Advertisment

ଆର୍ଥିକ ସ୍ଥିତିରେ ସୁଧାର ଆସୁନି: ଏହି ଦେବତାଙ୍କୁ ପୂଜା କରନ୍ତୁ, ସ୍ଥିତି ସୁଧୁରି ଯିବ

ଆପଣ ଅଧିକ ପରିଶ୍ରମ କରୁଛନ୍ତି ହେଲେ କିଛି ଲାଭ ହେଉନାହିଁ। ପରିଶ୍ରମର ଫଳ ପାଉନାହାନ୍ତି। ସବୁ ବେଳେ ଅଭାବ ଅନଟନ ଲାଗି ରହୁଛି। ଯେତେ ଚେଷ୍ଟା କଲେ ବି ସ୍ଥିତିରେ ସୁଧାର ଆସୁନାହିଁ। କୁଣ୍ଡଳିର ପ୍ରଭାବରେ ଏପରି ହେଉଥିବ। କୁଣ୍ଡଳିରେ ସୂର୍ଯ୍ୟଙ୍କ ସ୍ଥିତିକୁ ନେଇ ଏପରି ଦଶା ଭୋଗିବାକୁ ପଡିଥାଏ। ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ସ୍ଥିତି କେଉଁଠି ଥିଲେ କିପରି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ଓ କି ମନ୍ତ୍ର ଜପ କଲେ ସମସ୍ୟା ଦୂର ହୋଇଥାଏ। […]

ଅଦ୍ୟତନ ହୋଇଛି
ଆର୍ଥିକ ସ୍ଥିତିରେ ସୁଧାର ଆସୁନି: ଏହି ଦେବତାଙ୍କୁ ପୂଜା କରନ୍ତୁ, ସ୍ଥିତି ସୁଧୁରି ଯିବ

sun

Advertisment

ଆପଣ ଅଧିକ ପରିଶ୍ରମ କରୁଛନ୍ତି ହେଲେ କିଛି ଲାଭ ହେଉନାହିଁ। ପରିଶ୍ରମର ଫଳ ପାଉନାହାନ୍ତି। ସବୁ ବେଳେ ଅଭାବ ଅନଟନ ଲାଗି ରହୁଛି। ଯେତେ ଚେଷ୍ଟା କଲେ ବି ସ୍ଥିତିରେ ସୁଧାର ଆସୁନାହିଁ। କୁଣ୍ଡଳିର ପ୍ରଭାବରେ ଏପରି ହେଉଥିବ। କୁଣ୍ଡଳିରେ ସୂର୍ଯ୍ୟଙ୍କ ସ୍ଥିତିକୁ ନେଇ ଏପରି ଦଶା ଭୋଗିବାକୁ ପଡିଥାଏ। ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ସ୍ଥିତି କେଉଁଠି ଥିଲେ କିପରି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ଓ କି ମନ୍ତ୍ର ଜପ କଲେ ସମସ୍ୟା ଦୂର ହୋଇଥାଏ।

Advertisment

ଯଦି କୁଣ୍ଡଳିରେ ସୂର୍ଯ୍ୟଦେବ ମଜବୁତ ସ୍ଥିତିରେ ଅଛନ୍ତି ତେବେ ଆପଣଙ୍କ ଭାଗ୍ୟ ଦୌଡୁଛି ବୋଲି କହିଲେ ଭୁଲ ହେବ ନାହିଁ। ଯାହା ବି କାମ କରିବେ ସଫଳତା ପାଇବେ। ଅଳ୍ପ ପରିଶ୍ରମରେ ଲାଭ ମିଳିବ।

ଯଦି କୁଣ୍ଡଳିରେ ସୂର୍ଯ୍ୟ ଦୃବଳ ଥିବେ ତେବେ ଆପଣଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବାକୁ ପଡିବ। ସକାଳୁ ଉଠି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଯଦି ଆପଣ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଛନ୍ତି ତେବେ ସେଥିରେ ଲାଲ ଗୋଲାପ, ସିନ୍ଦୁର ଓ ଗୁଡ ରଖନ୍ତୁ। ଜଳ ଅର୍ପଣ ସମୟରେ ‘ଓଁ ସୂର୍ଯ୍ୟାୟ ନମ୍‌’ ମନ୍ତ୍ର ୧୧ ଥର ଜପ କରନ୍ତୁ। ସୂର୍ଯ୍ୟଙ୍କୁ ଅର୍ପଣ କରିଥିବା ଗୁଡ ରୁଟିରେ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ ସମସ୍ୟା ଟଳିଯିବ ଓ ଆପଣଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe