Advertisment

ଅଫିସ୍‌ରେ କେମିତି କରିବେ ଶତ୍ରୁଙ୍କ ମୁହଁ ବନ୍ଦ?

ଅଧିକ ପରିଶ୍ରମ କରିବା ସତ୍ତ୍ୱେ କର୍ମକ୍ଷେତ୍ରରେ ଆକ୍ରୋଶର ଶିକାର ହେଉଛନ୍ତି କି? ବସ୍ ଆପଣଙ୍କ ଉପରେ ଛୋଟ ଛୋଟ କଥାରେ ବିରକ୍ତି ହେଉଛନ୍ତି କି? ସହକର୍ମୀ ଆପଣଙ୍କ ନାଁରେ ଚୁଗୁଲି କରୁଛନ୍ତି କି? ଯଦି ହଁ, ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଅଫିସ୍‌ରେ ବସୁଥିବା ସ୍ଥାନକୁ ପରଖି ନିଅନ୍ତୁ । ଆଉ ଦେଖନ୍ତୁ ପରିବର୍ତ୍ତନକୁ।   ୧- ଅଫିସରେ କାମ କରିବା ବେଳେ ଝରକାକୁ ପିଠି କରି ବସନ୍ତୁ ନାହିଁ। ଯଦି ପଛରେ ଝରକା ଥାଏ ବନ୍ଦ […]

ଅଦ୍ୟତନ ହୋଇଛି
ଅଫିସ୍‌ରେ କେମିତି କରିବେ ଶତ୍ରୁଙ୍କ ମୁହଁ ବନ୍ଦ?

nn

Advertisment

ଅଧିକ ପରିଶ୍ରମ କରିବା ସତ୍ତ୍ୱେ କର୍ମକ୍ଷେତ୍ରରେ ଆକ୍ରୋଶର ଶିକାର ହେଉଛନ୍ତି କି? ବସ୍ ଆପଣଙ୍କ ଉପରେ ଛୋଟ ଛୋଟ କଥାରେ ବିରକ୍ତି ହେଉଛନ୍ତି କି? ସହକର୍ମୀ ଆପଣଙ୍କ ନାଁରେ ଚୁଗୁଲି କରୁଛନ୍ତି କି? ଯଦି ହଁ, ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଅଫିସ୍‌ରେ ବସୁଥିବା ସ୍ଥାନକୁ ପରଖି ନିଅନ୍ତୁ । ଆଉ ଦେଖନ୍ତୁ ପରିବର୍ତ୍ତନକୁ।  

Advertisment

୧- ଅଫିସରେ କାମ କରିବା ବେଳେ ଝରକାକୁ ପିଠି କରି ବସନ୍ତୁ ନାହିଁ। ଯଦି ପଛରେ ଝରକା ଥାଏ ବନ୍ଦ କରି ଦିଅନ୍ତୁ। ଏପରି କଲେ କେହି ଆପଣଙ୍କ  ନାଁରେ  ଚୁଗୁଲି କରିବେ ନାହିଁ ଓ ସହକର୍ମୀଙ୍କ ସହ ଝଗଡ଼ା ହେବନାହିଁ।

୨- ଅଫିସରେ କାମ କରିବା ବେଳେ ଦକ୍ଷିଣ-ପଶ୍ଚିମ କୋଣରେ ବସନ୍ତୁ। ଆପଣଙ୍କ କମ୍ପ୍ୟୁଟରକୁ ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ। ମନେ ରଖନ୍ତୁ କାମ କଲାବେଳେ ଆପଣଙ୍କ ମୁହଁ ଉତ୍ତର ଦିଗରେ ରହିବା ଦରକାର।

Advertisment

୩- ଅଫିସର କାନ୍ଥରେ ପାହାଡ଼, ପର୍ବତ ଓ ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟଅସ୍ତର ଫଟୋ ଲଗାନ୍ତୁ। କ୍ୟାବିନରେ ଦକ୍ଷିଣ-ପଶ୍ଚିମ କୋଣକୁ ଖାଲି ରଖନ୍ତୁ ନାହିଁ।  କୋଣରେ କିଛି  ଫାଇଲ ରଖନ୍ତୁ । ଆପଣ ନିଶ୍ଚୟ ସୁଫଳ ପାଇବେ।

୪- ଅଫିସର ବାତାବରଣ ଭଲ ରଖିବା ପାଇଁ  ଫୁଲ କିମ୍ବା ଫୁଲ ଗଛ  ରଖନ୍ତୁ। ଏହାର ଭଲ ପ୍ରଭାବ ଆପଣଙ୍କ ଦୈନନ୍ଦିନ ଜୀବନ ଉପରେ ପଡିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe