କେଉଁ ରାଶିର ବ୍ୟକ୍ତି ପରିଶ୍ରମୀ? ଆପଣ ଅଛନ୍ତି କି ତା’ ଭିତରେ?

ପରିଶ୍ରମ ବିନା ଜୀବନ ବୃଥା। କାରଣ ପରିଶ୍ରମ ବିନା କୌଣସି ବି ଜିନିଷ ମିଳିନଥାଏ। ହେଲେ ପରିଶ୍ରମ କରିବାର କ୍ଷମତା ସମସ୍ତଙ୍କର ଅଲଗା ଅଲଗା ଥାଏ। ଅନେକ ବ୍ୟକ୍ତିଙ୍କୁ ପରିଶ୍ରମ କରିବାକୁ ଭଲ ଲାଗେ। ଖାଲି ବସିବା ସେମାନଙ୍କୁ ଦଣ୍ଡ ଭୋଗିବା ଭଳି ଲାଗେ। ସମସ୍ତ ପ୍ରକାର କାମକୁ ପୂରା ପରଫେକ୍ଚ କରିବା ସେମାନଙ୍କୁ ଭଲ ଲାଗେ। ଏଥିପାଇଁ ସେମାନଙ୍କୁ ଯେତେ କାମ କରିବାକୁ ପଡିଲେ ମଧ୍ୟ ସେମାନେ ପଛକୁ ହଟି ନଥାନ୍ତି। ସେହିପରି କିଛି ବ୍ୟକ୍ତି […]

Rakesh Mallick
  • Published: Sunday, 10 September 2017
  • Updated: 10 September 2017, 02:56 PM IST

Sports

Latest News

ପରିଶ୍ରମ ବିନା ଜୀବନ ବୃଥା। କାରଣ ପରିଶ୍ରମ ବିନା କୌଣସି ବି ଜିନିଷ ମିଳିନଥାଏ। ହେଲେ ପରିଶ୍ରମ କରିବାର କ୍ଷମତା ସମସ୍ତଙ୍କର ଅଲଗା ଅଲଗା ଥାଏ। ଅନେକ ବ୍ୟକ୍ତିଙ୍କୁ ପରିଶ୍ରମ କରିବାକୁ ଭଲ ଲାଗେ। ଖାଲି ବସିବା ସେମାନଙ୍କୁ ଦଣ୍ଡ ଭୋଗିବା ଭଳି ଲାଗେ। ସମସ୍ତ ପ୍ରକାର କାମକୁ ପୂରା ପରଫେକ୍ଚ କରିବା ସେମାନଙ୍କୁ ଭଲ ଲାଗେ। ଏଥିପାଇଁ ସେମାନଙ୍କୁ ଯେତେ କାମ କରିବାକୁ ପଡିଲେ ମଧ୍ୟ ସେମାନେ ପଛକୁ ହଟି ନଥାନ୍ତି। ସେହିପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ପରିଶ୍ରମ କରିବା ବିଲକୁଲ୍ ଭଲ ଲାଗେନାହିଁ। ସେମାନେ କେବଳ କୌଣସି ପ୍ରକାରେ କାମକୁ ଶେଷ କରିବାକୁ ଚାହାଁନ୍ତି।

କାମ ଓ ପରିଶ୍ରମ କରିବାର ସମସ୍ତଙ୍କ ପସନ୍ଦ ହୋଇନଥାଏ। ଏହାକୁ ନେଇ ସମସ୍ତଙ୍କର ଅଲଗା ଅଲଗା ରାୟ ହୋଇଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି କ’ଣ ପାଇଁ କିଏ ବହୁତ ପରିଶ୍ରମୀ ତ କିଏ ବିଲକୁଲ ବି ପରିଶ୍ରମୀ ହୋଇନଥାଆନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ବ୍ୟକ୍ତିର ରାଶିର ସ୍ୱଭାବ ଉପରେ ନିର୍ଭର କରିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେତେ ପରିଶ୍ରମୀ।

ମକର 

୧୨ଟି ରାଶି ମଧ୍ୟରେ ମକର ରାଶିର ବ୍ୟକ୍ତିମାନେ ସବୁଠାରୁ ଅଧିକ ପରିଶ୍ରମୀ। କାମଟି ଗୁରୁତ୍ୱପୂର୍ଣ୍ଣ ହେଉ କି ସାଧାରଣ ଏମାନେ ତାହାକୁ ଭଲ ଭାବେ ସଂପନ୍ନ କରିବାକୁ ପ୍ରୟାସ କରନ୍ତି।  ଜ୍ୟୋତିଷ ଶାସ୍ତ୍ରରେ ଏହାର କାରଣ ମଧ୍ୟ ଦିଆଯାଇଛି। ମକର ରାଶିର ପ୍ରତୀକ ହେଉଛି ଛେଳି, ଯିଏ କି ଭାରି ପରିଶ୍ରମୀ। ଗୋଟିଏ ଘାସ ଥିବା ଜମିରେ ଏକାଠି ଅନେକ ପ୍ରକାର ତୃଣଭୋଜି ପଶୁକୁ ଚରିବା ପାଇଁ ଛାଡ଼ି ଦେଲେ ଦେଖିବେ ଯେ ସମସ୍ତେ ଥକିଗଲା ପରେ ଚରିବା ବନ୍ଦ କରିଦେବେ, ହେଲେ ଛେଳି ଅହରହ ଚରି ଚାଲିଥିବ। ତେଣୁ ଏହି ରାଶିର ବ୍ୟକ୍ତି ଅଧିକ ପରିଶ୍ରମୀ ହୋଇଥାଆନ୍ତି।

