ଓଜନ କମ୍‌ କରିବ ଭୁର୍ସୁଙ୍ଗ ପତ୍ର ଚାହା

ପ୍ରାୟ ପ୍ରତ୍ୟେକଙ୍କ ଘରେ ଭୁର୍ସୁଙ୍ଗ ପତ୍ରକୁ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରାଯାଏ। ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ। ତେବେ ଭୁର୍ସୁଙ୍ଗ ପତ୍ରକୁ ଆପଣ ଚାହା କରି ପିଇଲେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଜନିତ ଉପକାର ପାଇପାରିବେ। ତା’ହେଲେ ଆସନ୍ତୁ ଜାଣିବା ଏଥିରେ କେଉଁ ସବୁ ଗୁଣ ଭରି ରହିଛି ଓ ଏହାକୁ ଚା’ କରି ପିଇଲେ କ’ଣ ସବୁ ଫାଇଦା ମିଳେ। ୧. ଭୁର୍ସୁଙ୍ଗ ପତ୍ର ଚାହା ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ବାହାର କରି ଦିଏ। […]

v1

v1

Puspanjali Panda
  • Published: Monday, 17 February 2020
  • Updated: 17 February 2020, 11:42 AM IST

Sports

Latest News

ପ୍ରାୟ ପ୍ରତ୍ୟେକଙ୍କ ଘରେ ଭୁର୍ସୁଙ୍ଗ ପତ୍ରକୁ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରାଯାଏ। ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ। ତେବେ ଭୁର୍ସୁଙ୍ଗ ପତ୍ରକୁ ଆପଣ ଚାହା କରି ପିଇଲେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଜନିତ ଉପକାର ପାଇପାରିବେ। ତା’ହେଲେ ଆସନ୍ତୁ ଜାଣିବା ଏଥିରେ କେଉଁ ସବୁ ଗୁଣ ଭରି ରହିଛି ଓ ଏହାକୁ ଚା’ କରି ପିଇଲେ କ’ଣ ସବୁ ଫାଇଦା ମିଳେ।

୧. ଭୁର୍ସୁଙ୍ଗ ପତ୍ର ଚାହା ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ବାହାର କରି ଦିଏ। ସେହିପରି ଏହି ପତ୍ରକୁ ନିୟମିତ ଚୋବାଇ ଖାଇଲେ, ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ସଫା ହେବା ସହିତ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ଏଥିପାଇଁ ସକାଲେ ଖାଲି ପେଟରେ ୩ ରୁ ୪ ଟି ଭୁର୍ସୁଙ୍ଗ ପତ୍ର ଚୋବାଇ ଖାଆନ୍ତୁ।

୨. ଭୁର୍ସୁଙ୍ଗ ପତ୍ର ପାଚନ ଏନ୍‌ଜାଇମ୍‌କୁ ଉତ୍ତେଜିତ କରିଥାଏ ଓ ପେଟକୁ ସଫା ରଖିଥାଏ।

୩. ଭୁର୍ସୁଙ୍ଗ ପତ୍ରରେ ଆଣ୍ଟି-ଆକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ, ଆଣ୍ଟି-କାର୍ସିନୋଜେନିକ୍‌ ଓ ହେପୋଟ୍ରୋ ପ୍ରୋଟେକ୍ଟିଭ୍‌ ପରି ଗୁଣ ରହିଛି। ଏହି ସମସ୍ତ ଗୁଣ ଶରୀରକୁ ସୁସ୍ଥ ରଖିବା ସହିତ ଓଜନ ନିୟନ୍ତ୍ରଣ କରିଥା’ନ୍ତି।

୪. ଭୁର୍ସୁଙ୍ଗ ପତ୍ରରେ ଆଣ୍ଟି ଓବେସିଟି ଓ ଲିପିଡ୍‌ କମ୍‌ କରିବା ଗୁଣ ରହିଛି। ତେଣୁ ଏହା କେବଳ ଓଜନ ନୁହେଁ, କୋଲେଷ୍ଟ୍ରଲ୍‌, ଟ୍ରାଇଗ୍ଲିସରାଇଡ୍‌ ସ୍ତରକୁ ମଧ୍ୟ ଶରୀରରୁ କମ୍‌ କରିଥାଏ। ଏପରିକି ଏହି ପତ୍ର ଦ୍ୱାରା ଡାଇବେଟିସ୍‌ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।

କିପରି ପ୍ରସ୍ତୁତ କରିବେ ଭୁର୍ସୁଙ୍ଗ ପତ୍ର ଚାହା ? 

ପ୍ରଥମେ ଭୁର୍ସୁଙ୍ଗ ପତ୍ରଗୁଡ଼ିକୁ ଛିଣ୍ଡାଇ ପାଣିରେ ପକାଇ ଭଲ ଭାବେ ସଫା କରି ଦିଅନ୍ତୁ। ତା’ପରେ ପାଣିରେ ପତ୍ର ପକାଇ ଏହାକୁ ଫୁଟାଇ ନିଅନ୍ତୁ। ଏହାପରେ ପତ୍ରକୁ ପାଣିରୁ ଛାଣି ନିଅନ୍ତୁ। ସ୍ୱାଦିଷ୍ଟ କରିବା ପାଇଁ ଆପଣ ଏହି ଚାହାରେ ମହୁ ଓ ଲେମ୍ୱୁ ପକାଇପାରିବେ। ଭୁର୍ସୁଙ୍ଗ ପତ୍ର ଚାହାକୁ ନିୟମିତ ସକାଳେ ଖାଲି ପେଟରେ ପିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story