Advertisment

ସମ୍ଭୋଗ ପରେ କ’ଣ ଭାବନ୍ତି ମହିଳା? ଜାଣିବାକୁ ଚେଷ୍ଟା କରିଛନ୍ତି କି?

ଆପଣ ଜଣେ ପୁରୁଷ ଭାବେ କେବେ ଏହା ଜାଣିବାକୁ ଚେଷ୍ଟା କରିଛନ୍ତି କି, ସମ୍ଭୋଗ ପରେ ଆପଣଙ୍କ ମହିଳା ପାର୍ଟନର କ’ଣ ଭାବନ୍ତି? କ’ଣ ଚାଲିଥାଏ ତାଙ୍କ ମନରେ? ସେ କେବଳ ଆପଣଙ୍କ ବିଷୟରେ ଚିନ୍ତା କରୁ ଥାଆନ୍ତି ନା ଆଉ କିଛି ବିଷୟରେ ବି ଚିନ୍ତା କରନ୍ତି? ଗବେଷଣାରୁ ଜଣାପଡ଼ିଥିବା କିଛି କଥା ଜାଣନ୍ତୁ: -ସମ୍ଭୋଗ ପରେ ଅନେକ ମହିଳା ମଦ ପିଇବାକୁ ମନେ ମନେ ଭାବନ୍ତି। ସେତେବେଳେ ସେମାନେ ଏହା ଭାବନ୍ତି ନାହିଁ ଯେ […]

ଅଦ୍ୟତନ ହୋଇଛି
ସମ୍ଭୋଗ ପରେ କ’ଣ ଭାବନ୍ତି ମହିଳା? ଜାଣିବାକୁ ଚେଷ୍ଟା କରିଛନ୍ତି କି?

couple

Advertisment

ଆପଣ ଜଣେ ପୁରୁଷ ଭାବେ କେବେ ଏହା ଜାଣିବାକୁ ଚେଷ୍ଟା କରିଛନ୍ତି କି, ସମ୍ଭୋଗ ପରେ ଆପଣଙ୍କ ମହିଳା ପାର୍ଟନର କ’ଣ ଭାବନ୍ତି? କ’ଣ ଚାଲିଥାଏ ତାଙ୍କ ମନରେ? ସେ କେବଳ ଆପଣଙ୍କ ବିଷୟରେ ଚିନ୍ତା କରୁ ଥାଆନ୍ତି ନା ଆଉ କିଛି ବିଷୟରେ ବି ଚିନ୍ତା କରନ୍ତି? ଗବେଷଣାରୁ ଜଣାପଡ଼ିଥିବା କିଛି କଥା ଜାଣନ୍ତୁ:

Advertisment

-ସମ୍ଭୋଗ ପରେ ଅନେକ ମହିଳା ମଦ ପିଇବାକୁ ମନେ ମନେ ଭାବନ୍ତି। ସେତେବେଳେ ସେମାନେ ଏହା ଭାବନ୍ତି ନାହିଁ ଯେ ମଦ ସେମାନଙ୍କ ପାଇଁ ଭଲ କି ଖରାପ।

-ସେକ୍ସ ପରେ ଯଦି ଆପଣଙ୍କ ପାର୍ଟନର ସନ୍ତୋଷ ଲାଭ କରନ୍ତି, ତା’ହେଲେ ତାଙ୍କ ମନରେ ଆପଣଙ୍କର ଏକ ପଜିଟିଭ୍ ଇମେଜ୍ ସୃଷ୍ଟି ହୁଏ। ସେ ଭାବନ୍ତି ଯେ ପୁରୁଷ ଭାବେ ବେଡ୍‌ରେ ଆପଣ ବହୁତ ଭଲ। କିନ୍ତୁ ଆପଣଙ୍କ ପାର୍ଟନରଙ୍କ ଏ ଭାବନା ଆପଣ ଜାଣିପାରିବେ ନାହିଁ। ସେ ଏହା ଆପଣଙ୍କୁ ଜାଣିବାକୁ ଦିଅନ୍ତି ନାହିଁ।

Advertisment

-ସମ୍ଭୋଗ ପରେ କେତେକ ମହିଳାଙ୍କ ମନରେ ଏ ଭାବନା ବି ଆସେ ଯେ ସେ ତାଙ୍କ ପାର୍ଟନରଙ୍କୁ ସନ୍ତୁଷ୍ଟ କରି ପାରିଲେ ନା ନାହିଁ।

-ସେକ୍ସ ପରେ କିଛି ମହିଳାଙ୍କ ମନରେ ଏ ଭୟ ବି ଜାତ ହୁଏ ଯେ ତାଙ୍କ ପାର୍ଟନର ତାଙ୍କୁ ଆଉ ପୂର୍ବଭଳି ଭଲ ପାଇବେ ନା ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe