Advertisment

କେଉଁ ରାଶିର ଲୋକେ ଦେଖିପାରିବେ ଚନ୍ଦ୍ର ଗ୍ରହଣ, ଆଉ କେଉଁ ରାଶି ପାଇଁ ନିଷିଦ୍ଧ ଜାଣନ୍ତୁ

ଆଜି ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା। ଆଜି ଚନ୍ଦ୍ର ଗ୍ରହଣ ମଧ୍ୟ ପଡ଼ିଛି। ଭାରତର ବିଭିନ୍ନ ଅଂଶ ସହ ଓଡ଼ିଶାରେ ଏହା ଦୃଶ୍ୟମାନ ହେବ। ରାତି ୧୦ଟା ୫୧ରେ ଗ୍ରହଣ ସ୍ପର୍ଶ ଆରମ୍ଭ ହେବ। ରାତି ୧୧ଟା ୫୩ ପର୍ଯନ୍ତ ଏହା ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଯିବ। ରାତି ୧୨ଟା ୪୮ ସମୟରେ ସର୍ବମୋକ୍ଷ ହେବ। ଏଥିପାଇଁ ଦିନ ୧ଘଣ୍ଟା ୫୨ ମିନିଟରୁ ଦେବନୀତି ବନ୍ଦ ସହ, ହାଣ୍ଡି ଛାଡ଼ ନୀତି କରାଯିବ। ଏହି ସମୟ […]

author-image
Rakesh Mallick
କେଉଁ ରାଶିର ଲୋକେ ଦେଖିପାରିବେ ଚନ୍ଦ୍ର ଗ୍ରହଣ, ଆଉ କେଉଁ ରାଶି ପାଇଁ ନିଷିଦ୍ଧ ଜାଣନ୍ତୁ

moon

ଆଜି ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା। ଆଜି ଚନ୍ଦ୍ର ଗ୍ରହଣ ମଧ୍ୟ ପଡ଼ିଛି। ଭାରତର ବିଭିନ୍ନ ଅଂଶ ସହ ଓଡ଼ିଶାରେ ଏହା ଦୃଶ୍ୟମାନ ହେବ। ରାତି ୧୦ଟା ୫୧ରେ ଗ୍ରହଣ ସ୍ପର୍ଶ ଆରମ୍ଭ ହେବ। ରାତି ୧୧ଟା ୫୩ ପର୍ଯନ୍ତ ଏହା ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଯିବ। ରାତି ୧୨ଟା ୪୮ ସମୟରେ ସର୍ବମୋକ୍ଷ ହେବ। ଏଥିପାଇଁ ଦିନ ୧ଘଣ୍ଟା ୫୨ ମିନିଟରୁ ଦେବନୀତି ବନ୍ଦ ସହ, ହାଣ୍ଡି ଛାଡ଼ ନୀତି କରାଯିବ। ଏହି ସମୟ ପରେ ଅନ୍ନ ଭୋଜନ, ରୋଷେଇ ଓ ଦେବ ନୀତିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥାଏ।

Advertisment

ମେଷ, ବୃଷ,  କର୍କଟ, କନ୍ୟା, ବିଛା, ଧନୁ , ମକର , ମୀନ ରାଶିର ଲୋକ ଗ୍ରହଣ ଦର୍ଶନ କରିପାରିବେ।  ଅନ୍ୟ ରାଶିର ଲୋକଙ୍କ ପାଇଁ ଗ୍ରହଣ ଦର୍ଶନ ନିଷିଦ୍ଧ।