Advertisment

କାହିଁକି ଚୁମ୍ବନ ପ୍ରତି ସାରା ଦୁନିଆ ଆକର୍ଷିତ: ଜାଣନ୍ତୁ ଚୁମ୍ବନର ମୂଳମନ୍ତ୍ର

ଚୁମ୍ବନରେ ଏମିତି କଣ ଅଛି ଯାହ ପାଇଁ ସାରା ଦୁନିଆ ଦିୱାନା। କଣ କାରଣ ଅଛି ଯେଉଁଥିରେ ଚୁମ୍ବନ ସମୟରେ ଲୋକମାନେ ସବୁକିଛି ଭୁଲିଯାଅନ୍ତି। ଜୀବନର ପ୍ରଥମ ଚୁମ୍ବନ କିନ୍ତୁ ସ୍ୱତନ୍ତ୍ର, ଏହାକୁ କେହି ଭୁଲି ପାରନ୍ତି ନାହିଁ। ୧- ଓଠ ଗୋଲାପି ଓ ନରମ ହୋଇଥିବାରୁ ଏହାପ୍ରତି ସମସ୍ତେ ଆକର୍ଷିତ ହୋଇଛନ୍ତି। ୨- ଚୁମ୍ବନ କରିବା ସମୟରେ ‘ଡୋପାମିନ’ଓ ଅକ୍ସିଟୋସିନ୍‌ ଭଳି ହରମୋନ୍‌ ଶରୀରରୁ ବାହାରି ହୋଇଥାଏ। ଏହାଦ୍ୱାରା ସନ୍ତୁଷ୍ଟି ମିଳିବା ସହ ଉଭୟ ଉଭୟଙ୍କର […]

author-image
Rakesh Mallick
ଅଦ୍ୟତନ ହୋଇଛି
କାହିଁକି ଚୁମ୍ବନ ପ୍ରତି ସାରା ଦୁନିଆ ଆକର୍ଷିତ: ଜାଣନ୍ତୁ ଚୁମ୍ବନର ମୂଳମନ୍ତ୍ର

kissaaaa

ଚୁମ୍ବନରେ ଏମିତି କଣ ଅଛି ଯାହ ପାଇଁ ସାରା ଦୁନିଆ ଦିୱାନା। କଣ କାରଣ ଅଛି ଯେଉଁଥିରେ ଚୁମ୍ବନ ସମୟରେ ଲୋକମାନେ ସବୁକିଛି ଭୁଲିଯାଅନ୍ତି। ଜୀବନର ପ୍ରଥମ ଚୁମ୍ବନ କିନ୍ତୁ ସ୍ୱତନ୍ତ୍ର, ଏହାକୁ କେହି ଭୁଲି ପାରନ୍ତି ନାହିଁ।

Advertisment

publive-image

୧- ଓଠ ଗୋଲାପି ଓ ନରମ ହୋଇଥିବାରୁ ଏହାପ୍ରତି ସମସ୍ତେ ଆକର୍ଷିତ ହୋଇଛନ୍ତି।

୨- ଚୁମ୍ବନ କରିବା ସମୟରେ ‘ଡୋପାମିନ’ଓ ଅକ୍ସିଟୋସିନ୍‌ ଭଳି ହରମୋନ୍‌ ଶରୀରରୁ ବାହାରି ହୋଇଥାଏ। ଏହାଦ୍ୱାରା ସନ୍ତୁଷ୍ଟି ମିଳିବା ସହ ଉଭୟ ଉଭୟଙ୍କର ନିକଟତର ହୋଇଥାନ୍ତି।

୩- ଚୁମ୍ବନ କରିବା ସମୟରେ ଆପଣ ଏକ ସୁଖଦ ଅନୁଭବ ପାଇଥାନ୍ତି । ଯାହଦ୍ୱାରା ଆପଣ ବାରମ୍ବାର ଚୁମ୍ବନ କରିବାକୁ ଇଛା ପ୍ରକାସ କରିଥାନ୍ତି ।

Advertisment

୪- ଏହାଦ୍ୱାରା ସମ୍ପର୍କ ଅଧିକ ନିବିଡ ହୋଇଥାଏ।

୫- ଚୁମ୍ବନ ଦ୍ୱାରା ସାଥୀଙ୍କ ମନକଥା ସହଜରେ ପଢିହୁଏ।

୬- ଏହାଦ୍ୱାରା ମାନସିକ ଶାନ୍ତି ଓ ଶାରୀରିକ ତୃପ୍ତି ମିଳିଥାଏ।