Advertisment

ଦେହରୁ ଝାଳ ବାହାରୁଛି? ଗନ୍ଧଉଛି? ତା’ହେଲେ ଆପଣାନ୍ତୁ ଏସବୁ ଉପାୟ...

ଖରା ଦିନ ଆସିଲେ ଝାଳ ସମସ୍ୟା ଦେଖାଯାଇଥାଏ।  ବାରମ୍ବାର ଗାଧୋଇଲେ ମଧ୍ୟ ଦେହରୁ ଝାଳ ବାହାରି ଥାଏ। । ଝାଳ ଓ ଏହା ଜନିତ ଦୁଗର୍ନ୍ଧ ଯୋଗୁଁ ଆଖପାଖ ଲୋକେ ନାକ ଟେକିଥାନ୍ତି। ଫଳରେ ଲଜ୍ଜିତ ହେବାକୁ ପଡ଼ିଥାଏ। ବିରକ୍ତି ମଧ୍ୟ ଲାଗିଥାଏ।  ଯଦି ଆପଣ ଏସବୁ ସମସ୍ୟାରୁ ମୁକ୍ତି ପାଇବା ଚାହୁଁଛନ୍ତି ତାହାହେଲେ ଗାଧୋଇବାରେ ଶୈଳିରେ କିଛିଟା ପରିବର୍ତ୍ତନ କରନ୍ତୁ। ଆସନ୍ତୁ ଜାଣିବା କ’ଣ କରିବେ... ୧- ଗୋଲାପ ଫୁଲ ପାଣିରେ ଗାଧୋଇବା ଶରୀର ପାଇଁ […]

ଅଦ୍ୟତନ ହୋଇଛି
ଦେହରୁ ଝାଳ ବାହାରୁଛି? ଗନ୍ଧଉଛି? ତା’ହେଲେ ଆପଣାନ୍ତୁ ଏସବୁ ଉପାୟ...

rose-petals-

Advertisment

ଖରା ଦିନ ଆସିଲେ ଝାଳ ସମସ୍ୟା ଦେଖାଯାଇଥାଏ।  ବାରମ୍ବାର ଗାଧୋଇଲେ ମଧ୍ୟ ଦେହରୁ ଝାଳ ବାହାରି ଥାଏ। । ଝାଳ ଓ ଏହା ଜନିତ ଦୁଗର୍ନ୍ଧ ଯୋଗୁଁ ଆଖପାଖ ଲୋକେ ନାକ ଟେକିଥାନ୍ତି। ଫଳରେ ଲଜ୍ଜିତ ହେବାକୁ ପଡ଼ିଥାଏ। ବିରକ୍ତି ମଧ୍ୟ ଲାଗିଥାଏ।  ଯଦି ଆପଣ ଏସବୁ ସମସ୍ୟାରୁ ମୁକ୍ତି ପାଇବା ଚାହୁଁଛନ୍ତି ତାହାହେଲେ ଗାଧୋଇବାରେ ଶୈଳିରେ କିଛିଟା ପରିବର୍ତ୍ତନ କରନ୍ତୁ। ଆସନ୍ତୁ ଜାଣିବା କ’ଣ କରିବେ...

Advertisment

୧- ଗୋଲାପ ଫୁଲ ପାଣିରେ ଗାଧୋଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ସେଥିପାଇଁ  ଗୋଲାପ ଫୁଲ ପାଖୁଡ଼ାକୁ କୁଣ୍ଡରେ ପକାନ୍ତୁ। କିଛି ସମୟ ପରେ ସେହି ପାଣିରେ ଗାଧୋଉନ୍ତୁ। ଆପଣ ଝାଳ ସମସ୍ୟାରୁ ମୁକ୍ତି ପାଇବେ।

୨- ମଲ୍ଲୀ ଫୁଲକୁ ପାଣିରେ ପକାନ୍ତୁ। ଏହି ପାଣିରେ ଗାଧାନ୍ତୁ। ଏହା କରିବା ଦ୍ୱାରା ଝାଳ ସମସ୍ୟାରୁ ମୁକ୍ତି ପାଇବେ ଓ ଦିନସାରା ଆପଣଙ୍କୁ ଫ୍ରେସ୍‌ ଲାଗିବ। ଶାରୀରିକ ଓ ମାନସିକ ଅଶାନ୍ତି ଦୂର ହୋଇଯିବ।

Advertisment

୩- କିଛି ବୁନ୍ଦା ଦେହ ଲଗା ତେଲ ବାଥ ଟବ୍‌ ପକାଇ ଗାଧାନ୍ତୁ।

୪- କିଛି ନିମ୍ବ ପତ୍ରକୁ ପାଣିରେ ପକାଇ ଫୁଟାନ୍ତୁ। ପରେ ତାକୁ ଥଣ୍ଡା କରି ଗାଧାନ୍ତୁ।

୫-  ବାଲ୍‌ଟିଏ ପାଣିରେ ଲୁଣ ଓ ଏକ ଚାମଚ ଡିୟୋ ମିଶାଇ ଗାଧାନ୍ତୁ। ଫଳରେ ଦିନ ତମାମ ଆପଣଙ୍କ ଶରୀର ମହକିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe