Advertisment

ଏହିସବୁ ରଙ୍ଗ ଘରକୁ ଦେଇଥାଏ ବଢ଼ିଆ ଲୁକ୍‌- A guide to pick the best color for home

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରର ବାହାରର ରଙ୍ଗ ପାଇଁ ଅନେକ ଲୋକ ଅନ୍ୟମାନଙ୍କ ପରାମର୍ଶ ନିଅନ୍ତି। କିନ୍ତୁ ଅନେକ ଘରର ଭିତରର ରଙ୍ଗକୁ ଏତେ ଧ୍ୟାନ ଦିଅନ୍ତି ନାହିଁ। ତେବେ ରଙ୍ଗ ବାଛି ନ ଜାଣିଲେ ଯେତେ ସୁନ୍ଦର ଡିଜାଇନ୍‌ର ଘର ହୋଇଥିଲେ ବି ତାହା ଆଖିକୁ ଭଲ ଦିଶେ ନାହିଁ। ଘରର ଭିତରର ରଙ୍ଗ ପାଇଁ କେହି କେହି କଲର ଡିଜାଇନ୍‌ରଙ୍କ ପରାମର୍ଶ ନିଅନ୍ତି। ତେବେ ସେମାନଙ୍କ ବିନା ସହାୟତାରେ ମଧ୍ୟ ଆପଣ ଘର ପାଇଁ […]

ଅଦ୍ୟତନ ହୋଇଛି
ଏହିସବୁ ରଙ୍ଗ ଘରକୁ ଦେଇଥାଏ ବଢ଼ିଆ ଲୁକ୍‌- A guide to pick the best color for home

color

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରର ବାହାରର ରଙ୍ଗ ପାଇଁ ଅନେକ ଲୋକ ଅନ୍ୟମାନଙ୍କ ପରାମର୍ଶ ନିଅନ୍ତି। କିନ୍ତୁ ଅନେକ ଘରର ଭିତରର ରଙ୍ଗକୁ ଏତେ ଧ୍ୟାନ ଦିଅନ୍ତି ନାହିଁ। ତେବେ ରଙ୍ଗ ବାଛି ନ ଜାଣିଲେ ଯେତେ ସୁନ୍ଦର ଡିଜାଇନ୍‌ର ଘର ହୋଇଥିଲେ ବି ତାହା ଆଖିକୁ ଭଲ ଦିଶେ ନାହିଁ। ଘରର ଭିତରର ରଙ୍ଗ ପାଇଁ କେହି କେହି କଲର ଡିଜାଇନ୍‌ରଙ୍କ ପରାମର୍ଶ ନିଅନ୍ତି। ତେବେ ସେମାନଙ୍କ ବିନା ସହାୟତାରେ ମଧ୍ୟ ଆପଣ ଘର ପାଇଁ ସଠିକ୍ ରଙ୍ଗ ବାଛି ପାରିବେ। ତା’ହେଲେ ଆସନ୍ତୁ ଆସନ୍ତୁ ଜାଣିବା ଘରର କେଉଁ ରୁମ୍‌ରେ କେଉଁ ରଙ୍ଗ ଦେବା ଉଚିତ୍‌।

Advertisment

୧. ରୋଷେଇ ଘରେ ଲାଲ୍‌ କିମ୍ୱା କମଳା ରଙ୍ଗ କରନ୍ତୁ।

୨. ବାଥ୍‌ରୁମ୍‌ରେ ଧଳା କିମ୍ୱା ହାଲ୍‌କା ନୀଳ ରଙ୍ଗ କରନ୍ତୁ।

୩. ଗେଷ୍ଟଙ୍କ ପାଇଁ ଡ୍ରଇଂ ରୁମ୍‌ ଆକର୍ଷଣୀୟ ହେବା ଆବଶ୍ୟକ। ଏଥିପାଇଁ ଡ୍ରଇଂ ରୁମ୍‌ରେ ସ୍କାଏ, କ୍ରୀମ୍‌ କିମ୍ୱା ହାଲକା ହଳଦିଆ ରଙ୍ଗ କଲେ ମଡର୍ଣ୍ଣ ଲୁକ୍‌ ଦେଇଥାଏ।

୪. ଠାକୁର ଘରେ ହଳଦିଆ କିମ୍ୱା ହାଲ୍‌କା ହଳଦିଆ ରଙ୍ଗ କଲେ ଭଲ ଲାଗିବ।

୫. ପିଲାଙ୍କର ପାଠପଢ଼ା ଘରକୁ ସବୁଜ ରଙ୍ଗ କରନ୍ତୁ।

୬. ବେଡ୍‌ରୁମ୍‌କୁ ଗୋଲାପୀ ରଙ୍ଗ, ଲାଇଟ୍‌ ଗ୍ରୀନ୍‌ କିମ୍ୱା କୌଣସି ହାଲକା ରଙ୍ଗ କରନ୍ତୁ।

Advertisment
Household Tips In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe