୁଁଛନ୍ତି ? ଆପଣଙ୍କୁ ସୁରକ୍ଷା ଦେବ ଏକ ଦେଶୀ ଔଷଧ

heartattack

Advertisment

ସାଧାରଣତଃ ସୋରିଷ ଏକ ମସଲା, ଯାହା ତରକାରୀକୁ ସ୍ୱାଦିଷ୍ଟ କରିବାରେ ସହାୟକ ହୋଇଥାଏ। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ସୋରିଷର ବ୍ୟବହାର ଆପଣଙ୍କୁ ହାର୍ଟ ଆଟାକରୁ ବଞ୍ଚାଇ ପାରିବ। ଏଥିରେ ଥିବା କପର, ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ସେଲେନିୟମ ପରି ତତ୍ତ୍ୱ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା ସୋରିଷର ସାତଟି ଚମତ୍କାରୀ ଗୁଣ ସମ୍ପର୍କରେ।

Advertisment

୧) ୨ ଚାମଚ ସୋରିଷକୁ ବାଟି ଏହି ପେଷ୍ଟକୁ ହାତ ଓ ଗୋଡରେ ମାଲିସ୍ କଲେ ହୃଦ୍ ରୋଗରୁ ମୁକ୍ତି ମିଳିଥାଏ।

୨) ସୋରିଷକୁ ବାଟି ଏହି ପେଷ୍ଟକୁ ସବୁଦିନ ମୁଣ୍ଡରେ ଲଗାଇଲେ ମାଇଗ୍ରେନ୍ ବା ଅଧକପାଳି ଯନ୍ତ୍ରଣାରୁ ମୁକ୍ତି ମିଳିବ।

Advertisment

୩) ସୋରିଷକୁ ବାଟି ଏଥିରେ କର୍ପୁର ମିଶାଇ ଆଣ୍ଠୁରେ ଲଗାଇଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଉପଶମ ମିଳିଥାଏ।

mustardseed୪) ସୋରିଷକୁ ବାଟି ଏହି ପେଷ୍ଟକୁ ସବୁଦିନ କେଶରେ ଲଗାଇଲେ କେଶ ଝଡିବା ବନ୍ଦ ହୋଇଯାଏ।

୫) ରାତିରେ ଶୋଇବା ପୂର୍ବରୁ ଗୋଟେ ଚାମଚ ସୋରିଷକୁ ପାଣିରେ ଭିଜାଇ ଦିଅନ୍ତୁ। ସକାଳେ ସେହି ପାଣିକୁ ମୁହଁରେ ଲଗାଇ ୧୦ ମିନିଟ୍ ପରେ ଧୋଇଲେ ବ୍ରଣ, ବ୍ଲାକେଡ୍ସ, ଅଏଲି ସ୍କିନ୍ ବା ତେଲିଆ ତ୍ୱଚା ସମସ୍ୟା କମି ଯାଏ।

୬) ଦୁଇ ଚାମଚ ସୋରିଷକୁ ଏକ ସଫା କପଡ଼ାରେ ବାନ୍ଧି ଗରମ କରି ବିନ୍ଧା ହେଉଥିବା ସ୍ଥାନରେ ସେକ ଦେଲେ ଯନ୍ତ୍ରଣାରୁ ଉପଶମ ମିଳିଥାଏ।

୭) ଗୋଟେ କପ୍ ପାଣିରେ ଅଧା ଚାମଚ ସୋରିଷ ମିଶାଇ ସେହି ପାଣିକୁ ଉଷୁମ କରି ପିଇଲେ ପତଳା ଝାଡ଼ା ସମସ୍ୟାରୁ ମୁକ୍ତି ମିଳିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe