ଚୁମ୍ବନରେ ଏମିତି କଣ ଅଛି ଯାହ ପାଇଁ ସାରା ଦୁନିଆ ଦିୱାନା। କଣ କାରଣ ଅଛି ଯେଉଁଥିରେ ଚୁମ୍ବନ ସମୟରେ ଲୋକମାନେ ସବୁକିଛି ଭୁଲିଯାଅନ୍ତି। ଜୀବନର ପ୍ରଥମ ଚୁମ୍ବନ କିନ୍ତୁ ସ୍ୱତନ୍ତ୍ର, ଏହାକୁ କେହି ଭୁଲି ପାରନ୍ତି ନାହିଁ।
୧- ଓଠ ଗୋଲାପି ଓ ନରମ ହୋଇଥିବାରୁ ଏହାପ୍ରତି ସମସ୍ତେ ଆକର୍ଷିତ ହୋଇଛନ୍ତି।
୨- ଚୁମ୍ବନ କରିବା ସମୟରେ ‘ଡୋପାମିନ’ଓ ଅକ୍ସିଟୋସିନ୍ ଭଳି ହରମୋନ୍ ଶରୀରରୁ ବାହାରି ହୋଇଥାଏ। ଏହାଦ୍ୱାରା ସନ୍ତୁଷ୍ଟି ମିଳିବା ସହ ଉଭୟ ଉଭୟଙ୍କର ନିକଟତର ହୋଇଥାନ୍ତି।
୩- ଚୁମ୍ବନ କରିବା ସମୟରେ ଆପଣ ଏକ ସୁଖଦ ଅନୁଭବ ପାଇଥାନ୍ତି । ଯାହଦ୍ୱାରା ଆପଣ ବାରମ୍ବାର ଚୁମ୍ବନ କରିବାକୁ ଇଛା ପ୍ରକାସ କରିଥାନ୍ତି ।
୪- ଏହାଦ୍ୱାରା ସମ୍ପର୍କ ଅଧିକ ନିବିଡ ହୋଇଥାଏ।
୫- ଚୁମ୍ବନ ଦ୍ୱାରା ସାଥୀଙ୍କ ମନକଥା ସହଜରେ ପଢିହୁଏ।
୬- ଏହାଦ୍ୱାରା ମାନସିକ ଶାନ୍ତି ଓ ଶାରୀରିକ ତୃପ୍ତି ମିଳିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...