kissaaaa
ଚୁମ୍ବନରେ ଏମିତି କଣ ଅଛି ଯାହ ପାଇଁ ସାରା ଦୁନିଆ ଦିୱାନା। କଣ କାରଣ ଅଛି ଯେଉଁଥିରେ ଚୁମ୍ବନ ସମୟରେ ଲୋକମାନେ ସବୁକିଛି ଭୁଲିଯାଅନ୍ତି। ଜୀବନର ପ୍ରଥମ ଚୁମ୍ବନ କିନ୍ତୁ ସ୍ୱତନ୍ତ୍ର, ଏହାକୁ କେହି ଭୁଲି ପାରନ୍ତି ନାହିଁ।
୧- ଓଠ ଗୋଲାପି ଓ ନରମ ହୋଇଥିବାରୁ ଏହାପ୍ରତି ସମସ୍ତେ ଆକର୍ଷିତ ହୋଇଛନ୍ତି।
୨- ଚୁମ୍ବନ କରିବା ସମୟରେ ‘ଡୋପାମିନ’ଓ ଅକ୍ସିଟୋସିନ୍ ଭଳି ହରମୋନ୍ ଶରୀରରୁ ବାହାରି ହୋଇଥାଏ। ଏହାଦ୍ୱାରା ସନ୍ତୁଷ୍ଟି ମିଳିବା ସହ ଉଭୟ ଉଭୟଙ୍କର ନିକଟତର ହୋଇଥାନ୍ତି।
୩- ଚୁମ୍ବନ କରିବା ସମୟରେ ଆପଣ ଏକ ସୁଖଦ ଅନୁଭବ ପାଇଥାନ୍ତି । ଯାହଦ୍ୱାରା ଆପଣ ବାରମ୍ବାର ଚୁମ୍ବନ କରିବାକୁ ଇଛା ପ୍ରକାସ କରିଥାନ୍ତି ।
୪- ଏହାଦ୍ୱାରା ସମ୍ପର୍କ ଅଧିକ ନିବିଡ ହୋଇଥାଏ।
୫- ଚୁମ୍ବନ ଦ୍ୱାରା ସାଥୀଙ୍କ ମନକଥା ସହଜରେ ପଢିହୁଏ।
୬- ଏହାଦ୍ୱାରା ମାନସିକ ଶାନ୍ତି ଓ ଶାରୀରିକ ତୃପ୍ତି ମିଳିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/04/kissaaaa.jpg)
/odisha-reporter/media/post_attachments/wp-content/uploads/2017/04/hot-kiss-main.jpg)