‘ଚୋପା’ ଖାଉ ନାହାଁନ୍ତି? ବଡ଼ ଭୁଲ୍ କରୁଛନ୍ତି... ପଢ଼ନ୍ତୁ କ’ଣ ସବୁ ହରାଉଛନ୍ତି

ସାଧାରଣତଃ ଆମେ ପନିପରିବା ଓ ଫଳର ଚୋପା ଛଡ଼ାଇ ଖାଉ। କିନ୍ତୁ ଚୋପାରେ ବି ରହିଛି ଭିଟାମିନ୍। ଜାଣନ୍ତୁ କେଉଁ ପରିବା ଓ ଫଳର ଚୋପାରେ କେଉଁ ଭିଟାମିନ ରହିଛି ଓ ଶରୀର ପାଇଁ ଏହା କାହିଁକି ଜରୁରୀ। -ଗାଜର ଚୋପା ଆଖି ପାଇଁ ଭାରି ଭଲ। ଗାଜର ଚୋପା ଖାଇଲେ କ୍ୟାନସର ହେବାର ଆଶଙ୍କା ବି କମ୍ ହୁଏ। ଗାଜର ଚୋପାରେ ଭିଟାମିନ୍ ବି-୬, ସି ଓ ଏ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ସହିତ ଫାଇଟୋ […]

apple

apple

Rakesh Mallick
  • Published: Sunday, 11 June 2017
  • Updated: 11 June 2017, 09:38 AM IST

Sports

Latest News

ସାଧାରଣତଃ ଆମେ ପନିପରିବା ଓ ଫଳର ଚୋପା ଛଡ଼ାଇ ଖାଉ। କିନ୍ତୁ ଚୋପାରେ ବି ରହିଛି ଭିଟାମିନ୍। ଜାଣନ୍ତୁ କେଉଁ ପରିବା ଓ ଫଳର ଚୋପାରେ କେଉଁ ଭିଟାମିନ ରହିଛି ଓ ଶରୀର ପାଇଁ ଏହା କାହିଁକି ଜରୁରୀ।

-ଗାଜର ଚୋପା ଆଖି ପାଇଁ ଭାରି ଭଲ। ଗାଜର ଚୋପା ଖାଇଲେ କ୍ୟାନସର ହେବାର ଆଶଙ୍କା ବି କମ୍ ହୁଏ। ଗାଜର ଚୋପାରେ ଭିଟାମିନ୍ ବି-୬, ସି ଓ ଏ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ସହିତ ଫାଇଟୋ ନ୍ୟୁଟ୍ରିଏଣ୍ଟସ୍‌ ବି ଅଛି ଯାହା ଶରୀରରେ କ୍ୟାନସର କୋଷିକାଗୁଡ଼ିକୁ ବ୍ୟାପିବାକୁ ଦିଏ ନାହିଁ। ଏହା ସହିତ ଏଥିରେ ବିଟା କ୍ୟାରୋଟିନ୍ ରହିଛି ଯାହା ଚର୍ମ ଉପରେ ଖରାର ପ୍ରଭାବକୁ କମ୍ କରିଥାଏ।

-ସେଓର ଚୋପାରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିଛି। ସେଓ ଚୋପାରେ ଏମିତି ଏକ ଫାଇବର ରହିଛି ଯାହା ଶରୀରର ଖରାପ କୋଲେଷ୍ଟ୍ରୋଲ୍‌ ଓ ବ୍ଲଡ୍ ସୁଗାରକୁ କମ୍ କରେ।

-ଆଳୁଠାରୁ ଅଧିକ ଭିଟାମିନ୍ ରହିଛି ଆଳୁ ଚୋପାରେ। ଏଥିରେ କ୍ୟାଲ୍‌ସିୟମ, ଭିଟାମିନ୍ ବି କଂପ୍ଲେକ୍ସ, ଭିଟାମିନ ସି, ଆଇରନ ଆଦି ରହିଛି। ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଭିଟାମିନ ‘ଏ’ କମ୍ ଅଛି ତା’ହେଲେ ଆଳୁ ଚୋପା ତାକୁ ପୂରଣ କରି ଦିଏ। ଆଳୁ ଚୋପା ଖାଇଲେ ଦୃଷ୍ଟି ଶକ୍ତି ବଢ଼େ। ତେଣୁ ଆଳୁକୁ ଚୋପା ସହିତ ଖାଇବା ଉଚିତ।

-ଆମେ କଦଳୀ ଚୋପାକୁ ଡଷ୍ଟ୍‌ବିନ୍‌ରେ ପକାଇ ଦେଉ। କିନ୍ତୁ ଆପଣ ଜାଣି ରଖନ୍ତୁ ଯେ କଦଳୀ ଚୋପାରେ ବହୁତ ପୋଷକ ତତ୍ତ୍ୱ ରହିଛି। ଏଥିରେ ଭିଟାମିନ୍ ଏ ଓ ଲୁଟିନ ତତ୍ତ୍ୱ ରହିଛି ଯାହା ମୋତିଆ ବିନ୍ଦୁ ହେବାରୁ ରକ୍ଷା କରେ। ଏହା ସହିତ ଏଥିରେ ଆଣ୍ଟି-ଅକ୍ସିଡେଣ୍ଟ, ଭିଟାମିନ-ବି ଓ ଭିଟାମିନ- ବି ୬ର ମାତ୍ରା ପ୍ରଚୁର ପରିମାଣରେ ଥାଏ।

-କାକୁଡ଼ିକୁ ଚୋପା ସହିତ ଖାଇବା ଉଚିତ। କାକୁଡ଼ି ଚୋପା ଖାଇଲେ ଶରୀରରୁ କ୍ୟାଲସିୟମ, ଫସଫରସ, ମ୍ୟାଗ୍ନେସିୟମ, ପୋଟାସିୟମ, ଭିଟାମିନ୍ ଏ ଓ ଭିଟାମିନ୍ ‘କେ’ର ଅଭାବ ଦୂର ହୋଇଯାଏ।

-ବାଇଗଣ ଚୋପାରେ ଥିବା ନ୍ୟାସୋନିନ ଆଣ୍ଟିଅକ୍ସିଡେଣ୍ଟ ମସ୍ତିଷ୍କ ଓ ନର୍ଭସ୍ ସିଷ୍ଟମ୍‌ରେ ହେଉଥିବା କ୍ୟାନସରରୁ ରକ୍ଷା କରେ। ବାଇଗଣ ଚୋପା ଖାଇଲେ ବୟସ ବି କମ୍ ଜଣାପଡ଼େ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story