କୁମ୍ଭ

ଏହି ରାଶିର ବ୍ୟକ୍ତି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏମାନେ ପରିଶ୍ରମୀ ହେବାର କାରଣ ହେଉଛି,ଏମାନେ ମହତ୍ତ୍ୱାକାଂକ୍ଷୀ ହୋଇଥାନ୍ତି। ଏମାନଙ୍କର ଅନେକ ସ୍ୱପ୍ନ ରହିଥାଏ ଯାହାକୁ ପୂରା କରିବା ପାଇଁ ଏମାନେ ଖୁବ୍ ପରିଶ୍ରମ କରିଥାଆନ୍ତି।

ମୀନ

ଏହି ରାଶିର ବ୍ୟକ୍ତି ବୁଦ୍ଧିମାନ୍ ହୋଇଥାନ୍ତି। ମାତ୍ର ଜଳ ଚିହ୍ନ ସହ ଜଡିତ ଥିବାରୁ ଏମାନେ ବହୁତ ଦିବା ସ୍ୱପ୍ନ ମଧ୍ୟ ଦେଖିଥାନ୍ତି। କିନ୍ତୁ ଏମାନେ ଅସମ୍ଭବ ଲାଗୁଥିବା ସ୍ୱପ୍ନକୁ ସମ୍ଭବ କରିବା ପାଇଁ ପରିଶ୍ରମ କରିବାକୁ ଡରନ୍ତି ନାହିଁ। ଥରେ ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ତାକୁ ପାଇବା ପାଇଁ ନିଜର ସମସ୍ତ ଦକ୍ଷତା ଲଗାଇ ଦିଅନ୍ତି।

ମେଷ

ଏହି ରାଶିର ବ୍ୟକ୍ତି ମଧ୍ୟ ମହତ୍ତ୍ୱାକାଂକ୍ଷୀ ହୋଇଥାନ୍ତି। ଏମାନଙ୍କୁ ବିଳାସମୟ ଜୀବନ ବଞ୍ଚିବାକୁ ଭଲଲାଗେ। ଏଥିପାଇଁ ଏମାନେ ପରିଶ୍ରମ କରିବାକୁ ପଛାନ୍ତି ନାହିଁ।

ବୃଷ

ଏମାନଙ୍କ ମଧ୍ୟରେ କିଛି ଅଲଗା ଆକର୍ଷଣ ବା କାମ କରିବାର ଦକ୍ଷତା ଦେଖିବାକୁ ମିଳେ। କୌଣସି ବସ୍ତୁକୁ ଦେଖିବାର ଏମାନଙ୍କର ନଜରିଆ ଏମାନଙ୍କ କାମକୁ ଖାସ୍‌ ବନାଇଥାଏ। ନିଜ କାମକୁ ଖାସ ବନାଇବା ପାଇଁ ଏମାନେ ସବୁବେଳେ ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ଥାଆନ୍ତି।

ମିଥୁନ

ଏମାନଙ୍କୁ ମଧ୍ୟ ବିଳାସମୟ ଜୀବନ ଭଲ ଲାଗେ। ପସନ୍ଦ ଆସୁଥିବା ସମସ୍ତ ଜିଣିଷ ପାଇବାକୁ ଚେଷ୍ଟା କରନ୍ତି। ଯେତେବେଳ ପର୍ଯ୍ୟନ୍ତ ଭାବିଥିବା ଜିଣିଷ ନ ମିଳିଛି ସେତେବେଳ ଯାଏଁ ଏମାନେ ଦିନରାତି ଲଗାତାର ପରିଶ୍ରମ କରନ୍ତି।

କର୍କଟ

କର୍କଟ ରାଶିର ବ୍ୟକ୍ତି ଏତେ ପରିଶ୍ରମୀ ଲାଗନ୍ତି ନାହିଁ। କିନ୍ତୁ ନିଜ କାମରେ ପରଫେକ୍ସନ୍ ଖୋଜିବା ଏମାନଙ୍କ ଅଭ୍ୟାସ ହୋଇଥାଏ। ଏଥିପାଇଁ ଏମାନେ କୌଣସି କାମ ହାତକୁ ନେଲେ ଅଧାରେ ଛାଡନ୍ତି ନାହିଁ। କାମ ପୂରା ନହେବା ଯାଏଁ ଏମାନେ ତା ପଛରେ ଲାଗି ଥାଆନ୍ତି।

ସିଂହ

ଏହି ରାଶିର ବ୍ୟକ୍ତିମାନେ ଉଚ୍ଚାକାଂକ୍ଷୀ। ଏମାନଙ୍କୁ କ୍ଷମତା, ପଦପଦବୀ ଓ ବିଳାସମୟ ଜୀବନ ବହୁତ ପସନ୍ଦ।  ତେଣୁ ସେଗୁଡିକୁ ପାଇବା ପାଇଁ ଏମାନେ ପରିଶ୍ରମ କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story