Advertisment

ଶୀଘ୍ର ବାପା ହେବାକୁ ଚାହୁଁଛନ୍ତି କି, ତା’ହେଲେ ଜାଣନ୍ତୁ ଏ ବିଷୟରେ

ବିବାହ ସରିଛି। ହେଲେ ସନ୍ତାନସନ୍ତତି ପାଇଁ ଡେରି ହେଉଛି। ତେବେ ବ୍ୟସ୍ତ ବିବ୍ରତ ହେବାର କୌଣସି କାରଣ ନାହିଁ। ଶୀଘ୍ର ବାପା ହେବାକୁ ଚାହୁଁଥିଲେ ଏସବୁ କୌଶଳକୁ ଅବଲମ୍ବନ କରନ୍ତୁ ୧-ସେକ୍ସ ପୂର୍ବରୁ ପ୍ରଥମେ ଆପଣଙ୍କ ପାର୍ଟନରଙ୍କ ମୁଡ୍‌କୁ ପରଖନ୍ତୁ। ମାସିକ ଋତୁସ୍ରାବ  ବିଷୟରେ ଭଲଭାବେ ଅବଗତ ହୁଅନ୍ତୁ। ଏବଂ ସବୁକିଛି ଜାଣିବା ପରେ ଠିକ୍ ସମୟରେ ସମ୍ଭୋଗ କରନ୍ତୁ। ୩- ଶୀଘ୍ର ବାଥରୁମକୁ ଯାଆନ୍ତୁ ନାହିଁ। ମିଳନ ପରେ ନିଜ ପାର୍ଟନରଙ୍କୁ ଶୋଇବା ଅବସ୍ଥାରେ ଛାଡ଼ିଦିଅନ୍ତୁ […]

ଅଦ୍ୟତନ ହୋଇଛି
ଶୀଘ୍ର ବାପା ହେବାକୁ ଚାହୁଁଛନ୍ତି କି, ତା’ହେଲେ ଜାଣନ୍ତୁ ଏ ବିଷୟରେ

WIFE-HUSBAND

Advertisment

ବିବାହ ସରିଛି। ହେଲେ ସନ୍ତାନସନ୍ତତି ପାଇଁ ଡେରି ହେଉଛି। ତେବେ ବ୍ୟସ୍ତ ବିବ୍ରତ ହେବାର କୌଣସି କାରଣ ନାହିଁ। ଶୀଘ୍ର ବାପା ହେବାକୁ ଚାହୁଁଥିଲେ ଏସବୁ କୌଶଳକୁ ଅବଲମ୍ବନ କରନ୍ତୁ

Advertisment

୧-ସେକ୍ସ ପୂର୍ବରୁ ପ୍ରଥମେ ଆପଣଙ୍କ ପାର୍ଟନରଙ୍କ ମୁଡ୍‌କୁ ପରଖନ୍ତୁ। ମାସିକ ଋତୁସ୍ରାବ  ବିଷୟରେ ଭଲଭାବେ ଅବଗତ ହୁଅନ୍ତୁ। ଏବଂ ସବୁକିଛି ଜାଣିବା ପରେ ଠିକ୍ ସମୟରେ ସମ୍ଭୋଗ କରନ୍ତୁ।

୩- ଶୀଘ୍ର ବାଥରୁମକୁ ଯାଆନ୍ତୁ ନାହିଁ। ମିଳନ ପରେ ନିଜ ପାର୍ଟନରଙ୍କୁ ଶୋଇବା ଅବସ୍ଥାରେ ଛାଡ଼ିଦିଅନ୍ତୁ । କ୍ଷରଣ ହୋଇଥିବା ହର୍ମୋନ ଗର୍ଭାଶୟକୁ ପ୍ରବେଶ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏଥିପାଇଁ ବିଛଣାରେର ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଚିତ ହୋଇ ଶୋଇବାକୁ ପଡ଼ିବ। ସେକ୍ସ ପରେ ହଠାତ୍ ବାଥରୁମକୁ ଯାଆନ୍ତୁ ନାହିଁ।

Advertisment

୪- ଅଳ୍ପଦିନ ବ୍ୟବଧାନରେ ଆପଣଙ୍କ ପତ୍ନୀଙ୍କ ଗର୍ଭଧାରଣ ସଂକ୍ରାନ୍ତରେ ଡକ୍ଟର ଚେକଅପ୍ କରାନ୍ତୁ। ଏହି ସମୟରେର କ’ଣ କ’ଣ ଖାଦ୍ୟ ସବୁ ଖାଇବାକୁ ପଡ଼ିବ ସେ ସଂକ୍ରାନ୍ତରେ ଡାକ୍ତରଙ୍କଠାରୁ ପରାମର୍ଶ ନିଅନ୍ତୁ।

୬- ମିଳନ ସମୟରେ ମାନସିକ ଚାପରୁ ମୁକ୍ତ ରୁହନ୍ତୁ। ମନକୁ ସୁସ୍ଥ ରଖନ୍ତୁ। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

୭- ଆପଣ ଧୂମ୍ରପାନ କିମ୍ବା ମଦ ସେବନ କରୁଛନ୍ତି କି? ତା’ହେଲେ ସତର୍କ  ହୋଇଯାଆନ୍ତୁ। ଗର୍ଭଧାରଣ ସମୟରେ ଏସବୁ ଜଣେ ମହିଳାଙ୍କ ପାଇଁ ଅତ୍ୟନ୍ତ ହାନିକାରକ। ତେଣୁ ଉଭୟ ମହିଳା ଏବଂ ପୁରୁଷ ଧୂମ୍ରପାନଠାରୁ ଦୂରେଇ ରହିବା ଆବଶ୍ୟକ। ଏଗୁଡ଼ିକ ସନ୍ତାନ ଜନ୍ମହେବାରେ ବାଧକ ସାଜିପାରେ।

୮-ଓଜନ କମାନ୍ତୁ। ଯଦି ଆବଶ୍ୟକଠାରୁ ଆପଣ ଅଧିକ ମୋଟା ଅଛନ୍ତି ଏବଂ ଓଜନ ବି ଅଧିକ ତେଣୁ ଟିକେ ସାବଧାନତା ଅବଲମ୍ବନ କରନ୍ତୁ। ନିଜ ଶରୀରର ଯଥା ସମ୍ଭବ ଓଜନ କମେଇ ଦିଅନ୍ତୁ।

୯-ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ। ସବୁ ସମୟରେ ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ। ସବୁଠି ବେଶୀ ମିନେରାଲ ଥିବା ଖାଦ୍ୟପଦାର୍ଥ ଉପରେ ଗୁରୁତ୍ୱ ଦିଅନ୍ତୁ।  ଯଦି ଏହି ସମୟରେ ଏଣୁତେଣୁ ଖାଆନ୍ତି ତେବେ ହର୍ମୋନ ସୃଷ୍ଟି ହେବାର ଅନିୟମିତତା ହୋଇପାରେ। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe